Latest Odisha News

BREAKING NEWS

Yearly Archives

2022

ରାଜ୍ୟରେ ଗତ ୨୪ଘଣ୍ଟାରେ ୭ହଜାର ୪୨୬ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୭ହଜାର ୪୨୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୮ ବର୍ଷରୁ କମ୍ ବୟସ ମଧ୍ୟରେ ୮୬୭ଜଣ ସଂକ୍ରମିତ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪ହଜାର ୩୦୬ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୩ହଜାର ୧୨୦ ଆକ୍ଟିଭ୍ କେସ୍ ରହିଛି । ଏନେଇ ରାଜ୍ୟ ସୂଚନା ଓ…

ରାଜ୍ୟରେ ଆଉ ୧୦ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ଜଣଙ୍କ ଜୀବନ ନେଲା କରୋନା । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା କମୁଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୭ହଜାର ୪୨୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ଦଶଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ବରଫ ଉପରେ ତ୍ରିରଙ୍ଗା ଉଡ଼ାଇଲେ ଆଇଟିବିପି ଯବାନ

ଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ସବୁଠି ଉଡ଼ୁଛି ତ୍ରିରଙ୍ଗା । ଛୋଟରୁ ବଡ଼ ସମସ୍ତଙ୍କ ମୁହଁରେ ଗୋଟିଏ ସ୍ୱର ଭାରତ ମାତା କି ଜୟ । ପଲ୍ଲୀରୁ ଦିଲ୍ଲୀ ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତର ଗାନ । ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଥିବା ବୀର ଯବାନମାନେ ବା…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ସାରା ଦେଶ ପାଳନ କରୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଏହି ଦିନ ସମସ୍ତଙ୍କ ପାଇଁ ବିଶେଷ ଦିନ । କରୋନା କଟକଣା ଭିତରେ ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି । ଓଡ଼ିଶାର ଗାନ୍ଧୀମାର୍ଗରେ ମଧ୍ୟ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି । ରାଜ୍ୟପାଳ ପ୍ରଫେସର…

ବ୍ୟଙ୍ଗ : ଉପଲବ୍ଧି

ମୋ ଜୀବନର ଯଦି ସବୁଠୁ ପ୍ରମୁଖ ଉପଲବ୍ଧି କଣ ବୋଲି ପଚରାଯାଏ ତେବେ ନିଃସନ୍ଦେହରେ ମୁଁ କହିବି ମୋ ଫେସବୁକ ବନ୍ଧୁତା । ମୋର ଫେସବୁକରେ ପୁଲିଙ୍ଗ ସ୍ତ୍ରୀଲିଙ୍ଗ ମିଶେଇ ପ୍ରାୟ ପାଞ୍ଚ ହଜାର ସରିକି ବନ୍ଧୁ ଅଛନ୍ତି । ସବୁଠୁ ମହତ କଥା ହେଲା କେହି ଜଣେ ବି ଅନ୍ୟାୟ କି ଦୁର୍ନୀତିକୁ ଭଲ ପାଆନ୍ତି…

ଭାଷା ଭାଗବତ :  ଶବ୍ଦ ଯାଏ ବ୍ୟାପି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୭ ଶବ୍ଦର ଶକ୍ତି ପରଖିବା ମନର ଭାବନା ଲେଖିବା ହୁଏତ ଅନ୍ୟ କେହି ପଢ଼ି ପାରିବ ମନୋଭାବ ଗଢ଼ି ଶବ୍ଦ ତ ଅଟେ ମଂଜି ପରି କାହାର ମନରେ ଅଂକୁରି ହୁଏ ଗୋଟିଏ ଶବ୍ଦତରୁ ଆଶ୍ରୟ ମିଳେ ତାହାଠାରୁ ଏହି ପ୍ରତ୍ୟୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୬୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅପାର ବିଭୁତିର ବର୍ଣ୍ଣନା ପୂର୍ବରୁ ଶ୍ରୀମଦଭାଗବତର ଅମୁଲ୍ୟ ପଦକୁ ଧ୍ୟାନ ଦେବା " ଯେତେ ଏ ଦାନ ବ୍ରତ ତ୍ୟାଗ, ଧର୍ମ ଆଚାର ସଖ୍ୟ ଯୋଗ ଏ ମୋତେ ନ…

ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ, ବାବା ବଳିଆଙ୍କୁ ପଦ୍ମଶ୍ରୀ

ଭୁବନେଶ୍ବର : ଘୋଷଣା ହୋଇଛି ୨୦୨୧ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର । ଏଥିରେ ଓଡ଼ିଶାରୁ ୭ ଜଣ ସ୍ଥାନ ପାଇଛନ୍ତି । ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ । ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ଦିଆଯିବ ପଦ୍ମଶ୍ରୀ ସମ୍ମାନ । ସେହିପରି ସମାଜସେବା ପାଇଁ…

ସରିଥିଲା ପ୍ରାର୍ଥୀପତ୍ର ଦାଖଲ, ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ଆଶାୟୀ ପ୍ରାର୍ଥୀନୀ

ନୂଆପଡା: ଜଣେ ସମିତି ସଭ୍ୟା ପ୍ରାର୍ଥୀନୀଙ୍କ ଅକାଳ ବିୟୋଗରେ ନୂଆପଡା ଜିଲ୍ଲା ଅରେଡା ପଂଚୟାତର ଚନୁଟମାଲ ଗାଁରେ ଶୋକ ଖେଳିଯାଇଛି । ମୃତକ ଜଣକ ଜଣେ ବିବାହିତା ମହିଳା ଓ ତାଙ୍କର ଗୋଟିଏ ପୁଅ, ଝିଅ ଥିବା ଜଣାପଡିଛି । ମୃତ ତୁଳସା ଶବର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସମିତି ସଭ୍ୟା ପଦ…

ଆସନ୍ତୁ ଜାଣିବା ଆରପିଏନ ସିଂ ବିଜେପିରେ ମିଶିବା ପରେ କାହିଁକି ଭାଇରାଲ ହେଉଛି ଏହି ଫଟୋ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଆରପିଏନ ସିଂ ବିଜେପିରେ ଯୋଗ ଦେବା ପରେ ସୋସିଆଲ ସାଇଟରେ ଗୋଟିଏ ଫଟୋ ଭାଇରାଲ ହେଉଛି । ଏହି ଫଟୋରେ ଆରପିଏନ ସିଂ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜିତିନ ପ୍ରସାଦ ଓ ସଚିନ ପାଇଲଟ କୌଣସି ଏକ ବିଷୟରେ ଆଲୋଚନା କରୁଛନ୍ତି । ସଚିନଙ୍କ ବ୍ୟତୀତ ଅନ୍ୟ ସମସ୍ତ ନେତା…