Latest Odisha News

BREAKING NEWS

Yearly Archives

2022

ଆଜିଠୁ ଆରମ୍ଭ ଭ୍ୟାଲେଣ୍ଟାଇନ୍ ସପ୍ତାହ: ରୋଜ୍ ଡେ’ରୁ କିସ୍ ଡେ’

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ଭ୍ୟାଲେଣ୍ଟାଇନ୍ ସପ୍ତାହ । ଭ୍ୟାଲେଣ୍ଟାଇନ୍ ଡେ’ ପାଶ୍ଚାତ୍ୟ ଦେଶ ଆମେରିକାରୁ ଆରମ୍ଭ ହୋଇଥିଲା । ଧୀରେ ଧୀରେ ଏହି ଡେ’କୁ ସାରା ବିଶ୍ୱର ପ୍ରେମୀଯୁଗଳ ପାଳନ କଲେ । ଆମରାଜ୍ୟରେ ମଧ୍ୟ ପ୍ରେମୀଯୁଗଳ ଏହି ପ୍ରେମ ସପ୍ତାହକୁ ପ୍ରେମ ଦିବସ ଭାବେ ପାଳନ କରନ୍ତି ।…

ଆସନ୍ତାକାଲିଠୁ ଖୋଲିବ ସ୍କୁଲ, କ୍ଲାସରେ ପାଠପଢ଼ିବେ ଅଷ୍ଟମରୁ ଦ୍ବାଦଶ ପିଲା

ଭୁବନେଶ୍ବର : ଆସନ୍ତାକାଲିଠୁ ପୁଣି ସ୍କୁଲରେ ବାଜିବ ଘଣ୍ଟା । କମ୍ପିବ କ୍ଲାସ ରୁମ୍, ଚାଲିବ ପାଠପଢ଼ା । କାଲିଠୁ ଅଷ୍ଟମରୁ ଦ୍ବାଦଶ ପିଲାଙ୍କର ହେବ କ୍ଲାସରୁମରେ ପାଠପଢ଼ା । କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ, ବିଭିନ୍ନ ସ୍କୁଲରେ ସିଟିଂ ଆରେଞ୍ଜମେଣ୍ଟଠୁ ଆରମ୍ଭ କରି ସାନିଟାଇଜ୍ ପର୍ଯ୍ୟନ୍ତ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଣ୍ଡିତ ଦାମୋଦରଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଦାମୋଦରଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ଘୋଷଣା କରିଛନ୍ତି । ଶାସ୍ତ୍ରୀୟ…

ପଞ୍ଚଭୂତରେ ବିଲୀନ ସୁର ସାମ୍ରାଜ୍ଞୀ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନେଲେ ବିଦାୟ

ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହେଲେ ଭାରତର ନାଇଟଆଙ୍ଗଲ୍ ଲତା ମଙ୍ଗେସକର । ରବିବାର ମୁମ୍ବାଇସ୍ଥିତ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ସମ୍ମାନ ସହିତ ଲତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଲତାଙ୍କୁ ତାଙ୍କ ଭାଇ ହୃଦୟନାଥ ଆଖିରେ ମୁଖାଗ୍ନି ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଉପସ୍ଥିତ ପରିବାର…

[ଦେଖନ୍ତୁ ଭିଡିଓ] ରଣଜୀ ଟ୍ରଫି ପାଇଁ ଓସିଏର ୨୦ ଜଣିଆ ଟିମ୍ ଘୋଷଣା

କଟକ: ଆଗାମୀ ରଣଜୀ ଟ୍ରଫି ପାଇଁ ଓସିଏ ପକ୍ଷରୁ ୨୦ ଜଣିଆ ଓଡ଼ିଶା ଟିମ୍ ଘୋଷଣା କରାଯାଇଛି । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଥିବା ବେଳେ ୫ ଜଣ ନୂଆ ମୁହଁ ଦଳରେ ସ୍ଥାନ ପାଇଛନ୍ତି । ପୂର୍ବରୁ ହଂକଂ ଜାତୀୟ ଦଳରୁ ଖେଳିଥିବା ଅଭିଜ୍ଞ ଅଂଶୁମାନ ରଥ, ପୂର୍ବତନ ଆଇପିଏଲ ଖେଳାଳି ଅଭିଷେକ ରାଉତ…

ଶୋକାକୂଳ ପରିବେଶରେ ଶେଷ ହେଲା ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଶେଷକୃତ୍ୟ

କଳାହାଣ୍ଡି : ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକ ରୋହିତ ବିଶ୍ବାଳଙ୍କର ଶେଷ କୃତ୍ୟ ହୋଇଛି । ଶୋକାକୂଳ ପରିବେଶରେ ଗାଁରେ ରୋହିତଙ୍କର ଶବ ସତ୍କାର ହୋଇଛି । ଗତକାଲି ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ତାଙ୍କର ବିୟୋଗ…

[ଦେଖନ୍ତୁ ଭିଡିଓ] ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦାର ହୋତାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ପରପାରିରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତା ।  ପାରମ୍ପରିକ ଓଡ଼ିଶୀ ବା ଉଡ୍ରପଦ୍ଧତୀୟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଏବଂ ଗବେଷକ ଦାମୋଦର ହୋତା । ଶନିବାର ରାତି ପ୍ରାୟ ୧୨ଟା ୧୫ ମିନିଟ୍‌ରେ ସମୟରେ ନୟାପଲ୍ଲୀ ସ୍ଥିତ ବାସଭବନ ‘ସୀତାରାମ’ ନିବାସରେ ୮୭ବର୍ଷରେ…

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୬୨୪

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୩ ହଜାର ୬୨୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୪୮ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୭ହଜାର ୯୭୬ରେ…

୫ଟି ରାଜ୍ୟ ଲାଗି କୋହଳ ହେଲା ନିର୍ବାଚନ କମିଶନଙ୍କ କଟକଣା

ନୂଆଦିଲ୍ଲୀ : ୫ଟି ରାଜ୍ୟ ଲାଗି କୋହଳ ହେଲା ନିର୍ବାଚନ କମିଶନଙ୍କ କଟକଣା । ଇନଡୋର ଓ ଆଉଟଡୋର ରାଲି ଲାଗି ପ୍ରଚାର କ୍ଷେତ୍ରରେ କୋହଳ ହୋଇଛି କଟକଣା । ଇନଡୋର ରାଲି ଲାଗି ସାମର୍ଥ୍ୟର ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ଥିବା ବେଳେ, ଆଉଟଡୋର ରାଲି ଲାଗି ସାମର୍ଥ୍ୟର ୩୦ ପ୍ରତିଶତ ଲୋକଙ୍କୁ ମିଳିବ…

ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା, ଯୁବତୀ ମୃତ

କୋରାପୁଟ : ବୋରିଗୁମ୍ମା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରଜପଥ ପାର୍ଲି ନିକଟରେ ସଡ଼କ ଦୁର୍ଘଟଣା । ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ସ୍କୁଟି ଚଲାଉଥିବା ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ହେଲେ ଜୟପୁର ନୂଆସାହିର କାଜଲ ଖୋର । ସେ ଆଜି ନିଜ…