Latest Odisha News

BREAKING NEWS

Yearly Archives

2022

କ୍ଷମା ମାଗିଲେ ‘ଅଲ୍‌ ଇଣ୍ଡିଆ ‌ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌’ର ମୁଖ୍ୟ ବଦରୁଦ୍ଧିନ୍‌ ଅଜମଲ

ନୂଆଦିଲ୍ଲୀ : ହିନ୍ଦୁମାନଙ୍କ ବିବାହ ବିଷୟରେ ବିବାଦୀୟ ମନ୍ତବ୍ୟ ନେଇ ଲୋକଙ୍କ ନରବନ୍ଦୀ ହୋଇଥିଲେ ‘ଅଲ୍‌ ଇଣ୍ଡିଆ ‌ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌’(ଏଆଇୟୁଡିଏଫ୍‌)ର ମୁଖ୍ୟ ବଦରୁଦ୍ଧିନ୍‌ ଅଜମଲ  । ସେ କହିଥିଲେ ଯେ, ଅଧିକ ସନ୍ତାନ ଜନ୍ମ କରାଇବା ଲାଗି ମୁସଲମାନଙ୍କ ପରି…

ଅନୁବାଦ ଗଳ୍ପ : ଖାନୱାଁ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୦ ମୂଳ ସିନ୍ଧୀ: କାଲା ପ୍ରକାଶ  ‘ଆରେ ଏଇ, ଏଇ ଦେଖ, ଟ୍ରେନ୍ ଗଡ଼ିବାକୁ ଆରମ୍ଭ କଲାଣି’ । ଆଣ ବର୍ଷର ଅବୋଧ ଶିଶୁ ହରିଶ ଟ୍ରେନ୍‌ର ଝର୍କା ବାହାରକୁ ମୁଣ୍ଡ କାଢ଼ି ଖୁସିରେ କୁରୁଳି ଉଠି ଚିତ୍କାର ଛାଡ଼ିଲା । ଟ୍ରେନ୍‌ଟି ବମ୍ବେ…

କବିତା : ମୋ ସକାଳ

ଶୁଭଶ୍ରୀ ମହାରଣା ମୋ ସକାଳରେ ତୁ ଆସିଲୁ ମୋତେ ଛୁଇଁଲୁ ସୂର୍ଯ୍ୟର ପହିଲି କିରଣ ହୋଇ ଏଠି, ସେଠି, ସବୁଠି ବୋଳି ଦେଲୁ ତୋ ଆତ୍ମୀୟତାର ରଙ୍ଗ । ସେ ରଙ୍ଗୀନ ଏବେ ରଙ୍ଗୀନ ମୋ ରଙ୍ଗହୀନ ଜୀବନ ମୁଠାଏ ରଙ୍ଗରେ ତୁ ଏମିତି କଣ ମିଶାଇ ଦେଲୁ ଯେ , ତୁ ଆସିବା ଦିନଠୁ ଆଖିରେ ଢେଉ ଭାଙ୍ଗେ…

ବିଭିନ୍ନ ରୋଗ ଦୂର କରେ ଶୁଖିଲା ନଡ଼ିଆ ଆସନ୍ତୁ ଜାଣିବା…

ଓଡ଼ିଶା ସମ୍ବାଦ ବ୍ୟୁରୋ : ଘରେ ଘରେ ନଡ଼ିଆର ଆବଶ୍ୟକତା ଅଧିକ ରହିଥାଏ  । ସମସ୍ତେ ମଧ୍ୟ ନଡ଼ିଆ ଖାଇବାକୁ ଖୁବ୍‌ ପସନ୍ଦ କରିଥାନ୍ତି  । ସାଧାରଣତଃ ନଡ଼ିଆ କିଛି ଦିନ ଦିନ ରହିବାପରେ ସେଥିରେ ଥିବା ପାଣି ଶୁଖିଯାଇଥାଏ ଫଳରେ ଲୋକେ ଏହି ନଡ଼ିଆକୁ ଫିଙ୍ଗି ଦେଇଥାଆନ୍ତି । କ’ଣ ଆପଣ ଜାଣିଛନ୍ତି…

ଆଜିର ସୃଜନୀ ପକ୍ଷରୁ ମହିଳା କବିତା ଆସର ଆୟୋଜିତ 

ଭୁବନେଶ୍ବର  : ସାମାଜ ସେବା ସହ ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିଆସୁଥିବା ଦାତବ୍ୟ ଅନୁଷ୍ଠାନ ଆଜିର ସୃଜନୀ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ମହିଳା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସର…

ଭାଷା ଭାଗବତ : ଭାଷାର ସମୁନ୍ନତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାମ କରିଲେ ଦେଇ ଧ୍ୟାନ ଅବଶ୍ଯ ହୁଏ ତା ସଂପନ୍ନ ହାରିବା ପାଇଁ ଥିଲେ ଭୟ ଲଗାଇ ହୁଏନାହିଁ ଲୟ ମନରେ ଥିଲେ ଦ୍ବିଧା ଭାବ ହୋଇଲେ ଧୈର୍ଯର ଅଭାବ କିଛି ବି ହୁଏନାହିଁ କରି ଭାବି ସମୟ ଯାଏ ସରି କଲେ ଅଯଥା କାଳ କ୍ଷୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ମୁକ୍ତିମଣ୍ଡପର ପଶ୍ଚିମକୁ ଶ୍ରୀନୃସିଂହ ମନ୍ଦିର ଅବସ୍ଥିତ। ଏହି ମନ୍ଦିରଟି ପୂର୍ବ ଦିଗକୁ ମୁଖ କରି ରହିଛି। ମନ୍ଦିର ମଧ୍ୟରେ…

ଦିଲ୍ଲୀ ଦଙ୍ଗା ମାମଲା, ଉମର ଖାଲିଦ ଦୋଷମୁକ୍ତ

ନୂଆଦିଲ୍ଲୀ: ୨୦୨୦ ମସିହାରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ସହ ଜଡିତ ଏକ ମାମଲାରେ କରକାର୍ଡୋମା କୋର୍ଟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ର ଉମର ଖାଲିଦ ଏବଂ ୟୁନାଇଟେଡ ଆଗେନଷ୍ଟ ହେଟସର ପ୍ରତିଷ୍ଠାତା ଖାଲିଦ ସାଇଫିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।…

ଜେଲରେ ରହି ଇଂଲିଶ ଉପନ୍ୟାସ ପଢୁଛି ଶ୍ରଦ୍ଧା ଓ୍ୱାକର ହତ୍ୟାକାରୀ ଅଭିଯୁକ୍ତ ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧା ଓ୍ୱାକର ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ଅମିନ ପୁନାଓ୍ୱାଲା ତିହାର ଜେଲରେ । ଏବେ ସେ ଜେଲରେ ରହି କୌଣସି ଇଂରାଜୀ ଉପନ୍ୟାସ ପଢିବାକୁ ଜେଲ୍ କର୍ତ୍ତୃପକ୍ଷଙ୍କଠୁ ମାଗିଥିଲେ। ଶନିବାର ସନ୍ଧ୍ୟାରେ ଜେଲ ପ୍ରଶାସନ ତାଙ୍କୁ 'ଦି ଗ୍ରେଟ୍ ରେଲଓ୍ୱେ ମାର୍କେଟ୍: ବାଇ ଟ୍ରେନ୍…

‘ଏନଜେଏସି ସୁପ୍ରିମକୋର୍ଟ ରଦ୍ଦ କରିବାପରେ ସଂସଦରେ ଆଲୋଚନା ନହେବା ଗମ୍ଭୀର ବିଷୟ’

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖର ଶୁକ୍ରବାର କହିଛନ୍ତି ଯେ ସୁପ୍ରିମକୋର୍ଟ ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନଜେଏସି) ଆଇନକୁ ରଦ୍ଦ କରିଛନ୍ତି। ଯାହାକି ସଂସଦର ଉଭୟ ସଦନରେ ପାରିତ ହୋଇଥିଲା। କୋର୍ଟ ଏହାକୁ ରଦ୍ଦ କରିବା ପରେ ସଂସଦରେ ଏ ବିଷୟରେ କୌଣସି ଆଲୋଚନା ହୋଇନାହିଁ। ଏହା…