Latest Odisha News

BREAKING NEWS

Yearly Archives

2022

ଚନ୍ନି ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ନାଁ ଘୋଷଣା କଲେ ରାହୁଲ ଗାନ୍ଧି

ଅମୃତସର : ପଞ୍ଜାବରେ କଂଗ୍ରସ ପକ୍ଷରୁ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଏହାକୁ ନେଇ ଦୀର୍ଘ ଦିନ ହେବ ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ତାର ଅବସାନ ଘଟିଛି । ଚରଣଜିତ୍ ସିଂହ ହୋଇଛନ୍ତି ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଆଜି ରାହୁଲ ଗାନ୍ଧୀ ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା…

[ଦେଖନ୍ତୁ ଭିଡିଓ] ସାଢେ ୪ କୋଟି ଓଡ଼ିଆ ପ୍ରୟାସ କଲେ ସମ୍ଭାବନା ସୃଷ୍ଟି :କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର: ଦିନିକିଆ ଓଡିଶା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମ୍ବାଦିକ ସମ୍ମିଳନୀ ଆରମ୍ଭରୁ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାପରେ ରେଳ ବଜେଟରେ ଓଡ଼ିଶାକୁ ରେକର୍ଡ ଅନୁଦାନ ନେଇ ସମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

[ଦେଖନ୍ତୁ ଭିଡିଓ] ବାଲୁକା କଳାରେ ସୁର ସାମ୍ରାଜ୍ଞୀ ଲତାଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ବାଲୁକା କଳାରେ ସୁର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି । ବାଲୁକା ଶିଳ୍ପୀ ମାନସ କୁମାର ସାହୁ କାଲୁକା କଳା ଜରିଆରେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଲତାଙ୍କ ନିଧନ ଆମ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ସେ ନିଜେ ମଧ୍ୟ ଏଥିରେ ମର୍ମାହତ ହେବା ସହିତ ଅଶ୍ରୁଳ…

ଅସଦୁଦ୍ଦିନଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା: ୧୦୧ ଛେଳି ବଳି ପକାଇ ଦୀର୍ଘ ଜୀବନ କାମନା କଲେ ବ୍ୟବସାୟୀ

ହାଇଦ୍ରାବଦ: ଅସଦୁଦ୍ଦିନଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ ଘଟଣା । ୧୦୧ ଛେଳିକୁ ବ୍ୟବସାୟୀମାନେ ବଳି ପକାଇ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏ ଅସଦୁଦ୍ଦିନ ଓୱେସୀଙ୍କ ସୁରକ୍ଷା ପାଇଁ ଦୀର୍ଘ ଜୀବନ କାମନା କରିଛନ୍ତି । ଏହି କାର୍ୟ୍ୟକ୍ରମରେ ମାଲାକପେଟ୍ ବିଧାୟକ ଏବଂ ଏଆଇଏମଆଇଏମ ନେତା ଅହମ୍ମଦ ବାଲା…

ଲତା ଓ ରାଜ ସିଂହଙ୍କ ବହୁ ଚର୍ଚ୍ଚିତ ପ୍ରେମ କାହାଣୀ

ନୂଆଦିଲ୍ଲୀ: ଲତା ଥିଲେ ଏକ ଆଦର୍ଶର ଉଦାହରଣ । ସେ ଛାଡ଼ିଯାଇଥିବା ଶୂନ୍ୟସ୍ଥାନ କେବେ ବି ପୂରଣ ହୋଇ ପାରିବ ନାହିଁ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଜ ପ୍ରେମ ପାଇଁ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ବିବାହ କରିନଥିଲେ । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଲତା ମଙ୍ଗେସକରଙ୍କ…

ସନ୍ଧ୍ୟା ୬.୩୦ ମିନିଟରେ ହେବ ଲତାଙ୍କ ଅନ୍ତିମ ସଂସ୍କାର

ମୁମ୍ବାଇ: ସାରା ଭାରତକୁ ଲୁହରେ ଭସାଇ ପରପାରିକୁ ଚାଲିଯାଇଛନ୍ତି ଲତା ମଙ୍ଗେସକର । ଲତା ମଙ୍ଗେସକରଙ୍କ ପରଲୋକରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା କେବେ ପୂରଣ ହୋଇ ପାରିବ ନାହିଁ । ସାରା ଦେଶ ତାଙ୍କ ବିୟୋଗରେ ମ୍ରିୟମମାଣ ହୋଇ ପଡ଼ିଛି । ଆଜି ସନ୍ଧ୍ୟା ୬.୩୦ରେ ତାଙ୍କର ଅନ୍ତିମ…

[ଦେଖନ୍ତୁ ଭିଡିଓ] ନିର୍ବାଚନ। ମଇଦାନରେ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର

ଜଗତସିଂହପୁର: ଆଗକୁ ପଞ୍ଚାୟତ ନିର୍ବାଚନ। ମଇଦାନରେ ପ୍ରାର୍ଥୀ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । ଘର ଘର ବୁଲି ବୁଲି ପ୍ରାର୍ଥୀ ମାନେ ଭୋଟ ଭିକ୍ଷା କରୁଥିବା ବେଳେ କିଛି ହେଭିେଓ୍ବଟଙ୍କୁ ବି ଦେଖଇବାକୁ ମିଳିଛି । ସେହିଭଳି ଜଗତସିଂହପୁରରେ ମଧ୍ୟ ଜୋରଦାର ଚାଲିଛି ନିର୍ବାଚନୀ ଲଢେଇ ।…

ଭାଷା-ସାହିତ୍ୟ ପ୍ରତି ପ୍ରଗାଢ଼ ଅନୁରକ୍ତି ହିଁ ସର୍ଜନଶୀଳତାର ମୂଳମନ୍ତ୍ର : ସୁସ୍ମିତା ମହାପାତ୍ର

ଓଡ଼ିଆ ସାହିତ୍ୟର ଜଗତର ଅନନ୍ୟ ଶିଳ୍ପୀ ସୁସ୍ମିତା ମହାପାତ୍ର। ଏକାଧାରରେ ଜଣେ କବି , ଗାଳ୍ପିକା , ଔପନ୍ୟାସିକା ଓ ପ୍ରାବନ୍ଧିକା । ସେ ମଧ୍ୟ ରୁଚି ରଖନ୍ତି ଚିତ୍ର ଓ ନୃତ୍ୟକଳାରେ। ଜଣେ ଆଦର୍ଶ ଶିକ୍ଷୟତ୍ରୀ ଭାବରେ ମଧ୍ୟ ତାଙ୍କର ବେଶ ସୁନାମ ରହିଛି। ସୁବୋଧ୍ୟ ବିଜ୍ଞାନ, ଜୀବ ଜଗତର ରହସ୍ୟ,…

ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛି ଓଡ଼ିଶା : ଓଡ଼ିଆ ଗୀତରେ କଣ୍ଠଦାନ ସ୍ମରଣୀୟ

ଭୁବନେଶ୍ବର: ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛି ଓଡ଼ିଶା। ଲତାଙ୍କ ବିୟୋଗରେ ଓଡ଼ିଶାର ସଂଗୀତପ୍ରେମୀ ତାଙ୍କୁ ଓଡ଼ିଆ ସିନେ-ଗୀତକୁ ଅବଦାନ ଲାଗି ମନେପକାଇଛନ୍ତି। ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକର ମାତ୍ର ୨ଟି ଓଡ଼ିଆ ସିନେମାରେ କଣ୍ଠଦାନ କରିଥିଲେ। ଏହି ୨ଟି ଗୀତ ହେଲା ଚଳଚ୍ଚିତ୍ର…

ନିଜ ଗୀତ ପାଇଁ ଚିରକାଳ ପାଇଁ ଅମର ରହିବେ ସ୍ୱର ସାମ୍ରାଜ୍ଞୀ: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ନୀରବିଗଲେ ସ୍ୱର ସରସ୍ୱତୀ ଲତା ମଙ୍ଗେସକର । ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହିବା ପରେ ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି । ଆଉ ଲତାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲତାଙ୍କ…