Latest Odisha News

BREAKING NEWS

Yearly Archives

2022

‘ବ୍ଲୁମବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଚୂଡ଼ାନ୍ତ ତାଲିକାରେ ରାଉରକେଲା

ରାଉରକେଲା : ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ପ୍ରତିଯୋଗିତାରେ ବିଶ୍ବର ୧୫ଟି ସହର ଭିତରେ ସ୍ଥାନ ପାଇଛି ରାଉରକେଲା । ଏହି ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ ରାଉରକେଲା ହେଉଛି ଭାରତର ଏକମାତ୍ର ସହର । ଏହି ବିଶେଷ ସଫଳତା ସହ ରାଉରକେଲାକୁ ବ୍ଲୁମବର୍ଗ ଫିଲାନଥ୍ରପିକ୍ ସଂସ୍ଥା…

[ଭିଡ଼ିଓ] ସରକାରୀ ବାବୁଙ୍କୁ ୭ ଖୁଣ୍ ମାଫ୍

ନବରଙ୍ଗପୁର: କହିବେ କାହାକୁ ଶୁଣିବ କିଏ । ମଣ୍ଡିରେ ଧାନ ବିକ୍ରି କରିନପାରି ଚିନ୍ତାରେ ଚାଷୀକୂଳ । ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଲ୍ୟାମ୍ପକୁ ସବୁ କାଗଜପତ୍ର ଦେଇଥିଲେ । ହେଲେ ରେଜିଷ୍ଟ୍ରେସନ ହୋଇପାରିଲା ନାହିଁ । ଏଥିପାଇଁ ସରକାରଙ୍କୁ ଧମକ ଦେଇଛନ୍ତି ଚାଷୀକୂଳ । ନବରଙ୍ଗପୁର ଜିଲ୍ଲା…

[ଭିଡ଼ିଓ] ଗୁପଚୁପ୍ ଖାଉଛି ଗାଈ, ଭାଇରାଲ ହେଲା ଭିଡ଼ିଓ.. .

ଭୁବନେଶ୍ୱର: ଗୁପଚୁପ୍ । ଏହି ଶବ୍ଦଟି ଶୁଣିଲେ କାହାକୁ ବା ଖାଇବାକୁ ଇଚ୍ଛା ହୁଏ ନାହିଁ । ହେଲେ ଏହାକୁ ସାଧାରଣରେ ମଣିଷ ଖାଉଥିବା ଦେଖିଥିବେ । ଅନେକ ସମୟରେ ତାହାକୁ ଭିଡ଼ିଓ କରି ମଧ୍ୟ ଛାଡ଼ିଥାନ୍ତି । ଯାହା ଲୋକଙ୍କୁ ବେଶ୍ ପସନ୍ଦ ଆସିଥାଏ । ହେଲେ କେବେ ଦେଖିଛନ୍ତି ଗାଈ ଗୁପଚୁପ୍ ଖାଇବା । ହଁ…

ଓସ୍କାର ୟୁ ଟ୍ୟୁବ ଚ୍ୟାନେଲରେ ସ୍ଥାନ ପାଇଲା ଜୟ ଭୀମର ଏକ ଦୃଶ୍ୟ

ମୁମ୍ବାଇ: ଚର୍ଚ୍ଚିତ ଏବଂ ବିବାଦୀୟ ଜୟ ଭୀମ ଫିଲ୍ମ ପ୍ରଶଂସକଙ୍କ ପାଇଁ ଖୁସି ଖବର । ମଙ୍ଗଳବାର ଏହି ଫିଲ୍ମର ଏକ ଦୃଶ୍ୟ ଓସ୍କାରର ୟୁ ଟ୍ୟୁବ ଚ୍ୟାନେଲରେ ସ୍ଥାନ ପାଇଛି । ୨ଡି ଏଂଟରଟେନମେଂଟ ପକ୍ଷରୁ ଏ ନେଇ ସୋସିଆଲ ସାଇଟରେ ସୂଚନା ଦିଆଯାଇଛି । ଏହା ଆମ ପାଇଁ ଗର୍ବର ବିଷୟ ବୋଲି କମ୍ପାନୀ…

ଏମିତି ଜଣେ ମୁଖ୍ୟମନ୍ତ୍ରୀ, ଯିଏ ସାଥିରେ ଧରି ବୁଲୁଥିଲେ ସାଇନାଇଡ୍ କ୍ୟାପ୍‌ସୁଲ୍

ଭୁବନେଶ୍ୱର: ସ୍ୱାଧିନତା ସଂଗ୍ରାମୀ, ରାଜନୈତିକ ବ୍ୟକ୍ତିତ୍ୱ ତଥା ଭାରତର ପ୍ରଥମ ମହିଳା ଭାବେ ସୁଚେତା କ୍ରିପ୍‌ଲାନୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ସୁଚେତାଙ୍କୁ ନେଇ ଅତୀତରେ ଅନେକ ରହସ୍ୟମୟ ତଥା ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା । ହେଲେ ଆଜି ସୁଚେତା ଓ ସାଇନାଇଡ୍…

ବିଲ୍ କରାଇଦେବାକୁ ୨୦ ହଜାର ଲାଞ୍ଚ ନେଇ ଫସିଲେ ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ଏବଂ ମହିଳା କର୍ମଚାରୀ

ଯାଜପୁର: ଲାଞ୍ଚ ନେଇ ଫସିଲେ ଯାଜପୁର ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଏବଂ ମହିଳା କର୍ମଚାରୀ ଲକ୍ଷ୍ମୀପ୍ରିୟା ମହାରଣା । ଜଣେ କାରିଗରଙ୍କ ଠାରୁ ଲାଞ୍ଚ ନେବା ବେଳେ ଉଭୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବିଲ୍ କରାଇ ଦେବାକୁ ୨୦ ହଜାରଟଙ୍କା ଲାଞ୍ଚ ନେଉଥିବା ବେଳେ…

ଗହଣା ଦୋକାନରେ ଜିଏସଟି ଚଢ଼ାଉ

ମୟୁରଭଞ୍ଜ: ଜୁଏଲାରୀ ଦୋକାନରେ ଜିଏସଟି ଚଢ଼ାଉ । ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଏକ ଜୁଏଲାରୀ ଦୋକାନରେ ଜିଏସଟି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ବାରିପଦା ଓ ବାଲେଶ୍ୱର ଟିମ୍ ମିଶି ଜୁଏଲାରୀ ଦୋକାନ ଉପରେ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗହଣା ଦୋକାନରେ ୨ଘଣ୍ଟା ହେବ ଚଢ଼ାଉ…

ପୁଅକୁ ଟିକେଟ ନ ମିଳିଲେ ସାଂସଦ ପଦ ଛାଡିବା ପାଇଁ ଧମକ ଦେଲେ ରୀତା ବହୁଗୁଣା

ଲକ୍ଷ୍ନୌ: ୟୁପି ନିର୍ବାଚନ ଆଉ ଅଳ୍ପ ଦିନ ବାକିଥିବା ବେଳେ ରାଜନୀତି ସରଗରମ ହେବାରେ ଲାଗିଛି । ଭାରତୀୟ ଜନତା ପାର୍ଟିର ସାଂସଦ ରୀତା ବହୁଗୁଣା ଯୋଶୀ ତାଙ୍କ ପୁତ୍ର ମୟଙ୍କଙ୍କୁ ଟିକେଟ ନ ମିଳିଲେ ପଦରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି । ଲକ୍ଷ୍ନୌରୁ ପୁଅକୁ ଛିଡା କରିବା ପାଇଁ ସେ ଜିଦ…

କମିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଶୁକ୍ରବାର ଓ ଶନିବାର ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ । ଏନେଇ ଆଇଏମଡି ଏବଂ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାସହ ବୁଧବାର ଓ ଗୁରୁବାର ବିଭିନ୍ନ ଜିଲ୍ଲାରେ…

ଜାପାନର ଦୁର୍ଲଭ ମଦ ପାଇଁ କିଣିବା ୪ କୋଟି ଟଙ୍କା ଖର୍ଚ୍ଚ କଲେ ଚୀନ ନାଗରିକ

ଇସ୍ତାନବୁଲ: ତୁର୍କୀର ଇସ୍ତାନବୁଲ ବିମାନବନ୍ଦରରେ ଚୀନର ଜଣେ ନାଗରିକ ଜାପାନର ଏକ ଦୁର୍ଲଭ ମଦ ବୋତଲ କିଣିବା ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ କରି ଦେଇଥିଲେ । ଚୀନ ନାଗରିକ ଯେତେବେଳେ ବିମାନବନ୍ଦରରେ ଡ୍ୟୁଟି ଫ୍ରି ଶପରେ ଏହି ମଦ ବୋତଲକୁ ଦେଖିଲେ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହାର…