Latest Odisha News

BREAKING NEWS

Yearly Archives

2022

ଶିଶୁ ଗଳ୍ପ : ସୁନାପିଲା ପଲକ

ଝରଣା ବାରିକ ପ୍ରେମା ବାବୁଙ୍କର ସାନ ଝିଅ ପଲକ । ସିଏ ଭାରି ଗେହ୍ଲେଇ, ଫୁଲେଇ, ଆଉ ବଦମାସ୍ ବି। ଖେଳିବା ଆଉ ମୋବାଇଲ ଦେଖିବା ତାର ପ୍ରଥମ କାମ। ଦିନ ସାରା ନ ଖାଇଲେ ବି ଚଳିବ। କେବେ ବି କହିବନି ମତେ ଭୋକ ଲାଗୁଛି। ଯେତେ ଯାହା ଗାଳି ଦେଲେ ତାର କିଛି ଫରକ ପଡେନି କାରଣ ତାର ସବୁଠାରୁ ବଡ଼…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ :  ୭୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସର୍ବୋତ୍ତ ଭାବେ ଜାଣିବାକୁ ହେଲେ ପ୍ରଥମେ ନିଜ ଆତ୍ମା (ବ୍ରହ୍ମ )କୁ ସଠିକ ଭାବରେ ବୁଝିବାକୁ ହେବ। ପରମବ୍ରହ୍ମଙ୍କ ସ୍ୱରୂପର ବିଶ୍ଳେଷଣ ଯେତିକି ଜରୁରୀ,…

ଭାଷା ଭାଗବତ : ପଶୁପକ୍ଷୀଂକ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୮ ବିରାଡ଼ି କହେ ' ମ୍ୟାଉଁ ମ୍ୟାଉଁ ' ମୁଁ କହେଁ ' ମାଛ ନାହିଁ ଆଉ ' ' ଭୋଓଭୋ ' କୁକୁରଟି ଭୁକେ ମୁଁ ଝର୍କା ଖୋଲି ଯାଇ ଦେଖେଁ କେହି ନ ଦେଲେ ଦେଖା କାହିଁ କହେଁ ' ଶୋଇଥା' ଚୁପ୍‌ ରହି ' କାଉଟେ କାହୁଁ…

ଟ୍ରଫିକ୍ ସମସ୍ୟା ପାଇଁ ହେଉଛି ୩ ପ୍ରତିଶତ ଛାଡ଼ପତ୍ର: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ମୁମ୍ବାଇ: ମୁମ୍ବାଇ ସହରରେ ଟ୍ରାଫିକ୍ ସମସ୍ୟା କାରଣରୁ ୩ ପ୍ରତିଶତ ଦମ୍ପତ୍ତିଙ୍କର ଛାଡ଼ପତ୍ର ହେଉଛି । ଏଭଳି ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିଜଙ୍କ ପତ୍ନୀ ଅମୃତା ଫଡ଼ନାଭିଜ । '3 per cent divorces in Mumbai take place due to…

ଓଡ଼ିଶା ପୁଣି ପଡ଼ିଶା: ଗଞ୍ଜେଇପଦରରେ ବାଣ୍ଟଲା ପଟ୍ଟା

କୋରାପୁଟ: ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଓଡ଼ିଶାରେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଥିବା ଜଣାଯାଇଛି । କୋଟିଆ ପଞ୍ଚାୟତବାସୀଙ୍କୁ ଆନ୍ଧ୍ରମୁହାଁ କରିବା ପାଇଁ ପଡ଼ିଶା ରାଜ୍ୟ ପୁଣି ଆରମ୍ଭ କରିଛି ପ୍ରୟାସ । କୋଟିଆର ଗଞ୍ଜେଇପଦର ଠାରେ ଆନ୍ଧ୍ର…

ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥକାଠ ପୂଜାର୍ଚ୍ଚନା

ପୁରୀ : ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ଆଗାମୀ ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥକାଠକୁ ପୂଜାର୍ଚ୍ଚନା କରାଯାଇଛି । ଏଥିପାଇଁ ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ରଖାଯାଇ ପୂଜା କରାଯାଇଛି । ପରମ୍ପରା…

ଅନୁଷ୍ଠିତ ହେବ ଖଣ୍ଡଗିରି ମେଳା, ହେବନି ଅପେରା, ଖୋଲିବି ଦୋକାନ

ଭୁବନେଶ୍ୱର: ବିନା ଲୋକରେ ବିନା ଅପେରାରେ ହେବ ଖଣ୍ଡଗିରି ମେଳା । କେବଳ ମନ୍ଦିରରେ ନୀତିକାନ୍ତି ହେବ । ଏହା ସହିତ ମେଳାରେ କୌଣସି ଦୋକାନ ମଧ୍ୟ ଖୋଲିବ ନାହିଁ ବୋଲି ନିର୍ଦ୍ଦେଶାନାମା ଜାରି କରି କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ । କରୋନା କାରଣରୁ ଗତ କିଛି ବର୍ଷ ହେଲା ଖଣ୍ଡଗିରି…

[ଭିଡିଓ] ଭୁବନେଶ୍ୱର ସାଲିଆ ସାହିରେ ହାଣ୍ଡିଆ ହାଣ୍ଡି ଭାଙ୍ଗିଲା ପୋଲିସ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ସାଲିଆ ସାହିରେ କମିଶନରେଟ୍ ପୋଲିସ ଚଢାଉ କରି ହାଣ୍ଡିଆ ହାଣ୍ଡି ଭାଙ୍ଗିଛି । ହଜାର ହଜାର ଲିଟର ଦେଶୀ ମଦ ପଷ୍ଟ କରିବା ସହ ହାଣ୍ଡିଆକୁ ମଧ୍ୟ ନଷ୍ଟ କରିଛି କମିଶନରେଟ୍ ପୋଲିସ । ଏହି ଚଢାଉରେ ସାମିଲ ଥିଲେ ସହିଦନଗର, ମଞ୍ଚେଶ୍ୱର ଓ ନୟାପଲ୍ଲୀ ପୋଲିସ ସମେତ ୩…

ରାଜଧାନୀବାସୀଙ୍କ ପାଇଁ ଖୁସି ଖବର, କମୁଛି ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ରାଜଧାନୀରେ କମିଲା କରୋନା ସଂକ୍ରମଣ । ଆଜି ସଂକ୍ରମଣ ସଂଖ୍ୟ ତଳକୁ ଖସିଥିବା ଦେଖିବାକୁ ମିଳିଛି । ଆଜି ଗତ ୨୪ ଘଣ୍ଟା ମଧ୍ୟରେ ୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ…

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୩୭୬

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୫ହଜାର ୩୭୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୭୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୪ହଜାର ୩୫୨ରେ…