Latest Odisha News

BREAKING NEWS

Yearly Archives

2022

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା: ଗଞ୍ଜାମରୁ ୩୮୬୦ ସାମିଲ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅନୁସାରେ ପ୍ରାପ୍ତ ସମୁଦାୟ ୩୮୬୦ ଜଣ ଗଞ୍ଜାମ ଜିଲାର କଳାକାର ଭତ୍ତା ପାଇବା ସକାଶେ ତାଲିକା ପ୍ରସ୍ତୁତ ହୋଇସାରିଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଛତ୍ରପୁରସ୍ଥିତ ଜିଲା ମୁଖ୍ୟାଳୟରେ ଏକ ବୈଠକ ଶୁକ୍ରବାର…

ବୟସ ଜାଲିଆତି ଅଭିଯୋଗ ନେଇ ଲକ୍ଷ୍ୟ ସେନଙ୍କ ବିରୁଦ୍ଧରେ ଏଫଆଇଆର

ବାଙ୍ଗାଲୋର: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଏଫଆଇଆର । ବୟସ ଜାଲିଆତି କରିଥିବା ଅଭିଯୋଗ ନେଇ ଲକ୍ଷ୍ୟ ସେନ, ତାଙ୍କ ପରିବାର ଏବଂ ପୂର୍ବତନ ଭାରତୀୟ କୋଚ ବିମଲ କୁମାର ମଧ୍ୟ ଏଥିରେ ଫସିଛନ୍ତି । ଏମ.ଗୋଭିପ୍ପା ନାଗରାଜନାମକ ଜନୈକ ବ୍ୟକ୍ତି…

ଆରଆରଆର ପାଇଁ ନିର୍ଦ୍ଦେଶକ ରାଜମୌଲୀଙ୍କୁ ମିଳିଲା ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ପୁରସ୍କାର

ନ୍ୟୁୟର୍କ: ଆରଆରଆର ଫିଲ୍ମର ନିର୍ଦ୍ଦେଶକ ଏସଏସ ରାଜମୌଲୀ ଶନିବାର ଆଉ ଏକ କମାଲ କରିଛନ୍ତି । ଷ୍ଟିଭନ ସ୍ପିଲବର୍ଗ, ଡ୍ୟାରେନ ଏରୋନଫିସକୀ ଓ ସାରା ପୋଲିଙ୍କୁ ପଛରେ ପକାଇ ରାଜମୌଲୀ ଏହି ସଫଳତା ହାସଲ କରିଛନ୍ତି । ଜାନୁୟାରୀରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ହଲିଉଡର ଆଗଧାଡିର…

୧୭୫ ବର୍ଷର ଯାତ୍ରା, ତଥାପି କମିନି ‘ଖାକି’ର ଚମକ

ନୂଆଦିଲ୍ଲୀ: ଖାକି ଶବ୍ଦ ଶୁଣିବା କ୍ଷଣି ଆଖିଆଗରେ ଭାସି ଉଠେ ଭାରତୀୟ ପୋଲିସର ଚେହେରା  ।  କେହି କେହି ତ ପୋଲିସର ନାଁ ନ ଧରି  ଖାକି ବୋଲି ଡାକିଥାନ୍ତି । କାହିଁ କେଉଁ ଦିନରୁ ଏଇ ପୋଷାକରେ ଭାରତୀୟ ପୋଲିସ  ସେମାନଙ୍କର ସେବା ଯୋଗାଇ ଆସୁଛନ୍ତି । ୧୭୫ ବର୍ଷରେ ପହଞ୍ଚିଛି ଖାକି । …

ଫିଫା ବିଶ୍ୱକପ: ଆଜିଠାରୁ ଆରମ୍ଭ ହେବ ନକଆଉଟ ପର୍ଯ୍ୟାୟ

ଦୋହା: ଫିଫା ବିଶ୍ୱକପର ପ୍ରକୃତ ରୋମାଂଚକ ଏବେ ଆରମ୍ଭ ହେବ । ଆଜିଠାରୁ (ଡିସେମ୍ବର ୩) ନକଆଉଟ ପର୍ଯ୍ୟାୟ ମୁକାବିଲାରେ ଅବତୀର୍ଣ୍ଣ ହେବେ ୧୬ଟିମ । ଏଥର ସମସ୍ତ ଟିମ ପାଇଁ ପରବର୍ତୀ ରାଉଣ୍ଡ ପାଇଁ ରହିବ ଏକମାତ୍ର ସୁଯୋଗ । ପ୍ରଥମ ପ୍ରି-କ୍ୱାର୍ଟର ମୁକାବିଲାରେ ଆମେରିକାକୁ ଭେଟିବ ନେଦରଲାଣ୍ଡ ।…

ଓ୍ୱେଷ୍ଟକୁ ଓ୍ୱେଲଥରେ ପରିଣତ କରିବାରେ ଯୁବଗୋଷ୍ଠୀ ସାମିଲ ହୁଅନ୍ତୁ

ନୂଆଦିଲ୍ଲୀ: ସହର ମାନଙ୍କରେ ପ୍ରଦୂଷଣର ଏକ ମୁଖ୍ୟ କାରକ ହେଉଛି ବର୍ଜ୍ୟବସ୍ତୁ । ଆମକୁ ଯୁବ ସମାଜ ଏବଂ ପ୍ରଯୁକ୍ତି ସହାୟତାରେ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବାକୁ ହେବ । ଏହା କହିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ସହରାଞ୍ଚଳ ପ୍ରଦୂଷଣର ବଡ କାରଣ ହେଉଛି ବର୍ଜ୍ୟ ।…

ଆତ୍ମହତ୍ୟା କରିଥାନ୍ତେ କରନ ଜୋହର !

ମୁମ୍ବାଇ: ବିବାଦୀୟ କ୍ରିଟିକ୍ସ କେଆରକେ ଆଜି ଏକ ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ବ୍ରହ୍ମାସ୍ତ୍ର ଫିଲ୍ମ ସୁପରଫ୍ଲପ ହେବା ପରେ ଏହାର ପ୍ରଡ୍ୟୁସର କରନ ଜୋହର ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରୁଥିଲେ । ମାତ୍ର ଠିକ ସମୟରେ ମୁକେଶ ଅମ୍ବାନୀ ତାଙ୍କୁ ୩୦୦ କୋଟି ଧାର ଦେବାରୁ ସେ…

ବାଂଲାଦେଶ ଗସ୍ତରୁ ଓହରିଲେ ସାମି

ନୂଆଦିଲ୍ଲୀ:ବାଂଲାଦେଶ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରୁ ଭାରତର ପେସ ବୋଲର ମହମ୍ମଦ ସାମି ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜ ରବିବାରଠାରୁ ଆରମ୍ଭ ହେବ । ସାମିଙ୍କ ଅନୁପସ୍ଥିତିରେ ମୁକେଶ କୁମାର ଓ ନବଦୀପ ସୈନୀଙ୍କ ମଧ୍ୟରେ ଜଣଙ୍କୁ ଦଳରେ ସାମିଲ କରାଯାଇପାରେ…

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍: ‘ବୁଝିବିଚାରି କହୁନାହାଁନ୍ତି, ଆପଣ ଥକିଗଲେଣି’

ପଦ୍ମପୁର: ଶେଷ ଦିନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାକ୍ୟବାଣ ମାରିଛନ୍ତି ଧର୍ମେନ୍ଦ୍ର । ୨୨ ବର୍ଷ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲେ । ୧୯୯୩ ବରିଷ୍ଠ ନାଗରିକମାନେ ଜିଲ୍ଲା ଦାବି ନେଇ…

ଜୁଏଲ୍, ଜୟନାରାୟଣ ଓ ପ୍ରଦୀପଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ୱର : ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ତିନି ଦଳ ମୈଦାନରେ ଘମାଘୋଟ ଲଢେଇ ଲାଗିଥିବା ବେଳେ ନିର୍ବାଚନ ଅଧିକାରୀଙ୍କୁ ବି ଆୟୁଧ କରିଛନ୍ତି । ବିଜେଡି ଆଜି ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ନେତାଙ୍କ ବିରୁଦ୍ଧରେ ଫେରାଦ ହୋଇଛି । ନିଜ…