ଜାଡେଜାଙ୍କ ସ୍ମରଣୀୟ ଇନିଂସ, ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ
ମୋହାଲି: ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ମଜଭୁତ ସ୍ଥିତିରେ ରହିଛି । ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୧୭୫ରନ ସହାୟତାରେ ଭାରତ ପ୍ରଥମ ଇନିଂସରେ ୮ୱିକେଟ ବିନିମୟରେ ୫୭୪ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା ।ଜବାବରେ ଶ୍ରୀଲଙ୍କା ୪…