Latest Odisha News

BREAKING NEWS

Yearly Archives

2022

ନୂଆବର୍ଷରେ ଜି ସାର୍ଥକର ଭେଟି; ଦର୍ଶକଙ୍କ ପାଇଁ ୩ ମେଗା ଧାରାବାହିକ

ଭୁବନେଶ୍ଠର: ନୂଆବର୍ଷରେ ଜି ସାର୍ଥକର ନୂଆ ଭେଟି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆସୁଛି ୩ ମେଗା ଓଡ଼ିଆ ଧାରାବାହିକ  । ନୂଆ ବର୍ଷରେ ଏକାଥରକେ ୩ଟି ନୂଆ ଧାରାବାହିକ ଦେଖିବେ ଦର୍ଶକ  । ଓଡ଼ିଆ ଟେଲିଭିଜନ ଇତିହାସରେ ପ୍ରଥମ ଥର ପାଇଁ ଏକକାଳୀନ  ୩ଟି ନୂଆ ମେଗା ଧାରାବାହିକ ଆସିଛି । ତିନି…

ବର୍ଷେ ପୂରିନି, ୨୫ ଲକ୍ଷର ‘ସ୍ବଛ ସବାରୀ’ କୋମାରେ

ନବରଙ୍ଗପୁର: ବିନା ଇନ୍ଧନରେ ପରିବେଶକୁ ପ୍ରଦୁଷଣ ମୁକ୍ତ ରଖିବା ସହ ମହିଳାଙ୍କୁ ସଶକ୍ତ କରିବା ପାଇଁ ନବରଙ୍ଗପୁର ପୌରପାଳିକା ପକ୍ଷରୁ ୨୫ ଲକ୍ଷ ଟଙ୍କା ବ୍ୟୟରେ ବ୍ୟାଟେରୀ ଚାଳିତ ଗାଡ଼ି କିଣା ଯାଇଥିଲା। ତେବେ ରାସ୍ତାରେ ଗଡ଼ିବାର ଏକବର୍ଷ ନ ପୁରୁଣୁ ସବୁତକ ଗାଡି ଅକାମି ହୋଇ ପଡି ରହିଛି।…

ଆଇନଜୀବୀଙ୍କ ସ୍ୱାଭିମାନ ମର୍ଯ୍ୟାଦା ଓ ସ୍ଵାଧୀନତା

ବିଭୂ ପ୍ରସାଦ ତ୍ରିପାଠୀ  ଚଳିତ ବର୍ଷର ଶେଷ ଭାଗରେ ସମାଜର ସବୁ ବର୍ଗର ବ୍ୟକ୍ତି ବିଶେଷମାନେ ନୂଆ ବର୍ଷ ପାଳନ କରିବା ଅବସରରେ ସମ୍ବଲପୁରରେ ଜେଲରେ ଥିବା ଆଇନଜୀବୀ ବନ୍ଧୁମାନଙ୍କ ବିଷୟ ମତେ ଗଭୀର ଭାବରେ ବ୍ୟଥିତ କରିଛି। ଏହି ପରିପ୍ରେକ୍ଷୀରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଡିସେମ୍ବର ୧୨…

୨୦୨୦ରେ ରାହୁଲ ୧୧୩ ଥର ସୁରକ୍ଷା ପ୍ରୋଟକଲ ଭାଙ୍ଗିଛନ୍ତି-ସିଆରପିଏଫ  

ନୂଆଦିଲ୍ଲୀ:ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଅନେକ ଥର ସୁରକ୍ଷା ପ୍ରୋଟକଲ ଭାଙ୍ଗିଲେଣି । ସିଆରପିଏଫର କହିବା ଅନୁଯାୟୀ, ରାହୁଲ ଗାନ୍ଧି ଡିସେମ୍ବର ୨୪ରେ ଭାରତ ଯୋଡୋ ଯାତ୍ରା ସମୟରେ ଏକାଧିକବାର ପ୍ରୋଟୋକଲ ଭାଙ୍ଗିଛନ୍ତି । ଦିଲ୍ଲୀ ପୋଲିସ ରାହୁଲଙ୍କ ସୁରକ୍ଷା ଯୋଗାଇ…

ଜାନୁଆରୀ ୨୬ ସୁଦ୍ଧା ଓଡ଼ିଶାରେ 5G ସେବା

ଭୁବନେଶ୍ୱର: ଓଡ଼ିଶାକୁ ମିଳିବ 5G ସେବା । ଜାନୁଆରୀ ୨୬, ୨୦୦୩ରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଲଞ୍ଚ ହେବ 5G ସର୍ବିସ । ଗୁରୁବାର ଭୁବନେଶ୍ୱର ରେଲୱେ ଷ୍ଟେଶନ ନବୀକରଣର ଶିଳାନ୍ୟାସ ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଅସରରେ କେନ୍ଦ୍ରମନ୍ତ୍ରୀ…

ଏୟାରପୋର୍ଟ ଅନୁଭବ ଦେବ ଭୁବନେଶ୍ୱର ରେଳଷ୍ଟେଶନ

ଭୁବନେଶ୍ଠର:ଚମକିବ ଭୁବନେଶ୍ଠର ରେଳ ଷ୍ଟେଶନ । ରେଳଷ୍ଟେଶନରେ ମିଳିବ ବିମାନବନ୍ଦରର ଅନୁଭୂତି । ବିମାନବନ୍ଦରର ସବୁ ସୁବିଧା ସୁଯୋଗ ବି ଏଠାରେ ଉପଲବ୍ଧ ହେବ । ଏ ନେଇ ପ୍ରତିଶ୍ରୁତି ଦେଇଛନ୍ତି ନିଜେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ ଭୂମିପୂଜନ ବି କରିଛନ୍ତି । ରେଳ…

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ଜୀବନ୍ତ ଦଗ୍ଧ, ୩୦ ଗୁରୁତର

ନୋମ ପେହ୍ନ:କାମ୍ବୋଡିଆର ପୋଇପେଟ ସ୍ଥିତ କାମ୍ବୋଡ଼ିଆ ସିଟି ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।ଅଗ୍ନିକାଣ୍ଡରେ ୧୦ ଜଣ ଜୀବନ୍ତ ଜଳି ଯାଇଥିବା କୁହାଯାଉଛି । ପ୍ରାୟ ୫୦ ଜଣ ନିଆଁ ଭିତରେ ଫସି ରହିଛନ୍ତି । ୩୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଦମକଳବାହିନୀ…

ଜାତିଗତ ଭେଦଭାବର ଭୟଙ୍କର ଦୃଶ୍ୟ: ଦଳିତଙ୍କ ପାଣିଟାଙ୍କିରେ ପକାଇଦେଲେ ମଣିଷ ମଳ

ଥିରୁଅନନ୍ତପୁରମ: ତାମିଲନାଡୁର ଏକ ଗାଁରେ ଜାତିଗତ ଭେଦଭାବକୁ ନେଇ ଅଭାବନୀୟ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି  । ଗାଁରେ ଦଳିତ ସମୁଦାୟ ପାଇଁ ଉଦ୍ଦିଷ୍ଟ ଟାଙ୍କିରେ ମଣିଷ ମଳ ପକାଇ ଦେଇଛନ୍ତି । ଏହି ଘଟଣା ଜାଣିବା ପରେ ନିଜେ ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଗାଁରେ…

ଆଜି ଅନୁଗୁଳରେ ଶକ୍ତି ପ୍ରଦର୍ଶନ କରିବେ ବିଜେଡି-ବିଜେପି

ଅନୁଗୋଳ :ଆଜି ଅନୁଗୁଳ ଯିବେ ମୁଖ୍ୟମନ୍ତ୍ରୀ । ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ଏଥିସହିତ ଆଜି ୩ କେନ୍ଦ୍ରମନ୍ତ୍ରୀଙ୍କର ମଧ୍ୟ ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ ରହିଛି । ଆଜି ଗୋଟିଏ ଦିନରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ୩ କେନ୍ଦ୍ରମନ୍ତ୍ରୀ ଅନୁଗୁଳରେ ଏକାଠି ହେବେ । ଦୁଇ…

କ୍ଷଣିକ ସୁଖ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସୁଖ - ଦୁଃଖ ଦୁନିଆର ରୀତି । ଜଣେ ସଫଳତାର ଅଶ୍ରୁ ପ୍ରଦାନ କରୁଥିବା ବେଳେ ଆଉ ଜଣେ ବିଫଳତାର । ଜଣେ ଯୁକ୍ତାତ୍ମକ ଆଉ ଜଣେ ବିଯୁକ୍ତାତ୍ମକ । ଯେମିତି ବଲ୍‌ବ୍‌ ଜଳିବା ପାଇଁ ବିଦ୍ଯୁତ୍‌ର ଆବଶ୍ଯକତା ; ସେମିତି ଜୀବନକୁ ସରସ ସୁନ୍ଦର…