Latest Odisha News

BREAKING NEWS

Yearly Archives

2022

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୨୭୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୨୭୩ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ କାଲି ସଂକ୍ରମିତ ହୋଇଥିଲେ ୧୦ ହଜାର ୫୯ ଜଣ । ଖୋର୍ଦ୍ଦାରୁ ସର୍ବାଧିକ ୩ହଜାର ୪୯୬ ନୂଆ କୋରୋନା ସଂକ୍ରମିତ ରହିଛନ୍ତି । ସେହିପରି ସୁନ୍ଦରଗଡକୁ ୧ ହଜାର ୪୯,…

ଅତି ଆବଶ୍ୟକ ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ: ବିଜୟ ମହାପାତ୍ର

ଭୁବନେଶ୍ୱର: ହସ୍ପିଟାଲରେ ପ୍ରତିସମୟରେ ଅଧିକ ଗହଳି ହୁଏ । ଯାହାଦ୍ୱାରା ସଂକ୍ରମଣର ଅଧିକ ଆଶଙ୍କା ରହିଛି । ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଯେଉଁମାନଙ୍କ ସାଧାରଣ ରୋଗ ରହିଥିବ…

ଛତିଶଗଡ଼ର କାଁକେର ଜିଲ୍ଲାରେ ଯବାନ ଓ ମାଓବାଦୀ ମୁହାଁମୁହିଁ

ମାଲକାନଗିରି: ବର୍ବରତାର ସମସ୍ତ ସୀମା ଲଂଘିଲେ ଲାଲ ବାହିନୀ । ପୁଣିଥରେ ଗୁଳି ବିନିମୟରେ ଜଣେ ଯବାନ ଗୁରୁତର । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଁକେର ଜିଲ୍ଲାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ରହିଛି । ଏପରିକି ଜିଲ୍ଲାର ତୋଡ଼କି ଥାନା ଅନ୍ତର୍ଗତ କୋଷରଣ୍ଡା…

ସିଦ୍ଧାର୍ଥଙ୍କ ବିରୋଧରେ ରୁଜୁ ହେଲା ମାମଲା

ହାଇଦ୍ରାବାଦ: ହାଇଦ୍ରାବାଦ ପୋଲିସର ସାଇବର କ୍ରାଇମ ବ୍ରାଞ୍ଚ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ବିରୋଧରେ ବିବାଦୀୟ ଟ୍ୱିଟ ପାଇଁ ଫିଲ୍ମ 'ରଙ୍ଗ ଦେ ବସନ୍ତୀ' ଅଭିନେତା ସିଦ୍ଧାର୍ଥଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି ଯେ ସୋସିଆଲ…

ଆଜିଠୁ ଜାନୁଆରୀ ୧୭ତାରିଖ ଯାଏଁ ବନ୍ଦ ରହିଲା ଗଞ୍ଜାମର ସମସ୍ତ ବେଳାଭୂମି

ବ୍ରହ୍ମପୁର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଗଞ୍ଜାମରେ କଟକଣା କଡ଼ାକଡ଼ି କରାଯାଇଛି । ଆସନ୍ତା ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବ । ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ଉତ୍ସବ ପୋଙ୍ଗଲ । ଉତ୍ସବ ପାଳନ ଅବସରରେ ଗହଳି ହେବା…

ରକେଟ୍ ବୈଜ୍ଞାନିକ ଏସ୍‌. ସୋମନାଥ ହେବେ ଇସ୍ରୋର ନୂଆ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ର ଅଧ୍ୟକ୍ଷ ଭାବେ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର, ଥିରୁବନନ୍ତପୁରମ୍‌ର ନିର୍ଦ୍ଦେଶକ ତଥା ସିନିୟର ରକେଟ୍ ବୈଜ୍ଞାନିକ ଏସ ସୋମନାଥଙ୍କୁ ନିଯୁକ୍ତି ଦିଆଯାଇଛି। ଇସ୍ରୋ ର ଦଶମ ଚେୟାରମ୍ୟାନ୍ ହେବା ବ୍ୟତୀତ ସେ ମହାକାଶ…

ରାଜ୍ୟରେ ଆଉ ୩ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟାରେ ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଦୈନିକ ସଂକ୍ରମଣ ସଂଖ୍ୟା ୧୦,୦୫୯କୁ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅନୁଗୁଳ, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନାଜନିତ ମୃତ୍ୟ ହୋଇଥିବା ସୂଚନା ମିଳିଛି…

ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୦ହଜାର ଟପିଲା କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧୦ହଜାର ଡ଼େଇଁଲା ସଂକ୍ରମଣ । ସଂକ୍ରମଣ ଉପରମୁହାଁ ପାଇଁ ବଢ଼ିଲା ଚିନ୍ତା । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ଦିନକରେ ୧୦,୦୫୯କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୮୭୨ଜଣ କେସ୍ ରହିଛି । ସଙ୍ଗରୋଧରୁ ୫ହଜାର ୮୩୩ଜଣ କରୋନା ପଜିଟିଭ୍ ଚିହ୍ନଟ…

କୋଭାକ୍ସିନ୍‌ ବୁଷ୍ଟର ଡୋଜ୍‌ ଓମିକ୍ରନ୍‌ ବିରୁଦ୍ଧରେ ୯୦% ପ୍ରଭାବଶାଳୀ

ନୂଆଦିଲ୍ଲୀ: କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକ୍ କହିଛି ଯେ କୋଭାକ୍ସିନ୍‌ର ବୁଷ୍ଟର୍ ଡୋଜ୍ ଉଭୟ ଓମିକ୍ରନ୍ (B.1.529) ଏବଂ ଡେଲଟା (B.1.617.2) ବିରୁଦ୍ଧରେ ଆଣ୍ଟିବଡି ପ୍ରତିକ୍ରିୟା ସୃଷ୍ଟି କରିଛି। ତଥ୍ୟ ଅନୁଯାୟୀ କୋଭାକ୍ସିନ୍‌ ବୁଷ୍ଟର ଡୋଜ ଡେଲଟା ବିରୁଦ୍ଧରେ ୧୦୦%…

ଦେଶରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବିଶେଷଜ୍ଞଙ୍କ ଅନୁଯାୟୀ ଜାନୁଆରୀ ଶେଷ ସୁଦ୍ଧା ଭାରତରେ କୋଭିଡ ସଂକ୍ରମଣର ମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ ପ୍ରାୟ ୮ ମାସ ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ମାମଲା ୨ ଲକ୍ଷ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨, ୪୭,୪୧୭ ଟି…