ମହିଳାମାନେ କିଛି ନପିନ୍ଧିଲେ ମଧ୍ୟ ସୁନ୍ଦର ଦେଖାଯାନ୍ତି: ରାମଦେବ
ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଯୋଗଗୁରୁ ବାବା ରାମଦେବ ମହିଳାଙ୍କ ପୋଷାକକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏକ କାର୍ଯ୍ୟକ୍ରମ ସମୟରେ ବାବା ରାମଦେବ କହିଛନ୍ତି ଯେ "ମହିଳାମାନେ ଶାଢ଼ୀ ପିନ୍ଧନ୍ତୁ କି ସାଲୱାର ଭଲ ଦେଖାଯାନ୍ତି। ତେବେ ମୋ ମତରେ, ସେ କିଛି ନ ପିନ୍ଧିଲେ ମଧ୍ୟ ସେ…