Latest Odisha News

BREAKING NEWS

Yearly Archives

2022

ୟୁକ୍ରେନର ସୁମି ସହର ଉପରେ ରୁଷ୍ ଆଖି, ଜାରି ହେଲା ଆକ୍ରମଣ ଆଲର୍ଟ

କିଭ୍(ୟୁକ୍ରେନ): ରୁଷ୍-ୟୁକ୍ରେନ୍ ଯୁଦ୍ଧର ଆଜି ଦଶମ ଦିନ । ଘମାସାନ ଲଢ଼େଇ ଚାଲିଛି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ଟାର୍ଗେଟ କରୁଛୁ ରୁଷ ସେନା । ଏବେ ୟୁକ୍ରେନର ଉତ୍ତରରେ ଖାରକିଭକୁ ଲାଗି ଥିବା ସୁମି ସହର ଉପରେ ଆକ୍ରମଣ ଆରମ୍ଭ ହୋଇଛି । ଆଗକୁ ଜୋରଦାର ହମଲା କରିପାରେ ରୁଷ୍ ।…

ରାଜଧାନୀରେ ଚାଞ୍ଚଲ୍ୟ: ଇଟା ତଳୁ ମିଳିଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର : ଇଟା ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ବୀଭତ୍ସ ହତ୍ୟା ପରେ ଲୁଚା ଯାଇଥିଲା ମୃତଦେହ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ମୃତଦେହ ଇଟା ତଳୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହି ସ୍ଥିତ ବିଏମ୍‌ସିର ଅର୍ଦ୍ଧ ନିର୍ମିତ…

ଅପରେସନ୍ ଗଙ୍ଗା: ୨୪ ଘଣ୍ଟାରେ ୬୨୯ ଭାରତୀୟଙ୍କୁ ସ୍ୱଦେଶ ଆଣିଲା ବାୟୁସେନା

ନୂଆଦିଲ୍ଲୀ: ୟୁକ୍ରେନର ଯୁଦ୍ଧ ମୁହଁରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ଭାରତୀୟଙ୍କୁ ୟୁକ୍ରେନରୁ ଉଦ୍ଧାର କରି ସୁରକ୍ଷିତ ଭାବରେ ଭାରତ ଅଣାଯାଉଛି । ଗତ ୨୪ଘଣ୍ଟାରେ ୬୨୯ ଜଣ ଭାରତୀୟଙ୍କୁ ବାୟୁସେନା ପକ୍ଷରୁ ଉଦ୍ଧାର କରି ସ୍ୱଦେଶ ଅଣାଯାଇଛି । ବାୟୁସେନାର ତିନିଟି C-17…

ବାଲୁକା କଳାରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଆଜି ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବାଲୁକା କଳାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଜନଜନାୟ ବିଜୁ ପଟ୍ଟନାୟକଙ୍କ ବାଲୁକା…

ୟୁକ୍ରେନର ନୋ-ଫ୍ଲାଏ ଜୋନ୍ ଦାବିକୁ ନାଟୋ ଅଗ୍ରାହ୍ୟ କରିବା ପରେ ଏମିତି କଥା କହିଲେ ଜେଲେନସ୍କି

କିଭ୍(ୟୁକ୍ରେନ): ରୁଷ ସହ ଭୟଙ୍କର ଯୁଦ୍ଧ ଲଢୁଛି ୟୁକ୍ରେନ୍ । ଶକ୍ତିଶାଳୀ ରୁଷ୍ ସୈନ୍ୟଙ୍କୁ ପ୍ରତିହତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିରେ ନା-ଫ୍ଲାଏ ଜୋନ୍ ପାଇଁ ନାଟୋ ନିକଟରେ ଦାବି ରଖିଥିଲା ୟୁକ୍ରେନ୍ । ଯାହାକୁ ନାଟୋ ଅଗ୍ରାହ୍ୟ କରି ଦେଇଛି । ଏହାପରେ…

ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରୁଷର ରକେଟ ମାଡ଼

କିଭ୍(ୟୁକ୍ରେନ୍): ୧୦ ଦିନ ହେଲାଣି ରୁଷ୍-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । ରାଜଧାନୀ କିଭ୍ ଦଖଲ ପାଇଁ ଜୋରଦାର ଆକ୍ରମଣ କରୁଛି ରୁଷ୍ ସେନା । ୟୁକ୍ରେନ୍ ରାଷ୍ଟ୍ରପତି ଭବନ ଉପରେ ରକେଡ୍ ମାଡ଼ ହୋଇଛି । ତେବେ ରୁଷ୍ ଟାର୍ଗେଟକୁ ହାତଛଡ଼ା କରିଥିବା ଜେଲେନସ୍କି କହିଛନ୍ତି । ରୁଷର…

୧୦ ଦିନ ଯୁଦ୍ଧରେ ୟୁକ୍ରେନ ଛାରଖାର, ଦେଶ ଛାଡ଼ିଲେଣି ୧୨ ଲକ୍ଷ ଲୋକ

କିଭ୍(ୟୁକ୍ରେନ): ୟୁକ୍ରେନ ଉପରେ ୧୦ ଦିନ ହେବ ହମଲା ଜାରି ରଖିଛି ରୁଷ୍ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଘନ ଘନ ଆକ୍ରମଣ କରୁଛି । ୧୦ଟି ସହରକୁ ଛାରଖାର କରି ଦେଲାଣି । ତୁହାକୁ ତୁହା ମିସାଇଲ୍ ମାଡ଼ ଓ ଏୟାରଷ୍ଟ୍ରାଇକ୍ ହେଉଛି । ଆକାଶରୁ ଖସୁଛି ରକେଟ୍ । ତାସାଙ୍ଗକୁ ଟ୍ୟାଙ୍କ ମାଡ଼ । ଖାରକିଭ୍…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୨  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କଶକ୍ତି ସ୍ୱରୂପିଣୀ ଯୋଗମାୟା ଦେବୀ ଦୁର୍ଗେଦୁର୍ଗତିନାଶିନୀଙ୍କ ଆଲୋଚନା ଜାରି ରଖିବା। କିନ୍ତୁ ମନରେ ସ୍ୱତଃ ପ୍ରଶ୍ନ ଉଠେ ଯଦି ପରଂବ୍ରହ୍ମ ଏକ ଓ ଅଦ୍ଵିତୀୟ…

ଭାଷା ଭାଗବତ : ସହଜିଆ ଓଡ଼ିଆ 

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୫  କଠିନ ଶବ୍ଦ ପ୍ରତି ପ୍ରୀତି ଯୋଗୁଁ ଏ ଭାଷାର ଉନ୍ନତି ବିକାଶ ଅବା ଅଗ୍ରଗତି ହେଉନି, ବୁଝୁ ବ୍ୟକ୍ତି ଜାତି ଗଳଦ୍ଘର୍ମ କି ଝାଳନାଳ ପୁଷ୍ପ, ପ୍ରସୂନ ଅବା ଫୁଲ ପ୍ରଗଳ୍ଭ କିଂବା କୁହାଳିଆ ସାଦିଷ୍ଠ ଅବା…

ଗୁମୁଟ ଗୁମର (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଆଭ୍ୟନ୍ତରିଣ ତୋରଣ : ଦେବାଳୟର ପ୍ରବେଶ ପଥରେ ବିିଭିନ୍ନ ନକ୍‌ସା ସମ୍ବଳିତ ସମାନ୍ତରାଳ ପଟି ସମୁହ ଦ୍ୱାରା ସମୃଦ୍ଧ ଭବ୍ୟ ତୋରଣ ଆମ ପାରମ୍ପରିକ ମନ୍ଦିର ସ୍ଥାପତ୍ୟର ଏକ ପ୍ରମୁଖ ଅଂଶ । ଏହି ପଟିଗୁଡ଼ିକରେ କଳାତ୍ମକ ନକ୍‌ସା…