ରୋଜ୍ ଡେ’ : ଫୁଲ ବଜାରରେ ଜମୁଛି ଭିଡ
ଭୁବନେଶ୍ୱର : ଭାଲେଲଟାଇନ ସପ୍ତାହ ରୋଜ୍ ଡେ' ରୁ ଆରମ୍ଭ ହୋଇଥାଏ । ଫେବ୍ରୃଆରୀ ୭ ତାରିଖକୁ ରୋଜ ଡେ’ ଭାବେ ପାଳନ କରାଯାଏ ।ନିଜ ନିଜ ପାର୍ଟନରଙ୍କୁ ଗୋଲାପ ଦେଇ ପ୍ରପୋଜ କରିଥାନ୍ତି ଯୁବବର୍ଗ । ଭପ ପାଇବାର ଆଦାନ ପ୍ରାଦନ ହୁଏ ଏ ଗୋଲାପ ମାଧ୍ୟମରେ । ସେପଟେ ଗୋଲାପର ଡିମାଣ୍ଡକୁ ଦୃଷ୍ଟିରେ…