Latest Odisha News

BREAKING NEWS

Yearly Archives

2022

ଜେଏସଡବ୍ଲୁ ପ୍ରକଳ୍ପ ଅଞ୍ଚଳରେ ପାନବରଜ ସାଙ୍ଗକୁ ଗଛ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଜଗତସିଂହପୁର : ପ୍ରସ୍ତାବିତ ଜେଏଡବ୍ଲୁ ପ୍ରକଳ୍ପ ପାଇଁ ଜୋରସେରରେ ଆଗଉଛି କାମ । ଏରସମା ତହସିଲ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ପ୍ରସ୍ତାବିତ ଜେଏସଡବ୍ଲୁର ପ୍ରକଳ୍ପ କାର୍ଯ୍ୟରେ ହେଉଛି ଅଗ୍ରଗତି । ପ୍ରକଳ୍ପ ପାଇଁ ଢ଼ିଙ୍କିଆ ପଞ୍ଚାୟତର ପାଟଣା, ମାହାଳ ଓ ଗୋବିନ୍ଦପୁର ଗାଁରେ…

କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓ ସଂକ୍ରମିତ ଲୋକଙ୍କୁ ସୁବିଧାରେ ଚିକିତ୍ସା ଯୋଗାଇ ଦେବା ପାଇଁ ଲୋକସଭା ଭବନରେ ଭର୍ଚୁଆଲ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ପ୍ରାଥମିକ ସ୍ତରରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରିବାକୁ ସେ…

ଶନ ଭ୍ୟାଣ୍ଡି, କୋଚ ନାଥାନଙ୍କୁ କରୋନା: ଇଣ୍ଡିଆନ ଓପନ ବ୍ୟାଡମିଂଟନରୁ ଓହରିଲା ଇଂଲଣ୍ଡ

ନୂଆଦିଲ୍ଲୀ:ଡବଲ୍ସ ସ୍ପେଶାଲିଷ୍ଟ ଶନ ଭ୍ୟାଣ୍ଡି ଓ କୋଚ ନାଥାନ ରବର୍ଟସନ କରୋନା ସଂକ୍ରମିତ ହେବା ପରେ ଇଣ୍ଡିଆନ ଓପନ ବ୍ୟାଡମିଂଟନରୁ ଇଂଲଣ୍ଡ ଟିମ ଓହରି ଯାଇଛି । ରବିବାର ଭାରତୀୟ ବ୍ୟାଡମିଂଟନ ଆସୋସିଏଶନ ପକ୍ଷରୁ କରାଯାଇଥିବା ସମସ୍ତ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା ।…

କାଲିଠାରୁ ମିଳିବ ବୁଷ୍ଟର ଡୋଜ୍, କେମିତି କରିବେ ପଞ୍ଜିକରଣ?

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୦ (ସୋମବାର)ରୁ ପୁରା ଦେଶରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ । ବୁଷ୍ଟର ଡୋଜକୁ ପ୍ରିକସନରୀ ଡୋଜ୍ ମଧ୍ୟ କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ଏହି ଡୋଜକୁ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଏବଂ ୬୦ ବର୍ଷରୁ ଉଦ୍ଧ୍ୱର୍ ନାଗରିକଙ୍କୁ ଦିଆଯିବ ବୋଲି କେନ୍ଦ୍ର…

କଟକରୁ ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କଟକ : କଟକରୁ ପୁଣି ଧରା ହେଲା ଧଳା ଜହର । ବାଲିଯାତ୍ରା ପଡ଼ିଆ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କ୍ୟାଣ୍ଟନମେଣ୍ଟ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି କମିସନରେଟ୍ ପୋଲିସ ସୂଚନା ଦିଆଯାଇଛି । ବ୍ରାଉନସୁଗାର୍ କାରବାର ଘଟଣାରେ ବାପା ପବିତ୍ର ମହାନ୍ତି ଓ…

ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପୁଛି ମହାମାରୀ କରୋନା ସଂକ୍ରମଣ । ପ୍ରତିଦିନ ବଡ଼ ଧରଣର ପଜିଟିଭ୍ ସଂଖ୍ୟାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଲାଣି । ସବୁଠୁ ଅଧିକ ଚିନ୍ତା ଏବେ ରାଜଧାନୀ ଭୁବନେଶ୍ବରକୁ ଘାରିଛି । ଅଧିକାଂଶ ଆକ୍ରାନ୍ତ ଭୁବନେଶ୍ବରରୁ ଚିହ୍ନଟ…

୩ ବର୍ଷ ପରେ ମୁକ୍ତ ହେଲେ ସାଉଦି ଆରବ ରାଜକୁମାରୀ, ଝିଅ

ରିୟାଦ: ୩ ବର୍ଷ ପରେ ଜେଲରୁ ମୁକ୍ତ ହେଲେ ସାଉଦି ଆରବର ରାଜକୁମାରୀ ବାସମା ବିଂଟ ସାଉଦ ଏବଂ ତାଙ୍କ ଝିଅ ସୁହାଦ ଅଲ ଶରୀଫ । ୫୭ ବର୍ଷୀୟା ବାସମା ମହିଳାଙ୍କ ଅଧିକାର ଏବଂ ସାମ୍ବିଧାନିକ ଶାସନ ନେଇ ଲଢ଼ି ଆସୁଥିଲେ । ୨୦୧୯ରେ ସେ ନିଖୋଜ ହେବା ପରେ ତାଙ୍କୁ ମାର୍ଚ୍ଚରେ ଗିରଫ କରାଯାଇଥିଲା । ୨୦୨୦ରେ…

କେଶ ଓ ନିଶ ପାଇଁ କନେଷ୍ଟବଳ ନିଲମ୍ବିତ

ନୂଆଦିଲ୍ଲୀ: କନେଷ୍ଟବଳଙ୍କ ନିଆରା ଷ୍ଟାଇଲ । କେଶ ଓ ନିଶ ନକାଟିବାରୁ ଚାକିରି ହରାଇଲେ କନେଷ୍ଟବଳ । ଏଭଳି ଏକ ଖବର ଆସିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ । କନେଷ୍ଟବଳଙ୍କୁ ତାଙ୍କ କେଶ ଓ ନିଶ ପାଇଁ ଚାକିରିରୁ ନିଲମ୍ବିତ କରାଯାଇଛି । ପୋଲିସ ମହାନିରୀକ୍ଷକଙ୍କ ଦ୍ୱାରା ତାଙ୍କୁ ନିଲମ୍ବିତ…

ଜାମ୍ମୁ ଓ କାଶ୍ମୀରରେ ପ୍ରବଳ ତୁଷାରପାତ, ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଜାମ୍ମୁ ଓ କାଶ୍ମୀର : ଉତ୍ତର ଭାରତରେ ବରଫ ବିପତ୍ତି । ଜାମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ ସମେତ ଅନ୍ୟାନ୍ୟ ରାଜ୍ୟରେ ତାପମାତ୍ରା ବ୍ୟାପକ ହ୍ରାସ ପାଇବା ସହ ତୁଷାରପାତ ଜାରି ରହିଛି । ବିଭିନ୍ନ ସ୍ଥାନରେ ବରଫ ଧସିବା ଦେଖିବାକୁ ମିଳୁଛି । ପ୍ରବଳ ତୁଷାରପାତକୁ ନେଇ କାଶ୍ମୀରରେ ରେଡ ଆଲର୍ଟ…

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଲା ପ୍ରଥମ ସରସ୍ବତୀ ଜୀବନ ଜ୍ଞାନ ଗୌରବ ସମ୍ମାନ

ଭୁବନେଶ୍ବର : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଛି ପ୍ରଥମ ସରସ୍ବତୀ ଜୀବନ ଜ୍ଞାନ ଗୌରବ ସମ୍ମାନ । ମହାରାଷ୍ଟ୍ରର ପୁଣେସ୍ଥିତ ଏମଆଇଟି ବିଶ୍ବବିଦ୍ୟାଳୟ ତରଫରୁ ସମ୍ମାନଜନକ ଡିଲିଟ୍ ଉପାଧି ଓ ଶ୍ରୀ ସରସ୍ବତୀ ଦେବୀ ଜ୍ଞାନ ଜୀବନ ଗୌରବ ସମ୍ମାନ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଦାନ…