Latest Odisha News

BREAKING NEWS

Yearly Archives

2022

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା, ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ, ଭୟଭୀତ ନ ହେବାକୁ ପରାମର୍ଶ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସ ଜରିଆରେ କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ବର୍ତ୍ତମାନ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଭୟଭୀତ ନ ହୋଇ କୋଭିଡର ସମସ୍ତ…

ଢିଙ୍କିଆ ପରିଦର୍ଶନରେ ଜେଏସଡବ୍ଲ୍ୟୁ କର୍ମଚାରୀ

ପାରାଦୀପ: ପାରାଦୀପ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ଠାରେ ହେବାକୁ ଥିବା ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳକୁ ଆଜି କମ୍ପାନୀର ଅଧିକାରୀ ମାନେ ଗସ୍ତ କରିଥିଲେ। ଏହି ଟିମରେ କମ୍ପାନୀର କାର୍ୟ୍ୟ ନିର୍ବାହୀ ଅଧିକାରୀ ରଞ୍ଜନ ନାଏକ, ଜେଏସଡବ୍ଲ୍ୟୁ ଖଣି ମୁଖ୍ୟ…

ଦ୍ବିତୀୟ ଦିନରେ ୧୩ ହଜାର ୩୫୬ ଜଣ କଲେ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଦ୍ବିତୀୟ ଦିନରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ବାର୍ଡ ମେମ୍ବର ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି । ଦ୍ବିତୀୟ ଦିନରେ ନାମାଙ୍କନ ଦାଖଲ କରିଛନ୍ତି ମୋଟ ୧୩…

ଅକ୍ଟୋବରରେ ଶେଷ ହେବ ଗାଙ୍ଗୁଲି-ଶାହଙ୍କ କାର୍ଯ୍ୟକାଳ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହଙ୍କ କାର୍ଯ୍ୟକାଳ ସେପ୍ଟମ୍ବରରେ ଶେଷ ହେବ । ବିରାଟ କୋହଲିଙ୍କ ଅଧିନାୟକ ପଦ ଛାଡିବା ନେଇ ସୃଷ୍ଟି ହୋଇଥିବା ବିବାଦ ଏମାନଙ୍କ ଲୋକପ୍ରିୟତାକୁ କମ କରିଛି । ବିସିସିଆଇ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି…

୨୦୭୧ ପରେ କୁଏଟରେ ମଣିଷ ରହିବା ସମ୍ଭବପର ହେବନି !

କୁଏଟ ସିଟି: ବିଶ୍ୱରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ଏହାର ପ୍ରଭାବ ଧିରେ ଧିରେ ମଣିଷ ଏବଂ ଅନ୍ୟ ଜୀବଜନ୍ତୁଙ୍କ ଉପରେ ପଡିବା ଆରମ୍ଭ ହେଲାଣି । ୨୦୧୬ରେ ତେଲର ସହର କୁଏଟର ତାପମାତ୍ରା ୫୪ ଡିଗ୍ରୀରେ ପଂହଚି ଯାଇଥିଲା । ଯାହା କି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ପର୍ଯ୍ୟାବରଣ…

[ଭିଡିଓ] ଟିଭି ଡିବେଟ୍‌ରେ କହିବାକୁ ମିଳିଲାନି ସୁଯୋଗ, ନାଚିଉଠିଲେ ପ୍ୟାନେଲିଷ୍ଟ

ଭୁବନେଶ୍ୱର: ନିଜ ମତ୍ତ ରଖିବା ପାଇଁ ବେଳବେଳେ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିବାକୁ ପଡିଥାଏ । ଏହି ଧାରାରେ କେହିକେହି କିଛି ଅଜବଗଜବ କରିବାକୁ ପଛାଇନଥାନ୍ତି । ଠିକ୍ ଏହିପରି କିଛି ଘଟଣା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଅଜଣା ମହିଳା । ସୋସିଆଲ୍ ମିଡିଆରେ ଗୋଟିଏ ଲାଇଭ ଟିଭି ଡିବେଟ୍…

ଖୁବଶୀଘ୍ର ସ୍ମାର୍ଟସିଟିରେ ଉଦଘାଟନ ହେବ ୩ଟି ବୃହତ ପ୍ରକଳ୍ପ

ଭୁବନେଶ୍ବର : ସ୍ମାର୍ଟ ହେଉଛି ସ୍ମାର୍ଟ ସିଟି ଭୁବନେଶ୍ବର । ରାଜଧାନୀ ଭୁବନେଶ୍ବରରୁ ଆହୁରି ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ଖୁବଶୀଘ୍ର ଉଦଘାଟନ ହେବ ଆଉ ୩ଟି ବୃହତ ପ୍ରକଳ୍ପ । ଏହି ପ୍ରକଳ୍ପ ମଧ୍ୟରେ ରହିଛି - ସହିଦ ନଗରରେ ମଲ୍ଟି ଲେବଲ କାର୍ ପାର୍କିଂ, ୧୧ ତାଲା ବିଶିଷ୍ଟ ସତ୍ୟନଗର ସ୍ଥିତ…

ଛତିଶଗଡ଼ରେ ଏନକାଉଣ୍ଟର, ୫ ମାଓବାଦୀ ମୃତ

ଛତିଶଗଡ଼ : ଛତିଶଗଡ଼ ଇଲମିଡି ଓ ଇସୁର ମଧ୍ୟରେ ଥିବା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଗୁଳି ବିନିମୟରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ୫ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ବିଜାପୁର ଓ ତେଲେଙ୍ଗାନା ସୀମାବର୍ତ୍ତି ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ…

ଖୁବଶୀଘ୍ର ଆସିବ ଓମିକ୍ରନ୍ ବିନାଶକାରୀ ଟିକା

ନୂଆଦିଲ୍ଲୀ : କରୋନା ପରେ ଏବେ ସାରା ବିଶ୍ବରେ ବ୍ୟାପିଲାଣି ଭାଇରସ ଓମିକ୍ରନ୍ । ଭାଇରସକୁ ନେଇ ଭୟଭୀତ ଅବସ୍ଥାରେ ଥିବା ବେଳେ, ଏବେ ଖୁବଶୀଘ୍ର ଆସିବ ଓମିକ୍ରନ ବିନାଶକାରୀ ଟିକା । ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ମଡର୍ଣ୍ଣା ସିଇଓ ଷ୍ଟିଫେନ ବାନସେଲ ।…

୧୦ଟି ଛୋଟ ଦଳ ସହ ଗଠବନ୍ଧନ କଲା ବିଏସପି

ଲକ୍ଷ୍ନୌ: ୟୁପି ନିର୍ବାଚନ ପୂର୍ବରୁ ବିଏସପି ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଡିଫେନ୍ସିଭ ରଣନୀତିରେ ୟୁପି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିଏସପି ୧୦ଟି ଛୋଟ ଦଳ ସହ ଗଠବନ୍ଧନ କରିଛି । ରାଷ୍ଟ୍ରୀୟ ମହାସଚିବ ସତୀଶ ଚନ୍ଦ୍ର ମିଶ୍ର ଏହା ଟୁଇଟ କରି ଜଣାଇଛନ୍ତି ।…