Latest Odisha News

BREAKING NEWS

Yearly Archives

2022

କିଭରେ ହାଇଡ୍ରୋ ଇଲେକଟ୍ରିକ୍ ପାୱାର ପ୍ଲାଣ୍ଟ ଦଖଲ ଅଭିମୁଖେ ରୁଷ ସେନା

କିଭ୍(ୟୁକ୍ରେନ): ଚାରିପଟରୁ ୟୁକ୍ରେନରୁ ଘେରି ହମଲା କରୁଛି ରୁଷ୍ । ଗୋଟିଏ ପରେ ଗୋଟିଏ ସହରକୁ କବଜା କରୁଛି । ଏବେ କିଭ ପାଖରେ ଥିବା କାନିଭ୍ ହାଇଡ୍ରୋ ଇଲେକଟ୍ରିକ୍ ପାୱାର ପ୍ଲାଣ୍ଟକୁ ଦଖଲରେ ନେବା ପାଇଁ ଆଗକୁ ବଢୁଛି ରୁଷ୍ ସେନା । ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।…

ୟୁରୋପୀୟ ଦେଶକୁ ନାଲି ଆଖି ଦେଖାଇଲେ ପୁଟିନ୍

ମସ୍କୋ: ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ୟୁରୋପୀୟ ରାଷ୍ଟ୍ରକୁ ଧମକାଇଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ୍ ଉପରେ ହମଲା ପାଇଁ ରୁଷ ଉପରେ ବିଭିନ୍ନ ଦେଶ ଅର୍ଥନୈତିକ କଟକଣା ଲଗାଇଛନ୍ତି । ରୁଷ୍ ପାଇଁ କିଛି ଦେଶ ବାୟୁସୀମା ବନ୍ଦ କରିଛନ୍ତି । ଏମିତି ସ୍ଥିତିରେ ପୁଟିନ୍…

ସାହିତ୍ୟ ସବୁବେଳେ ଜୀବନର ପ୍ରଥମ ଆବଶ୍ୟକତା : ପରେଶ କୁମାର ପଟ୍ଟନାୟକ

ସମକାଳୀନ ଓଡ଼ିଆ ସାହିତ୍ୟର ଗଳ୍ପ ଜଗତରେ ପରେଶ କୁମାର ପଟ୍ଟନାୟକ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପିଣୀ ମା ବିମଳାଙ୍କର ସ୍ୱତନ୍ତ୍ର ପୂଜା ଶ୍ରୀମନ୍ଦିର ମଧ୍ୟରେ ଚାଲିଛି। ମହାଷ୍ଟମୀ ତିଥିକୁ ବିଚାର କଲେ ଏହା ଶକ୍ତି ଉପାସନାର ଏକ ମୁଖ୍ୟ ଦିନ…

ଭାଷା ଭାଗବତ : ପିଲାଂକ ଲିପି ଶିଖା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୬ ଅକ୍ଷର ରୂପସାମ୍ୟ ବୁଝି ଚଂଚଳ ଶିଖିବାକୁ ରାଜି ହୋଇ ଲେଖିବା ବର୍ଣମାନ ବଢ଼ିବ ଶିଶୁ ଲିପିଜ୍ଞାନ ଠ ର ଉପରେ ଅଧା ବୃତ୍ତ ଲେଖିଲେ ଚ ହୁଏ ଲିଖିତ ଚ କୁ ଧରାଇଦେଲେ ବାଡ଼ି ସହଜେ ଗ ହୁଅଇ କାଢ଼ି ଚ ର ମଥାରେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୯ ବନ୍ଦ ଆଖିରେ ଅନୁଭବ କରୁଛି ବୈଭବଙ୍କ ସ୍ପର୍ଶ, ଆଲିଙ୍ଗନ, ତାଙ୍କ ଭଲପାଇବା । ସେଇ ନିସ୍ତବ୍ଧ ପ୍ରହରରେ ସେ ତା' ସ୍ୱାମୀର ବାହୁ ବନ୍ଧନରେ ଆବିଷ୍ଟ । ସଂସାରର ସବୁ ସୁଖ ତା’ ପାଖରେ । ସେ ବନ୍ଦ ଆଖିରେ ଦେଖିପାରୁଛି,…

ଅନୁବାଦ ଗଳ୍ପ : ମୁଁ ବଞ୍ଚିବି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୬  ମୂଳ ହିନ୍ଦୀ : ବିଷ୍ଣୁ ପ୍ରଭାକର ପାର୍ଟି କେତେବେଳୁ ଶେଷ ହୋଇସାରିଥିଲା ଓ ଆମନ୍ତ୍ରିତ ଅତିଥିମାନେ ନିଜ ନିଜ ଘରକୁ ଲେଉଟି ସାରିଥିଲେ । ଆକାଶରେ ଚନ୍ଦ୍ର ଢେର ଉପରକୁ ଉଠି ସାରିଥାଏ  । ପ୍ରାନ୍‍ ହସି ହସି ରାଜ୍‍ ଆଡ଼େ ଚାହିଁଲା ।…

ଇନିଂସ ଘୋଷଣା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଲେ ଜାଡେଜା

ମୋହାଲୀ: ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତ ୫୭୪/୮ ରନ କରିଥିବା ଅଧିନାୟକ ରୋହିତ ଶର୍ମା ଇନିଂସ ଘୋଷଣା କରିଥିଲେ । ସେ ସମୟରେ ରବୀନ୍ଦ୍ର ଜାଡେଜା ୧୭୫ ରନ କରି ଅପରାଜିତ ରହିଥିଲେ । ଏହାକୁ ନେଇ ସୋସିଆଲ ସାଇଟରେ ରୋହିତଙ୍କୁ ସମାଲୋଚନା କରାଯିବା ସହ ୧୮ ବର୍ଷ ତଳେ…

ହକ୍କାନୀଙ୍କ ଚେହେରା ଦେଖିଲା ଦୁନିଆ

କାବୁଲ: ଆଫଗାନିସ୍ତାନ ଗୃହ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନୀଙ୍କ ଚେହେରା ପ୍ରଥମ ଥର ପାଇଁ ଦୁନିଆ ସମ୍ମୁଖକୁ ଆସିଛି । ୨୦ ବର୍ଷ କାଳ ଆମେରିକା ସେନା ଆଫଗାନିସ୍ତାନରେ ରହିବା ସତ୍ୱେ ଏହି ୧୦ଲକ୍ଷ ଡଲାର ପୁରସ୍କାର ରାଶି ବିଶିଷ୍ଟ ଆତଙ୍କବାଦୀଙ୍କ ଚେହେରା ଦେଖିପାରି ନ ଥିଲା । ଆଫଗାନିସ୍ତାନ…

ରଣଜୀ ଟ୍ରଫି କ୍ରିକେଟ: କୋଚ ଜାଫରଙ୍କ ଭଣଜା ଯୋଗୁ ଅସୁବିଧାରେ ଓଡିଶା

ଭୁବନେଶ୍ୱର:ଅହମ୍ମଦାବାରେ ଚାଲିଥିବା ମୁମ୍ବାଇ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡିଶା ପରାଜୟ ଏଡାଇବା ପାଇଁ ସଂଘର୍ଷ ଜାରୀ ରଖିଛି । ଓଡିଶା କୋଚ ୱାସିମ ଜାଫରଙ୍କ ଭଣଜା ଅର୍ମାନଙ୍କ ଆକର୍ଷଣୀୟ ଶତକ ଯୋଗୁ ଓଡିଶା ବ୍ୟାକଫୁଟକୁ ଠେଲି ହୋଇଯାଇଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୯…