Latest Odisha News

BREAKING NEWS

Yearly Archives

2022

[ଭିଡିଓ] ଅବିଶ୍ୱାସ ଲାଗୁଥିଲେ ବି ସତ, ନୁଡୁଲ୍ସରେ କେମିତି ହେଲା ସ୍ୱେଟର୍ ବୁଣା ?

ଭୁବନେଶ୍ୱର: ଇଣ୍ଟରନେଟ୍‌ରେ ଭର୍ଚୁଆଲ୍ ଦୁନିଆରେ ପ୍ରତିଦିନ ଭଳିକିଭଳି ଅତିରଂଜିତ ଭିଡିଓ ଦେଖିବାକୁ ମିଳେ । କମେଡି ହେଉ ଅବା ପ୍ରେରଣାଦାୟୀ ଭିଡିଓ । ଏମିତି ଅନେକ ଘଟଣାବଳୀ ସାମ୍ନାକୁ ଆସେ, ଯାହାକୁ ଦେଖିବା ପରେ ତାଜୁବ ହେବା କିଛି ନୂଆ କଥା ନୁହେଁ । Person knits noodles, makes…

ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଢିଙ୍କିଆ ପଞ୍ଚାୟତରେ ଶେଷ ପର୍ଯ୍ୟାୟରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ

ପାରାଦୀପ : ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଢିଙ୍କିଆ ପଞ୍ଚାୟତରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ । ଡିସେମ୍ବର ମାସ ୨୨ ତାରିଖରେ ଗୋବିନ୍ଦପୁର ଗାଁରୁ ରଞ୍ଜନ ବେହେରାଙ୍କ ପ୍ରଥମ ପାନବରଜ ଭଙ୍ଗା ଯାଇଥିଲା । ଏହାପରେ ପର୍ଯ୍ୟାୟକ୍ରମେ ପାଟଣା ଓ ମାହାଳ ଗାଁରେ ପାନବରଜ…

କଟକ କମିଶନରେଟ ପୋଲିସ ହାତରେ ପେସାଦାର ଲୁଟେରା

କଟକ : କଟକ କମିଶନରେଟ ପୋଲିସ ହାତରେ ପେସାଦାର ଲୁଟେରା । ବାଦାମବାଡ଼ି ଥାନା ପୋଲିସ ଜଣେ କୁଖ୍ୟାତ ସୁନା ଅଳଙ୍କାର ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଲୁଟେରା ଜଣକ ହେଲା ହେମନ୍ତ ଦାସ । ତା ନାଁରେ ବିଭିନ୍ନ ଥାନାରେ ୧୦୦ରୁ ଅଧିକ ମାମଲା ରହିଛି । ସୂଚନା ମୁତାବକ, ଗତ ୨୯…

ଭାରତର “ନେଷ୍ଟ ମ୍ୟାନ୍‌” ରାକେଶ ଖତ୍ରୀ

ନୂଆଦିଲ୍ଲୀ: ପରିଣତ ବୟସରେ ଜଣେ ବ୍ୟକ୍ତି ଭାରତର ରାଜଧାନୀ ଦିଲ୍ଲୀରେ ସମସ୍ତ ପକ୍ଷୀଙ୍କୁ ସୁରକ୍ଷିତ ରଖିବାକୁ ଲକ୍ଷ୍ୟ ରଖିଛନ୍ତି । ଦିଲ୍ଲୀର ଅଶୋକ ବିହାରରେ ରହୁଥିବା ରାକେଶ ଖତ୍ରୀ ନାମକ ଜଣେ ବ୍ୟକ୍ତି ଭାରତର ଏକମାତ୍ର ନେଷ୍ଟ ମ୍ୟାନ୍ ଭାବେ ଜଣାଶୁଣା । ରାକେଶ ଓରଫ ନେଷ୍ଟ ମ୍ୟାନ୍…

ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ । ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲା ଥମିବାର ନାଁ ଧରୁନାହିଁ । ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ୩ ଜଣଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି…

ଜେଏନ୍‌ୟୁର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ଶାନ୍ତିଶ୍ରୀ ଧୂଳିପୁଡି ପଣ୍ଡିତ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଜେଏନୟୁର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ଶାନ୍ତିଶ୍ରୀ ଧୂଳିପୁଡି ପଣ୍ଡିତ । ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଶାନ୍ତୀଶ୍ରୀ ଧୂଳିପୁଡି  ପଣ୍ଡିତଙ୍କୁ ୫ ବର୍ଷ ପାଇଁ ଭିସି ଭାବେ ନିଯୁକ୍ତି…

ଦାବି ପୂରଣ ନହେଲେ ଭୋଟ୍ ବର୍ଜନ ଚେତାବନୀ

ଯାଜପୁର: ପଞ୍ଚାୟତ ନିର୍ବାଚନ ନେଇ ମଇଦାନରେ ଜୋରଦାର ଲଢେଇ। ବାଜି ମାରିବ କିଏ ? ଏନେଇ ଦଳ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର। ପ୍ରାର୍ଥୀ ମାନେ ଘର ଘର ବୁଲି ବୁଲି ଭୋଟ ଭିକ୍ଷା କରିଛନ୍ତି । କିନ୍ତୁ ବଡ଼ଚଣା ବ୍ଲକର ପାରିଆ ପଂଚାୟତର ହଦସାହିରେ ଆଦିବାସୀ ମାନେ ଭୋଟ ବର୍ଜନର ନିଷ୍ପତ୍ତି…

ଇନ୍ଦୋରରେ ସ୍ଥାପିତ ହେବ ଲତା ମଙ୍ଗେଶକରଙ୍କ ପ୍ରତିମୂର୍ତ୍ତି ଓ ସଂଗ୍ରାହଳୟ ଘୋଷଣା କଲେ ସରକାର

ମଧ୍ୟପ୍ରଦେଶ :  ମଧ୍ୟପ୍ରଦେଶ ଇନ୍ଦୋରରେ ସ୍ଥାପିତ ହେବ ଲତା ମଙ୍ଗେଶକରଙ୍କ ପ୍ରତିମୂର୍ତ୍ତି ଓ ସଂଗ୍ରାହଳୟ ।ଏନେଇ ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି । ଲତା ମଙ୍ଗେଶକରଙ୍କ ଜନ୍ମ ସ୍ଥାନ ନାଁରେ ଇନ୍ଦୋରରେ ସଙ୍ଗୀତ ଏକାଡେମୀ ଖୋଲାଯିବା ସହ ସଂଗ୍ରାହଳୟ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟପ୍ରଦେଶ…

[ଦେଖନ୍ତୁ ଭିଡିଓ] କୋଭିଡ କଟକଣାରେ ମାଘ ସପ୍ତମୀ ବୁଡ

କୋଣାର୍କ: ପବିତ୍ର ମାଘସପ୍ତମୀରେ ଖାଖାଁ ଚନ୍ଦ୍ରଭାଗା ବେଳାଭୂମି । କୋଭିଡ ପାଇଁ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବାରୁ ନେଇ ସୂର୍ଯ୍ୟ ଦର୍ଶନ ଉପରେ ଲାଗିଥିଲା କଟକଣା । ବର୍ଷକୁ ଥରେ ଆସୁଥିବା ଏହି ସୁଯୋଗକୁ ହାତଛଡା କରିଛନ୍ତି ଶ୍ରଦ୍ଧାଳୁ । ଯେଉଁଠି ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାନ୍ତି ସେଠି…

[ଦେଖନ୍ତୁ ଭିଡିଓ] ପଞ୍ଚାୟତ ନିର୍ବାଚନ ନେଇ ମଇଦାନରେ ତ୍ରିମୁଖୀ ଲଢେଇ

ନୂଆପଡ଼ା: ପଞ୍ଚାୟତ ନିର୍ବାଚନ ନେଇ ମଇଦାନରେ ଜୋରଦାର ଲଢେଇ । ବାଜି ମାରିବ କିଏ ? ଏନେଇ ଦଳ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର। ପ୍ରାର୍ଥୀ ମାନେ ଘର ଘର ବୁଲି ବୁଲି ଭୋଟ ଭିକ୍ଷା କରିଛନ୍ତି । ଅନ୍ୟ ସ୍ଥାନ ଭଳି ନୂଆପଡ଼ାରେ ମଧ୍ୟ ତ୍ରୀମୂଖୀ ଲଢେଇ ଦେଖିବାକୁ ମିଳିଛି । ଅନ୍ୟ ସ୍ଥାନ ଭଳି…