Latest Odisha News

BREAKING NEWS

Yearly Archives

2022

ଆଜିଠୁ ୧୭ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ

କଟକ: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ବନ୍ଦ ରଖାଯାଇଛି । ଆଜିଠାରୁ ୫ଦିନ ଯାଏଁ ହାଇକୋର୍ଟକୁ ବନ୍ଦ ରଖାଯାଇଛି । ଆଜିଠାରୁ ଜାନୁଆରୀ ୧୭ଜାନୁଆରୀ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟ ପକ୍ଷରୁ…

ଆଜି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମୋଦୀ

ନୂଆଦିଲ୍ଲୀ: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବଡ ବୈଠକ କରିପାରନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ସନ୍ଧ୍ୟା ୪.୩୦ରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଦେଶରେ ଦୈନିକ କରୋନା…

ବର୍ଷାରେ ଭିଜୁଛି ସାରା ଓଡ଼ିଶା, ଚାଷୀଙ୍କ ଉପରେ ଦାଉ ସାଧିଛି ଅଦିନିଆ ବର୍ଷା

ଭୁବନେଶ୍ୱର: ବର୍ଷାରେ ଭିଜୁଛି ସାରା ଓଡ଼ିଶା । କିଛି କିଛି ସ୍ଥାନରେ ବର୍ଷା ହେଉଥିବାବେଳେ ଆଉ କିଛି ସ୍ଥାନରେ ପାଗ କୋହଲା ରହିଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବ । ଉପକୂଳ ଓଡ଼ିଶା ସମେତ ତତସଂଲଗ୍ନ ଅଞ୍ଚଳର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ…

ଧାରାବାହିକ ଉପନ୍ୟାସ : ଦେବୀ (୪୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୨ ଦେବୀର ଗଣିତ ଭଲ ହୁଏନା। ହୁଏନା ବୋଇଲେ ସେ ଏ ଏକ ଦୁଇ ମିଶାଣ ହରଣ ଭିତରେ ସେ କେବେ ପଶି ପାରେନା। ଯଦି ବା ପଶେ ଆଉ ବାହାରିବା ପାଇଁ ଶକ୍ତି ନଥାଏ ତାର। ସେ ଗଣିତକୁ ଡରେ। ଏଇ ଗଣିତ ପାଇଁ ହିଁ ଦେବଭାଇ ତା ଜୀବନକୁ ଆସିଲେ।…

ସାଧାରଣ ଲୋକଙ୍କ ନ୍ୟାୟିକ ଅଧିକାର ଓ ଗାନ୍ଧୀ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ସ୍ୱାଧୀନତା ସହ ନ୍ୟାୟିକ ଅଧିକାର ଜଡିତ । ସାଧାରଣ ଲୋକଟିଏ ଯଦି ନ୍ୟାୟ ପାଇବାରୁ ବଞ୍ଚିତ ହୁଏ, ତେବେ ତାହାର ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଧନ ଓ ଜୀବନ ଉପରେ ଥିବା ଅଧିକାର ସଙ୍କୁଚିତ ହୁଏ । ତେଣୁ ଆମ ଗଣତନ୍ତ୍ରରେ ବ୍ୟବସ୍ଥାପିକା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୫୬       ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନ୍ୟ ଏକ ଅତ୍ୟନ୍ତ ଭାବପୂର୍ଣ ନାମ ହେଲା ପତିତପାବନ । କେବଳ ଭାବପୂର୍ଣ ନୁହେଁ ଏକ ଆକର୍ଷଣ ଓ ଆବେଗର ଚେତନାକୁ ଧାରଣ କରିଥିବା ନାମ "ପତିତପାବନ ପତିତଜନଙ୍କ…

୫ ଦିନ ଶଟଡାଉନ ରହିବ ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଓ ଏହାର କାର୍ୟ୍ୟାଳୟକୁ ୫ ଦିନ ପର୍ଯ୍ୟନ୍ତ ଶଟଡାଉନ୍ କରାଯାଇଛି। ଜାନୁଆରୀ ୧୩ରୁ ୧୭ ତାରିଖ ଯାଏ ହାଇକୋର୍ଟ ଶଟଡାଉନ୍ ରହିବ। ତେବେ ଜାନୁଆରୀ ୧୮ ତାରିଖରୁ ହାଇକୋର୍ଟ ପୁଣିଥରେ କାର୍ୟ୍ୟକାରୀ ହେବ। ହାଇକୋର୍ଟ…

ଭୁବନେଶ୍ୱର ମହାନଗର ନିଗମର ମେୟର ହେବେ ମହିଳା

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ପ୍ରକ୍ରିୟା ତାରିଖ ଘୋଷଣା ହୋଇଛି । ରାଜ୍ୟରେ ପୌର ନିର୍ବାଚନକୁ ରାଜ୍ୟ ସରକାର ଶୀଘ୍ର ସାରିବାକୁ ମଧ୍ୟ ଯୋଜନା କରିଛନ୍ତି। ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ କଟକ ମହାନଗର ନିଗମର ମେୟର…

ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନୂଆ ଗାଇଡଲାଇନ ଜାରି କଲେ ଏସଆରସି । ନୂଆ ଗାଇଡଲାଇନ ଅନୁସାରେ ପ୍ରାର୍ଥୀ ନିଜକୁ ମିଶାଇ ୫ ଜଣ ଲୋକଙ୍କ ସହ ପ୍ରଚାର କରିପାରିବେ। ଏହି ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବେ ତାସହ ମାସ୍କ ପରିଧାନ କରିବେ । ପ୍ରଚାର…

ନବରଙ୍ଗପୁରରେ ବଢୁଛି ସଂକ୍ରମଣ : ଆଜିଠାରୁ ଫେବୃଆରୀ୧୧ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ

ନବରଙ୍ଗପୁର : ନବରଙ୍ଗପୁର କୋର୍ଟରେ କର୍ମଚାରୀ ସଂକ୍ରମିତ ହେବାରୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ ରହିଛି । ସଂକ୍ରମଣ ବଢୁଥିବାରୁ ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଜରୁରୀ ବୈଠକ ଜିଲ୍ଲା କୋର୍ଟ ପରିସରରେ କରାଯାଇଥିଲା । ସଂଘ ସଭାପତି ଓ ସମ୍ପାଦକଙ୍କ ଧ୍ୟକ୍ଷତାରେ ଏହି…