Latest Odisha News

BREAKING NEWS

Yearly Archives

2022

ମାଘ ମେଳା କଟକଣା : ଚନ୍ଦ୍ରଭାଗାରେ ପଡିବନି ବୁଡ

ପୁରୀ: କରୋନା ଭୟାବହତା କମିନଥିବା ବେଳେ ମାଘ ମେଳା ନେଇ କଟକଣା ଜାରି ହୋଇଛି । ମେଳାରେ ଭିଡ଼ ଯୋଗୁୂ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।…

ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନକୁ ୨୦୩୧ରେ ପ୍ରଶାନ୍ତ ମହାସାଗରରେ ଖସାଇ ଦିଆଯିବ : ନାସା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ଆଇଏସଏସ)ର କାର୍ଯ୍ୟକାଳ ୨୦୩୦ ଶେଷ ଭାଗରେ ସମାପ୍ତ ହେବ ବୋଲି ନାସା ପକ୍ଷରୁ କୁହାଯାଇଛି । ୨୦୩୧ ଏହାକୁ ନଷ୍ଟ କରି ପ୍ରଶାନ୍ତ ମହାସାଗରରେ ଖସାଇ ଦିଆଯିବ । ପୃଥିବୀ ପୃଷ୍ଠରୁ ୪୨୦ କିଲୋମିଟର ଉଚ୍ଚତାରେ ଥିବା ଫୁଟବଲ ପଡିଆ ପରି ଏହି ସ୍ପେଶ ଷେ୍‌ଟସନ…

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମାୟାବୀ’ର ଶୁଭ ମହୁରତ

ପୁରୀ : ନୂତନ ଓଡ଼ିଆ ଚଳଚ୍ଚିତ୍ର ମାୟାବୀର ଶୁଭ ମହୁରତ ହୋଇଛି । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ମଙ୍ଗୁ ମଠ ପରିସରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ମହୁରତ କରିଥିଲେ । ପୁରୀ ପୁଅ ତଥା ପୂର୍ବରୁ ବିଭିନ୍ନ ଚଳଚ୍ଚିତ୍ର ସମେତ ଚକ୍ଷୁବନ୍ଧନ…

ମାର୍ଚ୍ଚ ପ୍ରଥମ ସପ୍ତାହରେ ନିଯୁକ୍ତି ପାଇବେ ବ୍ଲକ ଓ ଜିଲ୍ଳା ରିଟର୍ଣ୍ଣିଂ ଅଫିସର: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବୁଥ ସ୍ତରରେ ଦୁଇଜଣ (ଜଣେ ପୁରୁଷ ଓ ଜଣେ ମହିଳା) ସଭ୍ୟ ସଂଗ୍ରହକାରୀ ନିଯୁକ୍ତି କରାଯାଇ କଂଗ୍ରେସର ବୁଥସ୍ତରରୁ ସଭ୍ୟସଂଗ୍ରହ କରି ସଂଗଠନକୁ ମଜବୁତ କରାଯିବ । ଏହି ପକ୍ରିୟାରେ ସଭ୍ୟ ସଂଗ୍ରହକାରୀମାନେ ପ୍ରତି ବୁଥରେ ଶତାଧିକ ସଭ୍ୟ ସଂଗ୍ରହ କରିବେ ବୋଲି ସୂଚନା…

ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କଲେ ୨୧୬ ଫୁଟ୍ ଉଚ୍ଚ “ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି”

ଭୁବନେଶ୍ୱର: ହାଇଦ୍ରାବାଦରେ ଶ୍ରୀରାମାନୁଜାଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଉଦ୍‌ଘାଟିତ ହେଲା ୨୧୬ ଫୁଟ୍ ଉଚ୍ଚ “ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି” । ତେଲେଙ୍ଗାନା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସାବାଦଠାରେ ଏହି ବିଶାଳକାୟ ପ୍ରତିମୂର୍ତ୍ତୀକୁ ଅନାବରଣ କରିଥିଲେ । ଏହି ମୂର୍ତ୍ତୀକୁ…

ମୃତ ସାମ୍ବାଦିକଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖବର ସଂଗ୍ରହ କରିବାକୁ ଯାଇ ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ପ୍ରାଣ ହରାଇଥିବା ସମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି । ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ପୋଲିସ…

ସଙ୍କଟରେ ଆଫଗାନିସ୍ତାନର ମିଡିଆ ହାଉସ, ଚାକିରୀ ହରାଇଲେଣି ୭୨ ପ୍ରତିଶତ ମହିଳା

କାବୁଲ: ତାଲିବାନ କବଜାକୁ ଆଫଗାନିସ୍ତାନ ଆସିବା ପରେ ପ୍ରତ୍ୟେକ ଦିନ ନୂଆ ନୂଆ ସଙ୍କଟ ଉଭା ହେଉଛି । ଏଠାରେ ଥିବା ୩୧୮ ମିଡିଆ ସଂସ୍ଥାକୁ ଜୋର ଜବରଦସ୍ତ ବନ୍ଦ କରି ଦିଆଯାଇଛି । ଏଥିରେ ୫୧ ଟିଭି ଚ୍ୟାନେଲ, ୧୩୨ ରେଡିଓ ଷ୍ଟେସନ ଓ ୧୯ ଅନଲାଇନ ମିଡିଆ ସଂସ୍ଥା ସାମିଲ । ମହିଳା ସାମ୍ବାଦିକଙ୍କ…

[ଭିଡ଼ିଓ] ନିଧିବନ ରଙ୍ଗମହଲ ତଳେ ରହସ୍ୟମୟ ଗୁମ୍ଫା

ଉତ୍ତରପ୍ରଦେଶ: ଧାର୍ମିକ ନଗରୀ ବୃନ୍ଦାବନ । ଆଉ ବୃନ୍ଦାବନରେ ରହିଛି ନିଧିବନ । ଯେଉଁଠି ପ୍ରଭୂ ଶ୍ରୀକୃଷ୍ଣ ଆଉ ମାଆ ରାଧାଙ୍କ ଆଗମନ ହୋଇଥାଏ। ରାଧାକୃଷ୍ଣ ଏଠାରେ ଜୀବନ୍ତ ପ୍ରତୀୟ ମାନ ହୋଇଥାନ୍ତି। ପରିସରରେ ଥିବା ରଙ୍ଗମହଲରେ ବିଶ୍ରାମ ନେଇଥାନ୍ତି ରାଧାକୃଷ୍ଣ । ଏହି ରଙ୍ଗମହଲରେ ସେମାନଙ୍କ…

କିଟ୍ ବିଶ୍ୱ ବିଦ୍ୟାଳୟରେ ପ୍ରଥମ ୱାର୍ଲ୍ଡ ଲିଡରସିପ୍ କନଭେନସନ ଆୟୋଜିତ

ଭୁବନେଶ୍ୱର : କିଟରେ ବିଶ୍ୱ ବିଦ୍ୟାଳୟରେ ପ୍ରଥମ ୱାଲ୍ଡ ଲିଡରସିପ୍ କନେଭନସନ ଆୟୋଜିତ । ଭାରତ ବହୁ ପୂର୍ବରୁ ବିଶ୍ୱକୁ ନେତ୍ୱତ୍ୱ ଦେଇ ଆସୁଥିଲା ଏବଂ ଏକ ବିଂଶ ଶତାଦ୍ଧୀରେ ଭାରତ ମଧ୍ୟ ବିଶ୍ୱର ନେତ୍ୱତ୍ୱ ନେବ ବୋଲି ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିଆଲ…

[ଦେଖନ୍ତୁ ଭିଡିଓ] ଦୁଇ ବର୍ଷର ଛୁଆ ନିକଟରେ “ପୁଷ୍ପା” କ୍ରେଜ୍‌

ଭୁବନେଶ୍ୱର: କେବଳ ଭାରତ ନୁହେଁ ବିଦେଶରେ ଦେଖିବାକୁ ମିଳିଛି ଫିଲ୍ମ ପୁଷ୍ପାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ କ୍ରେଜ୍ । ଖାସ କରି ଶ୍ରୀଭଲ୍ଲି ଗୀତରେ ମତୁଆଲା ଅଗଣିତ ଫିଲ୍ମ ପ୍ରେମୀ । ଅନେକ ଲୋକ ଇନଷ୍ଟାଗ୍ରାମ୍‌, ୟୁଟ୍ୟୁବ୍ ସର୍ଟସ୍ ଓ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଗୀତରେ…