Latest Odisha News

BREAKING NEWS

Yearly Archives

2022

ଆପଣଙ୍କ ଆଖି ତଳ କଳା ପଡ଼ୁଛି କି ! ତେବେ ଆପଣାନ୍ତୁ ଏହି ଉପାୟ….

ଓଡ଼ିଶା ସମ୍ବାଦ ବ୍ୟୁରୋ : ଆାଖି ମୁହଁର ସୁନ୍ଦରତା ବଢ଼ାଇଥାଏ । ଶରୀରର ସବୁଠୁ ସୂକ୍ଷ୍ମ ଅଙ୍ଗ ହେଉଛି ଆଖି  । ଆମ ଆଖି ସୁନ୍ଦର ଦେଖାଗଲେ ଆମେ ମଧ୍ୟ ସୁନ୍ଦର ଦିଶିବା  । ତେବେ ପ୍ରତି ମୁହୂର୍ତ୍ତରେ ଆଖିର ଯତ୍ନ ନେବା ଆବଶ୍ୟକ ରହିଛି  । ଅନେକ ସମୟରେ ଆଖିକୁ ନେଇ ବିଭିନ୍ନ ସମସ୍ୟା…

ଶ୍ରଦ୍ଧାଞ୍ଜଳିଙ୍କ ଆକାଉଣ୍ଟରେ ବର୍ଷକରେ କିଏ ଜମା କଲା ୧୦ ଲକ୍ଷ, ଇଡି କରୁଛି ଛାନଭିନ୍

ଭୁବନେଶ୍ୱର: ଇଡି ଖୋଳୁଛି ଅର୍ଚ୍ଚନା ଗୁମର । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସତ । ମାରାଥନ୍ ଜେରା ପରେ ଇଡି ଶ୍ରଦ୍ଧାଞ୍ଜଳିଙ୍କ ମୁହଁରୁ ଅନେକ ସତ ବାହାର କରିଛି । ଶ୍ରଦ୍ଧାଞ୍ଜଳିର ବ୍ୟାଙ୍କ ଆକାଉଣ୍ଟ ଖୋଳତାଡ଼ ପରେ ୧୦ ଲକ୍ଷ ଟଙ୍କା ଜମା ହୋଇଥିବା ଜଣା ପଡ଼ିଛି । ତେବେ ଏତେ ଟଙ୍କା କିଏ…

ଚୋରି ପାଇଁ ଆସିଥିଲା, କବାଟ ମଝିରେ ଫସି ଜୀବନ ହାରିଲା

ବାରାଣାସୀ: ଚୋରି କରିବା ପାଇଁ ଆସିଥିଲା ଚୋର କିନ୍ତୁ କବାଟ ମଝିରେ ଫସିଲା । ନା ଭିତରକୁ ଆସି ପାରିଲା ନା ବାହାରକୁ ଯାଇପାରିଲା । କବାଟର ଗୋଟିଏ ପଟେ ମୁଣ୍ଡ  ରହିଥିବା ବେଳେ  ଅନ୍ୟ ପଟେ ରହିଗଲା ଶରୀରର ଅବଶିଷ୍ଟାଂଶ । । ବାହାରିବାକୁ ଯେତେ ଚେଷ୍ଟାକଲା ବାହାରି ପାରିଲା ନାହିଁ, ଶେଷରେ…

ରାଗିଂରୁ ବଞ୍ଚିବା ପାଇଁ ୨ ମହଲା ତଳକୁ ଡେଇଁ ଛାତ୍ର ଗୁରୁତର

ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା ରାଗିଂ ଅଭିଯୋଗ । ରାଗିଂରୁ ବଞ୍ଚିବା ପାଇଁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ । ଭୟରେ ୨ ମହଲା ତଳକୁ ଡେଇଁପଡ଼ିଲେ ଛାତ୍ର । ତେବେ ଏଭଳି ଘଟଣା ଆସାମର ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରେ ଘଟିଛି । ଏହି ଘଟଣାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା  ।…

ଇତିହାସ ରଚିଲେ ଋତୁରାଜ ଗାଏକଓ୍ୱାଡ୍: ଗୋଟିଏ ଓଭରରେ ୭ ଛକା

ଅହମ୍ମଦାବାଦ : ଗୋଟିଏ ଓଭରରେ ୭ଛକା ମାରି ଇତିହାସ ରଚିଲେ ଋତୁରାଜ ଗାଏକଓ୍ୱାଡ୍ । ବିଜୟ ହଜାରେ ଟ୍ରଫି ଆଜିର ମ୍ୟାତରେ ଋତୁରାଜ କରିଛନ୍ତି ରେକର୍ଡ । ଉତ୍ତରପ୍ରଦେଶ ବିପକ୍ଷରେ ଖେଳୁଥିଲେ ମହାରାଷ୍ଟ୍ରର ଟାଣୁଆ କ୍ରିକେଟର ଋତୁରାଜ । ଗୋଟିଏ ଓଭରରେ ୭ ଛକା ମାରିବାରେ ସେ ପ୍ରଥମ ବ୍ୟାଟ୍ସମ୍ୟାନର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ପୁରୀରେ ଧର୍ମଶାଳା ପାଇ ଜମି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଛନ୍ତି । ପ୍ରଥମେ ସେମାନଙ୍କ କୂଳ ଦେବତା ପ୍ରଭୁ ନୃସିଂହନାଥଙ୍କ ପୀଠର ଉନ୍ନତି ନିମନ୍ତେ 5T ଉପକ୍ରମରେ ମୁଖ୍ୟମନ୍ତ୍ରୀ…

ପିଲାଖେଳରୁ ମହାଭାରତ; ଦମ୍ପତିଙ୍କ ଉପରକୁ ପେଟ୍ରୋଲ ଫିଙ୍ଗି ଜାଳିଦେଲେ

ପାଟନା: ପିଲାକଳିରୁ ମହାଭାରତ । ଛୋଟ ପିଲାଙ୍କ କଳିକୁ ନେଇ ଦମ୍ପତିଙ୍କ ଉପରେ ପେଟ୍ରୋଲ ଢାଳି ଦେଲେ ।ପାଖରେ ଥିବା ମହମବତୀରୁ ନିଆଁ ଲାଗିଯିବାରୁ ଜଳିଗଲେ ଦଳିତ  ଦମ୍ପତି ।  ଏମିତି ଘଟଣା ଘଟିଛି ବିହାରର ବେଗୁସରାଇ ଅଞ୍ଚଳରେ  ।   ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଭୟଙ୍କୁ ନିକଟସ୍ଥ…

ଓଡ଼ିଶାରେ ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ବାତିଲ୍ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବାତିଲ୍ ହେବ ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ । ସୋମବାର ସୁପ୍ରିମକୋର୍ଟ ଏଭଳି କଡ଼ା ନିର୍ଦ୍ଦେଶ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଓକିଲ ହାଇକୋର୍ଟ ବେଞ୍ଚ ଦାବି କରି ଆନ୍ଦୋଳନ କରୁଥିବାରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।…

ସେଲଫି ହେଲା କାଳ ; ପାଣିରେ ଭାସି ୪ ଯୁବତୀ ମୃତ

ନୂଆଦିଲ୍ଲୀ: ସେଲଫି ନେବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା  । ଫଟୋ ଉଠାଇବା ସମୟରେ ପାଣିରେ ଭାସିଗଲେ ୪ ଯୁବତୀ  । ଆଜିକାଲି ଫଟୋ ଉଠାଇବା ଗୋଟାଏ ଫେସନ ହୋଇଗଲାଣି  । ବର୍ତ୍ତମାନ ଏହି ଯୁବପିଢ଼ିଙ୍କୁ ସେଲଫି ଉଠାଇବାର ନିଶା ଘାରିଛି । ସେଲଫି ଉଠାଇବା ସମୟରେ ସେମାନେ ଭୁଲିଯାଉଛନ୍ତି ତାଙ୍କ…

ବେଳାଭୂମିରୁ ମିଳିଲା ଘୁଷୁରି ପରି ଅଦ୍ଭୁତ ଜୀବ

ଡବଲିନ(ଆୟର୍ଲାଣ୍ଡ): ରହସ୍ୟର ଗନ୍ତାଘର ସମୁଦ୍ର । ଅନେକ ଅଦ୍ଭୁତ କାହାଣୀ ଲୁଚି ରହିଛି ଏହାର ଗର୍ଭରେ  ।  ଏପର୍ଯ୍ୟନ୍ତ ସମୁଦ୍ର ଗର୍ଭରେ କେତେ ପ୍ରକାର ଜୀବ ବାସ କରନ୍ତି ତାହା ସାମୁଦ୍ରିକ ଗବେଷକଙ୍କୁ ବି ଜଣା ନାହିଁ । ସୋସିଆଲ ମିଡିଆରେ ବେଳେ ବେଳେ ଅଦ୍ଭୁତ  ଧରଣର ସାମୁଦ୍ରିକ ଜୀବ ଦେଖିବାକୁ…