Latest Odisha News

BREAKING NEWS

Yearly Archives

2022

ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍ ଚିହ୍ନଟ, ନିଜେ ଟ୍ୱିଟ୍ କରି ଜଣାଇଲେ…

ଭୁବନେଶ୍ୱର: ଜଳ ସମ୍ପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ମନ୍ତ୍ରୀ ରଘୁନନ୍ଦନ ଦାସ୍ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ମୁଁ ଆଜି ମୋର ସ୍ୱାସ୍ଥ୍ୟ ପରୀକ୍ଷାରୁ କରୋନା ସଂକ୍ରମିତ ହେବା ଜାଣିବାକୁ ପାଇଲି l ମୋ ସଂସ୍ପର୍ଶରେ…

ମକର ସଂକ୍ରାନ୍ତିରେ ବିଶ୍ବବ୍ୟାପୀ ଆୟୋଜିତ ହେବ ସୂର୍ଯ୍ୟ ନମସ୍କାର

ଭୁବନେଶ୍ବର : ମକର ସଂକ୍ରାନ୍ତି ଅବସରରେ ବିଶ୍ବବ୍ୟାପୀ ଆୟୋଜିତ ହେବ ସୂର୍ଯ୍ୟ ନମସ୍କାର । ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୭୫ ଲକ୍ଷ ଲୋକ ସାମିଲ ହେବେ । ଏହି ଦିନ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ଉତ୍ତମ ସ୍ବାସ୍ଥ୍ୟ, ଧନ ଓ…

ଯାତ୍ରୀବାହୀ ବସକୁ ଆକ୍ରମଣ କଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାରିପଦା : ଚଳନ୍ତା ଯାତ୍ରୀବାହୀ ବସ୍‌କୁ ଆକ୍ରମଣ କଲା ଦନ୍ତା । ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ବସ୍‌ରେ ଥିବା ଯାତ୍ରୀ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବସକୁ ହାତୀର ଆକ୍ରମଣକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ…

ଗୌରୀ ମହାନ୍ତି ଜାତୀୟ କରାଟେ ସଙ୍ଗଠନ ମହିଳା କମିଶନର ଅଧ୍ୟକ୍ଷା ମନୋନୀତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କରାଟେ ସଂଘର ସମ୍ପାଦକ ତଥା ପୂର୍ବତନ ଜାତୀୟ କରାଟେ ଚାମ୍ପିୟନ ଡ. ଗୌରୀ ମହାନ୍ତି ଜାତୀୟ କରାଟେ ସଙ୍ଗଠନ ମହିଳା କମିଶନର ଅଧ୍ୟକ୍ଷା ମନୋନୀତ ହୋଇଛନ୍ତି । ଡ. ମହାନ୍ତି ଟିମ୍ କଟାରେ ଚାମ୍ପିୟନ ହେବା ସହ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି । ଫାଇଟିଙ୍ଗରେ ଜାତୀୟ…

ଏମ୍‌କେସିଏ କ୍ୟାରମ୍‌: ଗୌତମ ସିଙ୍ଗଲ୍ସ, ଦାଦୁ-ବାପି ଡବଲ୍ସ ଚାମ୍ପିୟନ

ଭୁବନେଶ୍ବର: ମାକାଳିଆଶନୀ କ୍ୟାରମ୍ ସଂଘ ଆନୁକୂଲ୍ୟରେ ଆୟୋଜିତ ଏମ୍‌କେସିଏ ନିଖିଳ ଓଡ଼ିଶା କ୍ୟାରମ୍ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଛି । ଏହି ତିନି ଦିନିଆ ପ୍ରତିଯୋଗିତାର ସିଙ୍ଗଲ୍ସରେ କଣାସର ଗୌତମପ୍ରସାଦ ଭୋଳ ଚାମ୍ପିୟନ ହୋଇଥିଲା ବେଳେ ଗଙ୍ଗା ଯମୁନା ପୁରୁଣା ଭୁବନେଶ୍ବରର…

ଭୁବନେଶ୍ବରର ପୁଣି ୬ଟି ଜାଗାରେ ଲାଗିଲା କଣ୍ଟେନମେଣ୍ଟ କଟକଣା

ଭୁବନେଶ୍ବର : ଚିନ୍ତା ବଢ଼ାଇଲା ମହାମାରୀ କରୋନା । ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକ୍ରମଣ । ଆକ୍ରାନ୍ତ ସଂଖ୍ୟାରେ ଆଗରେ ରହିଛି ଖୋର୍ଦ୍ଧା । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଏବେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କଟକଣା ଲାଗାଇଛି ବିଏମସି । ଆଜି ଆଉ ସ୍ଥାନକୁ କଣ୍ଟେନମେଣ୍ଟ…

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟରେ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା’ ଉପରେ ହିତାଧିକାରୀ ପରାମର୍ଶ ବୈଠକ

ଭୁବନେଶ୍ବର : ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଏବଂ ୟୁଏନଡିପି ସହଯୋଗରେ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା' ଉପରେ ଏକ ହିତାଧିକାରୀ ପରାମର୍ଶ ବୈଠକ ଆୟୋଜିତ ହୋଇଛି । ସମସ୍ତ ହିତାଧିକାରୀଙ୍କ ଠାରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଥିବା ଆହ୍ବାନ ଏବଂ ସୁଯୋଗ…

କରୋନା ମହାମାରୀରୁ ଆଜି କଟକ ଜିଲ୍ଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୮୭ ଜଣ କରୋନା ମହାମାରୀରୁ ସୁସ୍ଥ ହୋଇଛନ୍ତି । ଏଥିରେ କଟକ ଜିଲ୍ଲାରୁ ସର୍ବାଧିକ ୧୦୯ ଜଣ ଅଛନ୍ତି । ଦ୍ୱିତୀୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୦୮ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର…

[ଭିଡ଼ିଓ] ତୋର ନାଲିକୁ ମୋର କଳା : ଉପାନ୍ତ ଇଲାକାରେ ପରମ୍ପରା ନାଁରେ ଜମୁଛି ଜୁଆ ଆଡ୍ଡା

ମାଲକାନଗିରି: ତୋର ନାଲିକୁ ମୋର କଳା କୁକୁଡା, ଗଞ୍ଜା ଗୋଡରେ ବାନ୍ଦେ ଛୁରି ଆଉ ହାତରେ ଧରେ ଟଙ୍କା ଆ ଏଥର ଲଢେଇ କରିବା ଆଉ କିଏ ବାଜି ମାରୁଛି ତାହା ଦେଖିବା । ଏମିତି କିଛି ନିଆରା ଢଙ୍ଗରେ କୁକୁଡା ଲଢେଇକୁ ନେଇ ମାଲକାନଗିରି ଜିଲ୍ଲାରେ ଚାଲିଛି ଜୁଆ ଖେଳ । ତେବେ ୧୦ କି ୨୦ ଟଙ୍କାରେ ଏଇଠି…

ପେରିୟାର ପ୍ରତିମୂର୍ତିକୁ ଅପମାନିତ

କୋଏମ୍ବଟୁର:ତାମିଲନାଡୁର କୋଏମ୍ବଟୁରର ଭେଲାଲୋରର ପେରିୟାର ଅଧ୍ୟୟନ କେନ୍ଦ୍ର ସମ୍ମୁଖରେ ଥିବା ପେରିୟାର ଇଭି ରାମସ୍ୱାମୀଙ୍କ ପ୍ରତିମୂର୍ତିକୁ ଅପମାନିତ କରାଯାଇଛି । ଏହି ସାମାଜିକ ସଂସ୍କାରକଙ୍କ ପ୍ରତିମୂର୍ତିରେ ଚପଲମାଳ ପିନ୍ଧାଯିବା ସହ ଗେରୁଆ ରଙ୍ଗ ବୋଳାଯାଇଛି । ଯାହାକୁ ନେଇ ସେଠାରେ…