Latest Odisha News

BREAKING NEWS

Yearly Archives

2022

ବୁର୍ଲା ଭୀମସାରରେ ଡ଼ାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର: ଛାତରୁ ଡ଼େଇଁ ପଡ଼ିଲେ ମେଡ଼ିକାଲ ଛାତ୍ରୀ । ବୁର୍ଲା ଭୀମସାରରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ୩ ମହଲାରୁ ଡ଼େଇଁ ଛାତ୍ରୀ ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ଛାତ୍ରୀ ଜଣକ ହେଲେ ପ୍ରଥମ ବର୍ଷ ଏମବିବିଏସ୍ ଛାତ୍ରୀ । ତାଙ୍କ ଘର ବିଶାଖାପାଟଣାରେ ବୋଲି ଜଣାପଡ଼ିଛି । ସୂଚନା…

ରାଜ୍ୟର କିଛି ଜିଲ୍ଲାରେ ଖସିବ ପାରଦ , ପୁଣି ବଢିବ ଶୀତ

ଭୁବନେଶ୍ୱର:ଖସିବ ପାରଦ ,ପୁଣି ବଢିବ ଶୀତ । ରାଜ୍ୟରେ ୩ ରୁ ୪ ଡିଗ୍ରୀ ତଳକୁ ଖସିବ ତାପମାତ୍ରା ।ପାଣିପାଗ ବିଜ୍ଞାନ କେନ୍ଦ୍ର ଏପରି ଆକଳନ କରିଛି ।ଅସହ୍ୟ ଥଣ୍ଡା ସହ ଘନ କୁହୁଡି ପଡିବ । ଆସନ୍ତା ୨୮ ତାରିଖରୁ ପୁଣି ରାଜ୍ୟରେ ଶୀତ ବଢିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଏପରି ସ୍ଥିତି…

ସତର୍କ କରାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ରୁଷ ଆକ୍ରମଣ କଲେ ଭୟଙ୍କର କ୍ଷତି ସହିବେ ୟୁକ୍ରେନବାସୀ

ନୂଆଦିଲ୍ଲୀ:ରୁଷ-ୟୁକ୍ରେନ ମଧ୍ୟରେ ଉପୁଜିଥିବା ଅଶାନ୍ତି ଯୁଦ୍ଧର ରୂପ ନେବାକୁ ଯାଉଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଏ ନେଇ ଉଭୟ ଦେଶକୁ ସତର୍କ କରାଇ ଦେଇଛନ୍ତି । ରୁଷ ଆକ୍ରମଣ କଲେ ନିଶ୍ଚିତ ଭାବେ ୟୁକ୍ରେନଙ୍କୁ ସହଯୋଗ କରାଯିବ ବୋଲି ସେ କହିଛନ୍ତି । ତେବେ ଯୁଦ୍ଧରେ ୟୁକ୍ରେନବାସୀ…

ହରିଶଙ୍କରରେ ବୁଲୁଛି ବାଘ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ପାଟଣାଗଡ଼: ମାତିଛି ବାଘ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପ୍ରସିଦ୍ଧ ହରିଶଙ୍କର ପୀଠ ଅଞ୍ଚଳରେ ସୋମବାର ରାତିରେ ଏକ କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି । କିଛି ଲୋକ ବାଘକୁ ଦେଖିଥିବା ପରେ ହରିଶଙ୍କର ବନ ବିଭାଗକୁ ସୂଚନା ଦେଇଥିଲେ । ଏ ସମ୍ପର୍କରେ ଖପ୍ରାଖୋଲ ରେଞ୍ଜର…

ସାଧାରଣତନ୍ତ୍ର ଦିବସ : ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଡଃ…

କରୋନାର ଅନ୍ତ ହେବ ନାହିଁ :ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର :ରାଜ୍ୟରେ ଏବେ କରୋନା ସଂକ୍ରମଣ ତଳମୁହାଁ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ନେଇ ପ୍ରତିକ୍ରିୟା ରକିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବିଜୟ ମହାପାତ୍ର କହିଛନ୍ତି କୋଭିଡ ଆମ ସାଥୀରେ ରହିବ । କୋଭିଡ -୧୯ର ଅନ୍ତ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି…

୧୨୦ ବର୍ଷର ବରଗଛକୁ ବଂଚାଇବା ପାଇଁ ପ୍ରଶାସନ, ଭୂମି ମାଫିଆଙ୍କ ସହ ଲଢ଼ୁଛନ୍ତି ଖାମପୁର ଗ୍ରାମବାସୀ

ଖାମପୁର: ଦିଲ୍ଲୀର ଖାମପୁର ଗ୍ରାମବାସୀଙ୍କ ସଂଘର୍ଷକୁ ଏବେ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଏଠାରେ ୧୨୦ ବର୍ଷ ତଳର ଏକ ପୁରୁଣା ବରଗଛକୁ ବଂଚାଇ ରଖିବା ପାଇଁ ସେମାନେ ସଂଘର୍ଷ କରୁଛନ୍ତି । ଗଛକୁ କାଟିବା ପାଇଁ କେତେକ ଭୂମି ମାଫିଆ ଷଡଯନ୍ତ୍ର କରି ଆସୁଛନ୍ତି । ୨/୩ ଥର ଏହାକୁ କାଟିବା…

କୋରାପୁଟରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଜିଲ୍ଲାପାଳ

କୋରାପୁଟ :ଆଜି ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ । କୋରାପୁଟରେ ମଧ୍ୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କୋରାପୁଟ ଜିଲ୍ଲାପାଳ ଅବଦୁଲ୍ଲ୍ ଅକ୍ତର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତ୍ତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।ଚଳିତ ଥର କୋଭିଡ ଗାଇଜ ଲାଇନ…

କନ୍ଧମାଳରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ,

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।  କୋଭିଡ଼  କଟକଣା ମଧ୍ୟରେ ପାଳନ ହୋଇଛି ୭୩ ତମ ସାଧାରଣ ତନ୍ତ୍ର ଦିବସ ।  ଏହି  କାର୍ଯ୍ୟକ୍ରମ  ଫୁଲବାଣୀ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଦକ୍ଷତା…

ବାପା ହେଲେ ଯୁବରାଜ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଖେଳାଳି ଯୁବରାଜ ସିଂ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଯୁବିଙ୍କ ପତ୍ନୀ ହେଜେଲ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଯୁବରାଜ ଟ୍ୱିଟ କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଜଣାଇଛନ୍ତି । ଆମେ ଆମ ଦୁନିଆକୁ ଏହି ଶିଶୁକୁ…