Latest Odisha News

BREAKING NEWS

Yearly Archives

2022

ବାହାଘରକୁ ଅତିଥି ହୋଇ ଆସି ଦୁଇ ଲକ୍ଷ ଟଙ୍କାର ଗହଣା ଭର୍ତି ବ୍ୟାଗ ଲୁଟିନେଲେ ଦୁବୃର୍ତ୍ତ

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଲୁଟାରେ । ରାଜଧାନୀ ଭୁବନେଶ୍ୱର ଅନ୍ତର୍ଗତ କେସୁରା ଅଞ୍ଚଳରୁ ଏକ ବିବାହ ମଣ୍ଡପରୁ ଗହଣା ଲୁଟିନେଲେ ଦୁବୃର୍ତ୍ତ । ପ୍ରାୟ ୨ ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବା ସୂଚନା ମିଳିଛି । ବାହାଘର ଚାଲିଥିବା ସମୟରେ ଘର ଲୋକ ଭଳି ବିବାହ ମଣ୍ଡପକୁ ପଶି ଆସି ଜଣେ…

ହାପି ବାର୍ଥ ଡେ’ ଶ୍ରୁତି ହାସନ

ମୁମ୍ବାଇ : ଆଜି ହେଉଛି ତାମିଲ ବିୟୁଟି ଶ୍ରୁତି ହାସନଙ୍କ ବର୍ଥ ଡେ' । ୩୬ ବର୍ଷ ବୟସରେ ପାଦ ଥାପିଛନ୍ତି  ଶ୍ରୁତି । ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ସେଲିବ୍ରେସନ କରୁଛନ୍ତି ଶ୍ରୁତି । ଏନେଇ ସୋସିଆଲ ମିଡିଆରେ ଶ୍ରୁତି ନିଜର ଫଟୋ ପୋଷ୍ଟ କରିବା ସହତି ତାଙ୍କୁ ଜନ୍ମ ଦିନ ନେଇ ଶୁଭେଚ୍ଛା…

୨ ପର୍ଯ୍ୟାୟରେ ହେବ ରଣଜୀ ଟ୍ରଫି କ୍ରିକେଟ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ଖୁସି ଖବର । କରୋନା ଭାଇରସ ସ୍ଥିତି ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବାରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ରଣଜୀ ଟ୍ରଫି ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ବିଧିବଦ୍ଧ ଭାବେ ବୋର୍ଡ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ରଣଜୀ ଟ୍ରଫି…

ଘୁଞ୍ଚିଲା ଆଲିଆଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ରିଲିଜ ଡେଟ

ମୁମ୍ବାଇ : ବହୁ ପ୍ରତୀକ୍ଷିତ ଓଲିଉଡ ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି'ର ରିଲିଜ ଡେଟ ଘୋଷଣା କରାଯାଇଛି । ଆଲିଆଭଟଙ୍କ ଏହି ଷ୍ଟାର ଫିଲ୍ମ ଜାନୁଆରୀ ଶେଷକୁ ରିଲିଜ ହେବାକୁ ଥିଲା । ହେଲେ ଏହି ଫିଲ୍ମର ରିଲିଜ ଡେଟ  ଫେବୃଆରୀ ୨୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । କରୋନା ସଂକ୍ରମଣ ବୃଦ୍ଧି ସହ ଥିଏଟର…

କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ପୁଣି ଉଦ୍ଧାର ହେଲେ ଦାଦନ । କିଛି ଦିନ ବ୍ୟବଧାନ ପରେ କଣ୍ଟାବାଞ୍ଜି ରେଳଷ୍ଟେସନରୁ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଛି। ଏହି ରେଳ ଷ୍ଟେସନରୁ ୧୪ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏମାନଙ୍କୁ…

ମହାରାଷ୍ଟ୍ର ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ, ରଦ୍ଦ ହେଲା ୧୨ ବିଜେପି ବିଧାୟକଙ୍କ ନିଲମ୍ବନ ଆଦେଶ

ନୂଆଦିଲ୍ଲୀ: ୧୨ ବିଜେପିଙ୍କୁ ନିଲମ୍ବନ କରାଯାଇଥିବା ଘଟଣାରେ ମଙ୍ଗଳବାର ମାନ୍ୟବର ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଏହା ସମ୍ପୂର୍ଣ୍ଣ ଅସମ୍ବିଧାନିକ କହିବା ସହ ନିଲମ୍ବନ ଆଦେଶକୁ ରଦ୍ଦ କରିଛନ୍ତି । ବିଚାରପତି ଏଏମ ଖାନବିଲକର ଓ ଦୀନେଶ ମାହେଶ୍ୱରୀଙ୍କୁ ନେଇ…

ବାଲୁଚିସ୍ତାନର କେଚ୍ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ, ୧୦ ପାକିସ୍ତାନୀ ସୈନିକ ନିହତ

ଇସ୍‌ଲାମାବାଦ: ବାଲୁଚିସ୍ତାନ ଚେକ୍ ପୋଷ୍ଟ ନିକଟରେ ଆତଙ୍କୀ ହମଲା । ବାଲୁଚିସ୍ତାନ କେଚ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହେବା ଫଳରେ ଏକାଥରକେ ୧୦ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଯାଇଛି । କେଚ୍ ଜିଲ୍ଲାରେ ଥିବା ଚେକ୍ ପୋଷ୍ଟକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ସେନାର…

ଅଦିନିଆ ସେବା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’  ରାମଚନ୍ଦ୍ର ଯେଉଁଦିନ ଗାଁ ଛାଡ଼ି ବିଜୟୱାଡ଼ା ଗଲା, ସେଦିନ ଢେର କାନ୍ଦିଥିଲା। ତା' ଆଖିରୁ ଲୁହ ବନ୍ଦ ହେଉନଥାଏ। ତା' ସାଙ୍ଗସାଥିମାନେ କହିଲେ, ଆରେ ଏତେ କ'ଣ କାନ୍ଦୁଛୁ? କାମ କରିବାକୁ ଯିବୁ ଯେତେବେଳେ ଏତେ କଥା ଆଉ ଭାବି ଲାଭ କ'ଣ?…

ବିବାଦୀୟ ବୟାନ ଦେଇ ଅଡୁଆରେ ଶ୍ୱେତା: ରୁଜୁ ହେଲା ଏଫଆଇଆର

ମୁମ୍ବାଇ: ବିବାଦୀୟ ବୟାନ ଦେଇ ଅଡୁଆରେ ପଡିଛନ୍ତି ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ । ମଙ୍ଗଳବାର ତାଙ୍କ ବିରୋଧରେ ଭୋପାଳର ଶ୍ୟାମଳା ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇଛି । ପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର ଘଟଣାର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । କଣ କହିଥିଲେ…

ନିଓକୋଭ ଭାଇରସ ନେଇ ଉହାନ ବୈଜ୍ଞାନିକଙ୍କ ଚେତାବନୀ: ସଂକ୍ରମିତ ହେଲେ ୩ ଜଣରୁ ଜଣେ ମରିବା ନିଶ୍ଚିତ

ଉହାନ: କରୋନା ଭାଇରସର ଉତ୍ପତି ସ୍ଥଳ ବିବେଚନା କରାଯାଉଥିବା ଉହାନର ବୈଜ୍ଞାନିକମାନେ କରୋନା ଭାଇରସର ନୂତନ ଭ୍ୟାରିଏଂଟ ନେଇ ଚେତାଇ ଦେଇଛନ୍ତି । ଏହାର ନାମ ନିଓକୋଭ ଏବଂ ଏଥିରେ ସଂକ୍ରମିତ ହେଲେ ୩ ଜଣରୁ ଜଣେ ମରିବା ନିଶ୍ଚିତ । ଏହା ପୃଥିବୀ ପୃଷ୍ଠରେ ବ୍ୟାପିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମଣିଷକୁ…