Latest Odisha News

BREAKING NEWS

Yearly Archives

2022

ଲୋକଙ୍କ ଉପରେ ଗାଡି ଚଢାଇଦେଲେ ବାହୁବଳି ବିଧାୟକ, ନିର୍ଦ୍ଦୁମ ପିଟିଲେ ଲୋକେ

ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ଅନେକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆହତଙ୍କ ମଧ୍ୟରେ ପୁଲିସ କର୍ମଚାରୀ ରହିଥିବା ସୂଚନା ରହିଛି । ବିଜେପି ନେତା…

ନନ୍ଦନକାନନରେ ନୂଆ ଅତିଥି , ୩ଟି ଶିଶୁ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ରୂପା

ବାରଙ୍ଗ : ବାରଙ୍ଗ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏବେ ନୂଆ ଅତିଥି । ମା ହେଲେ ଧଳା ବାଘୁଣି ରୂପା ।ରୂପା ପ୍ରଥମ ଥର ପାଇଁ ସମସ୍ତଙ୍କୁ ଦେଇଛି ଖୁସି ଖବର । ୨୧ ନମ୍ବର ଖୁଆଡରେ ରହୁଥିବା ରୂପା ଗର୍ଭରୁ ୩ ଟି ଶିଶୁ ଶାବକ ଜନ୍ମ ନେଇଛନ୍ତି । ଧଳା ବାଘୁଣୀ ରୂପା ନାଲୀମହାବଳ ରାଜେସ ସହ ମିଳନ ପରେ…

କୁଳାଙ୍ଗାର ଉବାଚ : ଏସ୍.ପି ଶାସନ ଚଳିବ ନାଇଁ

ଖିଆପିଆ ଗଣ୍ଡଗୋଳ ସହିତ ନିର୍ବାଚନ ଗଲେ ସରି; ପଞ୍ଚାୟତରେ ସରପଞ୍ଚ ପତି ଏସ୍.ପି ହୁଅନ୍ତି ଭରି! ସଂରକ୍ଷଣ ଯୋଗୁଁ ବାଧ୍ୟ ହୋଇ ସିନା ପତ୍ନୀଙ୍କୁ କରିଲେ ଠିଆ; ମନ କିନ୍ତୁ ନାହିଁ ଛାଡିବାକୁ ତାଙ୍କୁ କ୍ଷମତା ଓ ଖିଆପିଆ !! ଡର କାଳେ ସିଏ ସବୁ ଅଳିଆକୁ ସୁବିଧାରେ ଗଲେ ଶିଖି;…

ଦେଶରେ କୋଭିଡ ମୃତ୍ୟୁ ସରକାରୀ ସଂଖ୍ୟାଠୁ ୮ ଗୁଣା ଅଧିକ: ଲାନେସଟ ରିପୋର୍ଟ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ମାଗିଜାନ ଲାନସେଟ ମିଡିଆର ସଦ୍ୟ ରିପୋର୍ଟ କୋଭିଡ ମୃତ୍ୟୁକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ଦେଶରେ କୋଭିଡ ମୃତ୍ୟୁ ସଂଖ୍ୟା ଏବେର ସରକାରୀ ଭାବେ ଜାରି ହୋଇଥିବା ମୃତ୍ୟୁ ସଂଖ୍ୟା ତୁଳନାରେ ୮ ଗୁଣା ଅଧିକ। ଅର୍ଥାତ ଲାନସେଟ ରିପୋର୍ଟକୁ ଯଦି ସତ…

ମହିଳା ବିଶ୍ୱକପ: ଶତକୀୟ ଇନିଂସ ଖେଳିଲେ ସ୍ମୃତି ଓ ହରମନପ୍ରୀତ୍

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ମହିଳା ବିଶ୍ୱକପରେ କମାଲ କଲେ ଭାରତୀୟ ଖେଳାଳି ସ୍ମୃତି ମାନ୍ଧାନା ଓ ହରମନପ୍ରୀତ କୌର । ଧୂଆଁଧାର ବ୍ୟାଟିଂ କରି ଶତକୀୟ ଇନିଂସ ଖେଳିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଶାଳ ୩୧୮ରନ୍ ଟାର୍ଗେଟ ଠିଆ କରିଛି ଟିମ୍ ଇଣ୍ଡିଆ । ସ୍ମୃତି ମାନ୍ଧାନା ୧୧୯ ବଲରୁ…

୧୬ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ

ଚଣ୍ଡିଗଡ଼: ଆସନ୍ତା ୧୬ ତାରିଖରୁ ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ । ଭଗତ ସିଂହଙ୍କ ପୈତୃକ ଗାଁ ଖଟକର କଲାଣରେ ଦିନ ସାଢ଼େ ୧୨ଟାରେ ସେ ଶପଥ ନେବେ । ଏହି ସୂଚନା ଦେଇଛନ୍ତି ଭଗୱନ୍ତ ମାନ । ଆଜି ରାଜ୍ୟପାଳ ଭନୱରୀ ଲାଲ ପୁରୋହିତଙ୍କୁ ଭେଟି…

ମାତିଲେ ଚୋର: ମନ୍ଦିରରୁ ନେଇଗଲେ ୫ ଅଷ୍ଟଧାତୁ ମୂର୍ତ୍ତି

ପୁରୀ: ଦୋଳ ପୂର୍ଣ୍ଣିମା ପୂର୍ବରୁ ମନ୍ଦିରରୁ ଦୋଳଗୋବିନ୍ଦଙ୍କୁ ନେଇଗଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ବୀର ନରସିଂହପୁରର ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି ହୋଇଛି । ଗତରାତିରେ ମନ୍ଦିର ଗ୍ରୀଲ୍ କାଟି ମୂର୍ତ୍ତି ଚୋରି ଅଭିଯୋଗ । ଚୋରି ହୋଇଥିବା ମୂର୍ତ୍ତିର ଓଜନ ୧୦୦ କେଜିରୁ…

ବିଜେପି ପ୍ରାର୍ଥୀଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ, ଗୁରୁତରଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ନର: ପୋଷ୍ଟର ମାରିବାକୁ ନେଇ ରାଜଧାନୀରେ ହିଂସା । ବିଜେପି କର୍ପୋରେଟର ପ୍ରାର୍ଥୀ ଧରିତ୍ରୀ ଜେନାଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତ୍ରିରେ ସଂଘବଦ୍ଧ ଭାବେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତରଙ୍କୁ ରାଜଧାନୀ…

ଦୁର୍ଘଟଣା ପରେ ଲଙ୍କାକାଣ୍ଡ

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ଜାତୀୟ ରାଜପଥର ୫୩ରେ ସର୍ଲାପାଲି ଛକ ନିକଟରେ ଦୁର୍ଘଟଣା । ମର୍ଣ୍ଣିଂୱାକରେ ଯିବା ବେଳେ ବରିଷ୍ଠ ଆଇନଜିବୀଙ୍କ ଉପରେ ଅଙ୍ଗୁର ବୋଝେଇ ଟ୍ରକ୍‌ ମାଡ଼ି ଗଲା । ମୃତକଙ୍କ ନାଁ ଉମେଶ ଚନ୍ଦ୍ର ପ୍ରଧାନ ଓ ଘର ସାକ୍ଷୀପଡ଼ାରେ । ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର…

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୭ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ । ୭ଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିଥିଲେ । ସେଠାରୁ ୭ ଜଣଙ୍କର ପୋଡି…