Latest Odisha News

BREAKING NEWS

Yearly Archives

2022

ନକଲି କଲ୍ ସେଣ୍ଟର ଉପରେ ରେଡ୍, ୩୮ ଗିରଫ

ନୂଆଦିଲ୍ଲୀ: ନକଲି କଲ୍ ସେଣ୍ଟର କରି ବିଭିନ୍ନ ଉପାୟରେ ଲୋକଙ୍କୁ ଠକୁଥିଲେ । ଏବେ ପୁଲିସ ୩୮ ଜଣଙ୍କୁ ଗିରଫ କରିଛି । ଗୁରୁଗାଁଓ ସ୍ଥିତ ଉଦ୍ୟୋଗ ବିହାର ଫେଜ୍ ଥ୍ରୀରେ ଚାଲିଥିଲା ଏହି ନକଲି କଲ୍ ସେଣ୍ଟର । ଗିରଫଙ୍କ ମଧ୍ୟରେ ୯ ଜଣ ମହିଳା ରହିଛନ୍ତି । ଚାଇନିଜ ମୋବାଇଲ ଆପ୍ ଜରିଆରେ ଏପରି…

ସୋନିଆ, ରାହୁଲ ଦଳୀୟ ପଦବୀରୁ ଇସ୍ତଫା ଦେବେ ? ଜବାବ ରଖିଲେ କଂଗ୍ରେସ ମୁଖପାତ୍ର

ନୂଆଦିଲ୍ଲୀ: ଆସନ୍ତାକାଲି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିବ । ଏହା ପୂର୍ବରୁ କିନ୍ତୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଦଳୀୟ ପଦବୀରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଜାତୀୟ ଗଣମାଧ୍ୟମ ଏଡିଟିଭିର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ମିଡିଆ,…

ସୌଦି ଆରବରେ ଗୋଟିଏ ଦିନରେ ଦିଆଗଲା ୮୧ଜଣଙ୍କୁ ମୃତ୍ୟୁଦଣ୍ଡ

ରିୟାଦ: ବିଭିନ୍ନ ଅପରାଧରେ ଜଡିତ ଥିବା ୮୧ଜଣଙ୍କୁ ଆଜି ସୌଦି ଆରବ ସରକାରଙ୍କ ପକ୍ଷରୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏମାନେ ସମସ୍ତେ ଦୁଷ୍କର୍ମ, ହତ୍ୟା, ପୂଜାସ୍ଥଳ ଉପରେ ଆକ୍ରମଣ ଓ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । କେତେକ ୟମନ ବାସିନ୍ଦାଙ୍କୁ…

ଏଣିକି ରବିବାର କରି ହେବ ଜଗା ଦର୍ଶନ

ପୁରୀ: ସାଧାରଣ ଭକ୍ତଙ୍କ ପାଇଁ ଖୁସି ଖବର । ଏଣିକି ରବିବାର ମଧ୍ୟ କରି ହେବ ଜଗା ଦର୍ଶନ । ଶ୍ରୀମନ୍ଦିରରୁ ହଟିଲା ସବୁ କଟକଣା । କରୋନା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପାଇଁ ଲାଗି ରହିଥିବା କଟକଣାକୁ ହଟାଇ ଦିଆଯାଇଛି । ଚଳିତ ମାସ ୨୦ ତାରିଖରୁ ସବୁଦିନ ଭଳି ରବିବାର ମଧ୍ୟ ସାଧାରଣ ଭକ୍ତ…

ସୋନିଆ, ରାହୁଲ, ପ୍ରିୟଙ୍କା ଦେବେ ଇସ୍ତଫା !

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ଅବସ୍ଥା ଶୋଚନୀୟ ହୋଇପଡିଛି । ପୂର୍ବରୁ ଅସନ୍ତୁଷ୍ଟ ଥିବା ଜି୨୩ ଗ୍ରୁପ ଏ ନେଇ ପୁନର୍ବାର ମୁହଁ ଖୋଲିଛନ୍ତି । ଏନଡିଟିଭି ସମେତ କେତେଗୁଡିଏ ନ୍ୟୁଜ ସାଇଟ ଅନୁସାରେ ରବିବାର ହେବାକୁ ଥିବା ସର୍ବଭାରତୀୟ କଂଗ୍ରେସ…

ଧମକ ଦେଲା ରୁଷ: ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ କ୍ରାଶ ହୋଇପାରେ !

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ ରୁଷ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବିଭିନ୍ନ ଦେଶର କଟକଣା ଯୋଗୁ ରୁଷ ଅସୁବିଧାର ସମ୍ମୁଖୀନ ହେଉଛି । ଏହା ମଧ୍ୟରେ ୟୁରୋପୀୟ ଦେଶଗୁଡିକ ଯଦି କଟକଣା ଲାଗୁ ରଖିବେ ତାହାହେଲେ ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ କ୍ରାଶ ହୋଇପାରେ ରୁଷ ପରୋକ୍ଷରେ ଧମକ ଦେଇଛି । ଏହି…

ବିଧାୟକ ଲୋକଙ୍କ ଉପରେ ଗାଡି ଚଢାଇବା ଘଟଣା: ବାଣପୁରରେ ୧୪୪ ଧାରା ଲାଗୁ

ବାଣପୁର : ବାଣପୁର ବ୍ଲକରେ ଲୋକଙ୍କ ଉପରେ ବିଧାୟକଙ୍କ ଗାଡି ଚଢାଇବା ଘଟଣା । ଅପ୍ରିତୀକର ପରିସ୍ଥିତି ନଉପୁଜିବା ପାଇଁ ବାଣପୁର ବ୍ଲକରେ ୧୪୪ ଧାରା ଲାଗୁ କରାଯାଇଛି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଗାଡି ଚଢାଇଦେଇଥିଲେ ।ଫଳରେ…

ବାଣପୁର ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ : ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ନିର୍ବାଚିତ ପ୍ରତିନିଧି ପ୍ରଶାନ୍ତ ଜଗଦ୍ଦେବ ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡ଼ି ଚଢ଼ାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ବୋଲି…

ବିଜୟରେ ବିଳମ୍ବ ନେଇ ପୁତିନ ନିଆଁବାଣ, ବରଖାସ୍ତ ହେଲେ ୮ ସେନା ପ୍ରମୁଖ

ମସ୍କୋ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ବିଜୟ ନେଇ ବିଳମ୍ବ ହେବା ଯୋଗୁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ରାଗି କରି ନିଆଁ ବାଣ ହୋଇ ଯାଇଛନ୍ତି । ଏପରିକି ସେ ୮ ପ୍ରମୁଖ ସେନା ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି । ଏହା ବ୍ୟତୀତ ଆମେରିକା ସହ ମିଶି ୟୁକ୍ରେନ ଜୈବିକ ଅସ୍ତ୍ର…

ନୂଆ ମୁଖିଆ ନାଁ ଘୋଷଣା କଲା ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍

ଭୁବନେଶ୍ୱର: ବିଶ୍ୱର ସବୁଠୁ ଘାତକ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ଓରଫ ଆଇଏସ୍‌ଆଇଏସ୍ । ଏହି ସଙ୍ଗଠନ ଜରିଆରେ ସାରା ବିଶ୍ୱକୁ ଥରହର କରିଥିଲା ନୃଶଂସ ଅବୁ-ବକ୍ର-ଅଲ୍‌-ବାଗ୍‌ଦାଦୀ । ତେବେ ୨୦୧୯, ଅକ୍ଟୋବର ୨୭ରେ ଏହି ଆତଙ୍କବାଦୀ ନିହତ ହେବା ଖବର ସାରା ବିଶ୍ୱକୁ ଆଶ୍ୱସ୍ତ କରିଥିଲା ।…