Latest Odisha News

BREAKING NEWS

Yearly Archives

2022

୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଟିକାକରଣରେ ନୂଆ ରେକର୍ଡ; ୩ୟ ଦିନରେ ୧ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ: ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଟିକାକରଣର ତୃତୀୟ ଦିନରେ ବଡ଼ ସଫଳତା ହାସଲ କରିଛି ଭାରତ। ତୃତୀୟ ଦିନରେ ଏକ କୋଟି ଟିକାକରଣ କରି ଦେଶ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ…

ରାଉରକେଲା NITରେ ୨୧ଛାତ୍ରଛାତ୍ରୀ କରୋନା ପଜିଟିଭ୍

ରାଉରକେଲା : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । ଆଜି ରାଉରକେଲା NITରେ ୨୧ ଜଣ ଛାତ୍ରଛାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ ଆଇସୋଲେସନରେ ରଖାଯାଇଛି । ତେବେ ସଂକ୍ରମିତଙ୍କ କଣ୍ଟାକ୍ଟରେ ଆସିଥିବା ଅନ୍ୟମାନଙ୍କୁ ମଧ୍ୟ…

ଭୁବନେଶ୍ୱରର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ୧୨୧୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି । ଏହି ସ୍ଥାନରୁ ଅଧିକ ସଂଖ୍ୟାରେ…

୧୧ ଥର କରୋନା ଟିକା ନେଲେଣି ୮୪ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ: ଦେଶରେ ଅନେକ ଲୋକ ଏବେ ବି ସେମାନଙ୍କର ଦ୍ବିତୀୟ ଡୋଜ କୋଭିଡ ଟିକାକରଣର କରିନାହାନ୍ତି। ଏହା ଭିତରେ ଏକ ଚହଳ ସୃଷ୍ଟି କଲା ଭଳି ଖବର ଶୁଣିବାକୁ ମିଳିଛି। ବିହାରର ଜଣେ ୮୪ ବର୍ଷ ବୟସ୍କ ବ୍ୟକ୍ତି ୧୧ଟି କୋଭିଡ ଟିକା ନେଇଥିବାର ଦାବି କରିଛନ୍ତି। ବିହାର ମାଧେପୁରା ଜିଲ୍ଲାର…

ବିଏମସି ଓ ପୋଲିସ ସହ ବ୍ୟବସାୟୀ ସଂଘର ଆଲୋଚନା ବିଫଳ, ଖୋଲିବନି ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ଆଲୋଚନାରୁ ବାହାରିପାରିଲାନି ନିଷ୍କର୍ସ । ବନ୍ଦ ହେଲା ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । ଆଜି ବ୍ୟବସାୟୀ ସଂଘର ବିଏମସି ଓ ପୋଲିସ ସହ ଆଲୋଚନା ହୋଇଥିଲା । ହେଲେ ବୈଠକରେ କୌଣସି ସମାଧାନ ହୋଇପାରିଲାନାହିଁ । ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ…

ଓମିକ୍ରନ୍‌ ଭୟ; ଚିନ୍ତାରେ ମୋଦୀ ସରକାର; ହୋମ୍‌ ଆଇସୋଲେସନ୍‌ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶରେ ବଢୁଥିବା ଓମିକ୍ରନ୍‌ ମାମଲା ଏବେ ସରକାରଙ୍କ ଲାଗି ଚିନ୍ତାର କାରଣ  ଯାହାକୁ ନେଇ ଏବେ ତୃତୀୟ ଲହରର ଆଗମନ ନେଇ ଆଶଙ୍କା କରାଯାଉଛି। କରୋନା ମହାମାରୀକୁ ନେଇ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ହୋମ୍‌ ଆଇସୋଲେସନ୍‌ ନିୟମରେ କିଛି ପରିବର୍ତ୍ତନ ଆଣିଛନ୍ତି।…

ଯାଜପୁର ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାରେ ଭିନ୍ନ ମୋଡ଼, ସଠିକ୍ ତଦନ୍ତ ପାଇଁ ଦାବି

ଯାଜପୁର: ଯାଜପୁର ଜିଲ୍ଲା ଗଣପତି ପାଟଣା ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାରେ ଭିନ୍ନ ମୋଡ଼ । ଆତ୍ମହତ୍ୟା ପଛରେ ରହିଛି ତ୍ରିକୋଣୀୟ ପ୍ରେମ କାହାଣୀ । ଆତ୍ମହତ୍ୟା କରିବା ପୂର୍ବରୁ ପ୍ରେମୀ ଯୁଗଳ ଛାଡ଼ି ଯାଇଛନ୍ତି ପ୍ରମାଣ । ଏଥିରେ ତୃତୀୟ ବ୍ୟକ୍ତିଙ୍କ ହାତ ଥିବା ଘଟଣା ସାମ୍ନାକୁ ଆସିଛି ।…

କ୍ୟାବିନେଟରେ ନିଷ୍ପତ୍ତି : ଏଣିକି ଶ୍ରୀମନ୍ଦିର ସମ୍ପତ୍ତି ବିକ୍ରି ପାଇଁ ସରକାରଙ୍କ ଅନୁମୋଦନ ଦରକାର ପଡିବନି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ସଂଶୋଧନ ସମ୍ପର୍କିତ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ବାଜିଲା । ଏହା ହେବାଦ୍ୱାରା ପରିଚାଳନା କମିଟି ଅଧିନରେ ଥିବା ସମ୍ପତିକୁ ବିକ୍ରି, ଲିଜ, ଓ ମଡଗେଜ କରିବା ପାଇଁ ଏଣିକି ଆଉ ସରକାରଙ୍କ…

କେବଳ ଚିଟିଂ ଆଧାରରେ ଛାଡପତ୍ର ନେଇପାରିବେନି ଦମ୍ପତି

ନୂଆଦିଲ୍ଲୀ: ଚାଇନାରେ ଏକ ନୂଆ ନିୟମ ଲାଗୁ କରାଯାଇଛି। ନିୟମ ଅନୁଯାୟୀ କ‌ୌଣସି ଦମ୍ପତି କେବଳ ଚିଟିଂ ଆଧାରରେ ଛାଡପତ୍ର ନେଇପାରିବେ ନାହିଁ। ବାସ୍ତବରେ ଚାଇନାର ଏକ କୋର୍ଟ କହିଛନ୍ତି ଯେ କେବଳ ଚିଟିଂ ଆଧାରରେ ଛାଡପତ୍ର ପାଇଁ ଆବେଦନ କରିବାକୁ ଦିଆଯିବ ନାହିଁ। କୋର୍ଟଙ୍କ ଏହି ନିଷ୍ପତ୍ତିକୁ…

ସୌରଭ ଗାଙ୍ଗୁଲିଙ୍କ ଝିଅଙ୍କୁ କରୋନା

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲିଙ୍କ ଝିଅ ସାନା ଗାଙ୍ଗୁଲିଙ୍କୁ କରୋନା। ତାଙ୍କର କରୋନା ଜନିତ କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ତାଙ୍କ ବାସଭବନରେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ତେବେ ପୂର୍ବତନ ଅଧିନାୟକ ସୌରଭଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କର କରୋନା…