Latest Odisha News

BREAKING NEWS

Yearly Archives

2022

ପୌର ନିର୍ବାଚନ : କଂଗ୍ରେସ ମେୟର ପ୍ରାର୍ଥୀନୀ ମଧୁସ୍ମିତାଙ୍କ ଜୋରଦାର ପ୍ରଚାର

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଚାଲିଛି ଜୋରଦାର କ୍ୟାମ୍ପେନ୍ ।ଭୁବନେଶ୍ୱର ମହାନଗର ନିଗମର କଂଗ୍ରେସ ମେୟର ପ୍ରାର୍ଥୀନୀ ମଧୁସ୍ମିତା ଆଚାର୍ଯ୍ୟ ଭୁବନଶ୍ୱରର ୟୁନିଟ ୨ ମାର୍କେଟ ଵିଲଡିଂ ,ହାଟ ବଜାର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି । ଆଜି ମଧୁସ୍ମିତାଙ୍କୁ ମେଫେୟାର…

ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପିର ନୃଶଂସ ଆକ୍ରମଣ ନିନ୍ଦନୀୟ : ଇପ୍ସିତା ସାହୁ

ଭୁବନେଶ୍ୱର : ଭୁବନେଶ୍ୱରରେ ଦୁଇଟି ସ୍ଥାନରେ ବିଜେଡି ପ୍ରାର୍ଥୀ ଓ କର୍ମୀଙ୍କ ଉପରେ ଆକ୍ରମଣ । ଏହି ଘଟଣାକୁ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ ।ବିଜେପି କର୍ମୀଙ୍କ ଦାଦାଗିରିକୁ ସେ କଡା ଭାଷାରେ ନିନ୍ଦା କରିଛନ୍ତି ।୩୨ ଓ ୩୩ନମ୍ବର ୱାର୍ଡରେ ବିଜେପି କର୍ମୀମାନେ ବିଜେଡି…

କୋହଲିଙ୍କ ସ୍ଥାନରେ ଡୁ ପ୍ଲେସି ହେବେ ବାଙ୍ଗାଲୋରର ଅଧିନାୟକ

ବାଙ୍ଗାଲୋର: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ବିରାଟ କୋହଲିଙ୍କ ବଦଳରେ ଫାପ ଡୁ ପ୍ଲେସି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଦାୟିତ୍ୱ ତୁଲାଇବେ । ଶନିବାର ଆରସିବି ପକ୍ଷରୁ ଏହି ଘୋଷଣା କରାଯାଇଛି । ଆଇପିଏଲରେ ବାଙ୍ଗାଲୋରରେ ସେ ସପ୍ତମ ଅଧିନାୟକ ଭାବେ ଏହି ଦାୟିତ୍ୱ…

ଭାରତରେ ଶିଖ ସୈନିକଙ୍କ ପାଇଁ ନୂତନ ହେଲମେଟ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଶିଖ ସୈନିକଙ୍କ ନିମନ୍ତେ ନୂତନ ଶୈଳୀରେ କମ୍ବାଟ ହେଲେମେଟ ପ୍ରସ୍ତୁତ କରାଯାଇଛି । ପଗଡି ଥିବା ସତ୍ୱେ ଏହାକୁ ଆରାମରେ ପିନ୍ଧୀ ହେବ । କାନପୁର ସ୍ଥିତ ଗ୍ଲୋବାଲ ଡିଫେନ୍ସ ଆଣ୍ଡ ହୋମଲ୍ୟାଣ୍ଡ ସିକ୍ୟୁରିଟି କମ୍ପାନୀ ଏମକେୟୁ ଏହି ଡିଜାଇନ ପ୍ରସ୍ତୁତ କରିଛି ।…

ପରଲୋକରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପାଢୀ

ଭୁୁବନେଶ୍ୱର :ପରଲୋକରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପାଢୀ । ସେ ଦୀର୍ଘ ଦିନ ହେଲା କ୍ୟାନସର ରୋଗରେ ପୀଡିତ ଥିଲେ । ଆଜି ୫୧ ବର୍ଷ ବୟସରେ ଅକାଳରେ ତାଙ୍କର ଦେହାନ୍ତ ହୋଇଯାଇଛି । ଅକ୍ଷୟଙ୍କ ବିୟୋଗ ଖବର ଶୁଣିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଅକ୍ଷୟଙ୍କ…

ରଣବୀର-ଆଲିଆଙ୍କ ନୂତନ ବିବାହ ତାରିଖ ଘୋଷଣା !

ମୁମ୍ବାଇ: ରଣବୀର କାପୁର ଓ ଆଲିଆ ଭଟ୍ଟଙ୍କ ବିବାହ ପାଇଁ ପୁନର୍ବାର ନୂତନ ତାରିଖ ଘୋଷଣା କରାଯାଇଛି । ଅବଶ୍ୟ ଏହି ସବୁ ତାରିଖ ମିଡିଆ ଦ୍ୱାରା ପ୍ରକାଶ ପାଇଛି । ରଣବୀର କିମ୍ବା ଆଲିଆ ଅଫିସିଆଲ ଭାବେ କୌଣସି ଘୋଷଣା ଏ ପର୍ଯ୍ୟନ୍ତ କରି ନାହାନ୍ତି । ପୂର୍ବରୁ ଡିସେମ୍ବର ୨୦୨୨ରେ ଉଭୟଙ୍କ ବିବାହ…

ଉତ୍ତରପ୍ରଦେଶ ଲଖିମପୁର ଖେରି ଘଟଣାର ପୁନରାବୃତ୍ତି : ଲୋକଙ୍କ ଉପରେ ଗାଡି ମଡାଇଦେଲେ ବାହୁବଳୀ ବିଧାୟକ

ବାଣପୁର : ବାଣପୁରରେ ଉତ୍ତରପ୍ରଦେଶ ଲଖମପୁର ଘଟଣାର ପୁନରାବୃତ୍ତି । ବିଜୁ ଜନତା ଦଳର ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବ ଲୋକମାନଙ୍କ ଉପରେ ଗାଡି ଚଢାଇ ଦେଇଛନ୍ତି । ଲଖିମପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆନ୍ଦୋଳନରେ ବସିଥିବା କୃଷକଙ୍କ ଉପରେ ଗାଡି ଚଢାଇଥିବା ବେଳେ, ଓଡିଶାରେ ଚିଲିକା…

ପୌର ନିର୍ବାଚନ : ଯାଜପୁର ୧୧ନମ୍ବର ୱାର୍ଡର କଂଗ୍ରେସ ପ୍ରାର୍ଥୀନୀଙ୍କୁ ଅପହରଣ ଅଭିଯୋଗ

ଯାଜପୁର : ପୌର ନିର୍ବାଚନକୁ କେନ୍ଦ୍ର କରି ପ୍ରାର୍ଥୀଙ୍କୁ କରାଯାଉଛି ଅପହରଣ । ଯାଜପୁର ପୌରପାଳିକାର ୧୧ ନମ୍ବର ୱାର୍ଡ କଂଗ୍ରେସ ପ୍ରାର୍ଥୀନୀ କବିରନ ବିବିଙ୍କୁ ଅପହରଣ କରିନିଆଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପୁଅ ଜଲାଲୋ ଖାନ୍ । ୯ ତାରିଖ ସଂଧ୍ୟା ବେଳଠାରୁ ମାଙ୍କୁ କଂଗ୍ରେସ ନେତାମାନେ…

ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର , ଭୁବନେଶ୍ୱର ସ୍ଥାନାନ୍ତର

ବାଣପୁର : ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମାଡ ମରା ଘଟଣା । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ତେଣୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଆଜି ବାଣପୁରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିଲା ।ଏହି ସମୟରେ ବିଧାୟକଙ୍କ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମାଡ

ବାଣପୁର : ଚିଲିକା ବିଧାୟକଙ୍କୁ ମାଡ । ବାଣପୁର ବ୍ଲକ କାର୍ଯ୍ୟାଳୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କୁ ମାଡ ମାରି ଲହୁଲୁହାଣ କରିଛନ୍ତି ଲୋକମାନେ। ସୂଚନା ଅନୁସାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ସମୟରେ ତାଙ୍କୁ ଆକ୍ରମଣ…