Latest Odisha News

BREAKING NEWS

Yearly Archives

2022

ବିଜେଡିରେ ଯୋଗଦେଲେ ଜେଏମଏମ ଉପ ସଭାପତି ଶିବିୟାନ ଆଇଣ୍ଡ

ଭୁବନେଶ୍ୱର : ବିଜେଡିରେ ଯୋଗଦେଲେ ବୀରମିତ୍ରପୁର ରାଜ୍ୟ ଜେଏମଏମ ଉପ ସଭାପତି ଶିବିୟାନ ଆଇଣ୍ଡ  । ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ସେ ବିଜେଡିରେ ସାମିଲ୍ ହୋଇଥିଲେ । ଶିବିୟାନଙ୍କ ସହ ତାଙ୍କ ସମର୍ଥକ ମାନେ ମଧ୍ୟ ଆଜି ବିଜେଡିରେ ଯୋଗଦେଇଛନ୍ତି । ଶିବିୟାନ ମୁଖ୍ୟମନ୍ତ୍ରୀଙ୍କ ଶାଶନରେ…

ସୁନ୍ଦରପଦା ହତ୍ୟାକାଣ୍ଡ ଘଟଣା, ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସୁନ୍ଦରପଦା ଦୀପୁ ରାଉତ ହତ୍ୟାକାଣ୍ଡ ମାମଲା ।ଏହି ମାମଲରେ ଦୁଇ ଅଭିଯୁକ୍ତ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ଭିକି ମଲିଆ ଓ ସୁଜିତ ମଲିଆ ।ଏହି ଦୁଇ ଜଣଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ ।ଏନେଇ ଡିଜିପି ଉମାଶଙ୍କର ଦାସ…

ବ୍ରହ୍ମଚାରୀ ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ

ଯାଜପୁର: ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ । ଏହିଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଖଇରାବାଦ ପଞ୍ଚାୟତର ବ୍ରହ୍ମଚାରୀ ହାଇସ୍କୁଲରୁ । କୋଭିଡ଼ ପାଇଁ ଏବେ ମଧ୍ୟାହ୍ନ ଭୋଜନ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କୁ ଚାଉଳ ବଣ୍ଟନ କରାଯାଉଛି । ହେଲେ ଏହି ବିଦ୍ୟାଳୟରେ…

କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସିଂ ଜରିଆରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରକୁ ଉଦ୍‌ଘାଟନ…

ଏନକାଉଣ୍ଟରରେ ୩ କୁଖ୍ୟାତ ଆତଙ୍କବାଦୀ ନିହତ

ଶ୍ରୀନଗର: ନୂଆବର୍ଷର ପ୍ରଥମ ସପ୍ତାହରେ ପଞ୍ଚମ ଏନ୍କାଉଣ୍ଟର । କାଶ୍ମୀର ଜୋନ ପୋଲିସ ଜମ୍ମୁ-କଶ୍ମୀରରେ ଆରମ୍ଭ କରିଥିଲେ ଏନକାଉଣ୍ଟର ଅଭିଯାନ । ବର୍ଷ ଆରମ୍ଭରୁ ଭାରତୀୟ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀବାଦୀ ନିହତ । ନିହତ ୩ଜଣ ପାକିସ୍ତାନୀ…

ତେଲ ଦର ବୃଦ୍ଧି ନେଇ କାଜାକସ୍ତାନରେ ହିଂସକ ପ୍ରଦର୍ଶନ, ଇସ୍ତଫା ଦେଲେ ସରକାର

ନୂଆଦିଲ୍ଲୀ: କାଜାକସ୍ତାନରେ ତେଲ ଦର ବୃଦ୍ଧି ନେଇ ବିରୋଧ ପ୍ରଦର୍ଶନ ଚାଲିଥିଲା । ଏହା ହିଂସକ ରୂପ ଧରିବାରୁ ସ୍ଥାନୀୟ ସରକାର ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି କାସିମ ଜୋମାର୍ଟ ବୁଧବାର ଏହି ଇସ୍ତଫା ଗ୍ରହଣ କରିଛନ୍ତି । କାଜାକସ୍ତାନ ଗଣରାଜ୍ୟ ଧାରା ୭୦ ଅନୁସାରେ ସରକାରଙ୍କ…

ଇତିହାସ ରଚିଲେ ପନ୍ତ

ଜୋହାନ୍ସବର୍ଗ: ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବ୍ୟାଟିଂରେ ଭାରତର ରିଷଭ ପନ୍ତ କମାଲ କରିପାରି ନ ଥିଲେ ଉଇକେଟ କିିପିଂରେ କିର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ କମ ମ୍ୟାଚରେ ୧୦୦ କ୍ୟାଚ ନେଇଛନ୍ତି । ମହେନ୍ଦ୍ର ସିଂ ଧୋନୀ ୪୦ ଟେଷ୍ଟରେ ଏହି…

ରାଜ୍ୟରୁ ଆଉ ୨୪ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ଓଡ଼ିଶାରୁ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଇଏଲଏସ୍ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏହି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା…

ଝାରପଡାରେ ମହିଳାଙ୍କ ଘରେ ପଶି ଅଳଙ୍କାର ଲୁଟିନେଲେ ଦୁବୃର୍ତ୍ତ

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଲୁଟେରା । ମହିଳାଙ୍କ ଘରେ ପଶି ଦିନ ଦ୍ୱିପ୍ରହରେ ଲୁଟ୍ । ଭୁବନେଶ୍ୱର ଝାରପଡା ଅଞ୍ଚଳରେ ମହିଳାଙ୍କ ଘରେ ପଶି ମହିଳାଙ୍କୁ ଆକ୍ରମଣ କରିବା ସହ ସୁନା ଗହଣା ଲୁଟି ନେଇଛନ୍ତି ଦୁବୃର୍ତ୍ତ । ମହିଳାଙ୍କର ସୁନାଚେନ୍ , ମଙ୍ଗଳସୁତ୍ର , ମୋବାଇଲ ଲୁଟ୍ କରି…

ପଞ୍ଜାବ ରାଲି; ଫ୍ଲାଏ ଓଭରରେ ୨୦ ମିନିଟ୍ ଅଟକିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଗମ୍ଭୀର ତ୍ରୁଟି ପରିଲକ୍ଷିତ ହୋଇଛି। ମୋଦୀ ଆଜି ସକାଳେ ବଠିଣ୍ଡା ବିମାନ ବନ୍ଦରରେ ପହଞ୍ଚିଥିଲେ। ଯେଉଁଠାରୁ ସେ ହେଲିକପ୍ଟର ଯୋଗେ ହୁସୈନୀୱାଲାସ୍ଥିତ ଜାତୀୟ ଶହୀଦ ମେମୋରିଆଲକୁ ହେଲିକପ୍ଟରକୁ…