Latest Odisha News

BREAKING NEWS

Yearly Archives

2022

[ଭିଡିଓ] ସାମ୍ନାକୁ ଆସିଲା ଧୋନୀଙ୍କ ପୌରାଣିକ ୱେବ୍ ସିରିଜ ‘ଅଥର୍ବ’ର ଫାଷ୍ଟ ଲୁକ୍

ମୁମ୍ବାଇ: ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ପୂର୍ବତନ ଭାରତୀୟ କ୍ରିକେଟର୍ ଧୋନୀଙ୍କ ଗ୍ରାଫିକ୍ ୱେବ୍ ସିରିଜ୍ ‘ଅଥର୍ବ: ଦ ଅରିଜିନ୍‌’ । ପୌରାଣିକ ଥିମ୍ ଉପରେ ଆଧାରିତ ଏହି ଗ୍ରାଫିକ୍ ନୋଭେଲରେ ଧୋନୀଙ୍କ ଆନିମେଟେଡ୍ ଅବତାର ଚର୍ଚ୍ଚାରେ ରହିଛି । ନିକଟରେ ଖୋଦ ଧୋନୀ ନିଜ ଗ୍ରାଫିକ୍ ସିରିଜର…

ଶାଶୁ ଘର ଲୋକଙ୍କ ଆକ୍ରମଣରେ ବାପ ଘର ଲୋକ ଗୁରୁତର

ଜଳେଶ୍ୱର: ବାପଘର ଲୋକ ଝିଅକୁ ଶାଶୁ ଘରକୁ ଆଣିବାକୁ ଯାଇ ମା’, ଭାଇ, ଭଉଣୀ ଭିଣୋଇ ଆକ୍ରମଣର ଶିକାର ହୋଇଥିଲେ । ଶାଶୁ ଘର ଆକ୍ରମଣରେ ଛଅ ଆହତ ଜଣେ ଗୁରୁତର ହୋଇଛନ୍ତି । ଏନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଘଣ୍ଟିଆଡି ଗ୍ରାମର…

ଭୋଟ୍ ପୂର୍ବରୁ ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ

ଢେଙ୍କାନାଳ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଅଛି । କିନ୍ତୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ସୁବ୍ରତ ବେହେରାଙ୍କ ପତ୍ତା ମିଳୁନି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆଗାଁ ପଞ୍ଚାୟତରେ ସମିତି ସଭ୍ୟ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ସୁବ୍ରତ…

[ଭିଡ଼ିଓ] ହାଇକୋର୍ଟରୁ ସୁମିତଙ୍କୁ ଝଟକା, ତପସ୍ଵିନୀଙ୍କୁ ମାସିକ ଦେବେ୧୭ ହଜାର ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ଵିନୀ-ସୁମିତ ବିବାଦ ମାମଲା । ସୁମିତଙ୍କୁ ଲାଗିଲା ଜୋରଦାର ଝଟକା । ଏବେ ହାଇକୋର୍ଟରୁ ମଧ୍ୟ ଝଟକା ଖାଇଛନ୍ତି ଡାକ୍ତର ସୁମିତ୍ । ଅପରପକ୍ଷେ ତପସ୍ଵିନୀଙ୍କୁ ମିଳିଛି ବଡ ଆଶ୍ଵସ୍ତି । ବୁଧବାର ମାମଲା ଶୁଣାଣି ସମୟରେ ତଳ କୋର୍ଟର ଭରଣପୋଷଣ ରାୟକୁ…

[ଭିଡିଓ] ବିଚକ୍ଷଣ ଉପସ୍ଥିତି ବୁଦ୍ଧି, ଜଳନ୍ତା ଗାଡିକୁ ଚଳାଇ ବିପଦ ଟାଳିଲେ ଚାଳକ

ଭୁବନେଶ୍ୱର: ଜଣେ ଗାଡି ଚାଳକଙ୍କ ସାହସିକତା ତଥା ଉପସ୍ଥିତି ବୁଦ୍ଧି ଏକ ନିଶ୍ଚିତ ବଡ ଦୁର୍ଘଟଣାକୁ ଟାଳିପାରିଛି । ଗୋଟିଏ ଚଳନ୍ତା ଟ୍ରକରେ ନିଆଁ ଲାଗିବା ପରେ ଅନ୍ୟ ଜଣେ ଚାଳକଙ୍କ ସାହସିକତାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଗତ ରବିବାର କେରଳର କୋଡେନଚେରି ସହରରେ ବିଦ୍ୟୁତ୍…

ନିର୍ବାଚନୀ ହିଂସାରୁ ନିବୃତ ରହୁ ବିଜେଡି : ଡ. ଲେଖାଶ୍ରୀ

ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାସନ କ୍ଷମତା ଏବଂ ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଥିବାର ପ୍ରମାଣିତ ହେବା ସତ୍ୱେ ରାଜ୍ୟ…

[ଭିଡ଼ିଓ] ରାଧାକୃଷ୍ଣ ମନ୍ଦିରରୁ ମୁକୁଳିଲା ବନ୍ଦୀ ମୟୂର

କଟକ: ମୁକୁଳିଲା ବନ୍ଦୀ ମୟୂର । ଏକ ରାଧାକୃଷ୍ଣ ମନ୍ଦିରରୁ ଦୀର୍ଘ ଦିନ ଧରି ବନ୍ଦୀ ହୋଇ ରହିଥିବା ମୟୂର ଏବେ ବନ୍ଦୀରୁ ମୁକୁଳିଛି । କଟକ ପିଠାପୁର ଅଞ୍ଚଳରେ ଥିବା ରାଧାକୃଷ୍ଣ ମନ୍ଦିରରେ ବଡ଼ ପଞ୍ଜୁରୀରେ ବନ୍ଦୀ କରି ରଖାଯାଇଥିଲା । ଖବର ପାଇ ଡିଏଫଓଙ୍କ ସମେତ ରେଞ୍ଜ ଅଫିସର ଓ ଫରେଷ୍ଟ ଗାର୍ଡ…

ରାଜନୀତି ମଇଦାନରେ ରିକ୍ସା ଚାଳକ ସନାତନ ଦାସ

ବାଲେଶ୍ୱର: ପେଶା ହେଉଛି ରିକ୍ସା ଚଳାଇବା ଆଉ ନିଶା ପାଲଟିଛି ରାଜନୀତି । ରାଜନୀତି ମୈଦାନ ଏବେ ଚଳଚଞ୍ଚଳ ହୋଇଉଠିଛି । ଦଳ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର । ତେବେ ଏମିତି କିଛି ନିଆରା ପ୍ରାର୍ଥୀଙ୍କୁ ରାଜନୀତି ରଣାଙ୍ଗାନରେ ଦେଖିବାକୁ ମିଳିଛି। ବାଲେଶ୍ୱର ରେମୁଣା ବ୍ଲକର ମନ୍ଦାରପୁର…

ମାର୍ଚ୍ଚ ୧୧ରେ ରିଲିଜ୍ ହେବ ‘ରାଧେ ଶ୍ୟାମ’

ମୁ୍ମ୍ବାଇ: ‘ରାଧେ ଶ୍ୟାମ’ ଫିଲ୍ମ ରିଲିଜ ଚିନ୍ତାକୁ ନେଇ ହଟିଲା ଦ୍ୱନ୍ଦ । ସୁପରଷ୍ଟାର ପ୍ରଭାସ ଓ ବଳିଉଡ ଅଭିନେତୀ ପୂଜାଙ୍କ ଏହି ଅଭିନୀତ ଫିଲ୍ମଟି ଜାନୁଆର ୧୪ରେ ରିଲିଜ ହେବାର ଥିଲା । କରୋନା କଟକଣା ପାଇଁ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିଲା । ଫିଲ୍ମ ମେକର ଫିଲ୍ମର ନୂଆ ରିଲିଜ…

ଜାତୀୟ ସଙ୍ଗୀତ ଅବମାନନା ମାମଲା: ମମତା ବାନାର୍ଜୀଙ୍କୁ ସମନ, ମାର୍ଚ୍ଚ ୨ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତା ଅବମାନନା ମାମଲାରେ ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମୁମ୍ବାଇ କୋର୍ଟ ସମନ ଜାରୀ କରିଛି । ମାର୍ଚ୍ଚ ୨ରେ କୋର୍ଟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ବର୍ଷ ଡିସେମ୍ବରରେ ଏକ ସାଧାରଣ ସମାରୋହରେ ଯୋଗ ଦେବାକୁ…