ମଞ୍ଚେଶ୍ୱର ପୋଲିସ ହାବୁଡରେ ହାଇପ୍ରୋଫାଇଲ ଠକ
ଭୁବନେଶ୍ୱର : ମଞ୍ଚେଶ୍ୱର ପୋଲିସ ହାତରେ ଧରା ପଡିଲା ହାଇପ୍ରୋଫାଇଲ ଠକ । ଅଧିକ ସୁଧର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକିଥିବା ଠକ ପ୍ରଭାକର ଜେନାକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ ।
ଲୋକଙ୍କ ଠାରୁ ଚାରି କୋଟିରୁ ଅଧିକ ଟଙ୍କା ଠକି ନେଇଛି ଏହି ହାଇ ପ୍ରୋଫାଇଲ ଠକ । ଏହି ଠକ ଜଣଙ୍କ…