Latest Odisha News

BREAKING NEWS

Yearly Archives

2022

ରାଜଧାନୀରେ ତେଜିଲା ଚାଷୀ ପ୍ରସଙ୍ଗ, ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ଡିସେମ୍ବର ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ। ଏହା ପୂର୍ବରୁ ରାଜ୍ୟର ଶାସକ ଦଳ ବିଜେଡି ଏବଂ ବିଜେପି ଚାଷୀ ପ୍ରସଙ୍ଗ ଉଠାଇ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିଆସୁଛନ୍ତି। ଚାଷୀ ସମସ୍ୟାକୁ ନେଇ ବିଧାନସଭା ଅଚଳ ହେବା ପରେ ଉଭୟ ଦଳର ବିଧାୟକମାନେ…

ଡିସେମ୍ବର ପହିଲା ସୁଦ୍ଧା ପେନସନ୍ ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇ ଗଲାଣି । କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରାରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ଶୀତ…

ଫିପା ବିଶ୍ୱକପ: ୱେଲ୍ସକୁ ହରାଇଲା ଇରାନ

ଦୋହା: ଚଳିତ ଫିଫା ବିଶ୍ୱକପରେ ପୁନର୍ବାର ଆଉ ଏକ ଏସୀୟ ଟିମ କମାଲ କରିଛି । ଶୁକ୍ରବାର ଅନୁଷ୍ଠିତ ଗ୍ରୁପ ବିର ଏକ ମୁକାବିଲାରେ ଇରାନ ୨-୦ ଗୋଲରେ ୱେଲ୍ସକୁ ପରାସ୍ତ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଉଭୟ ଟିମ ଆକ୍ରମଣାତ୍ମକ…

ଉପନିର୍ବାଚନ ପ୍ରଚାର ପାଇଁ ପଦ୍ମପୁର ଆସିବେ ୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଧାମନଗର ପରେ ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବେ କେନ୍ଦ୍ରୀ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ଲାଗି ଆସନ୍ତା ୨୭ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆସିବେ । ୨୭ ତାରିଖ ସକାଳ…

ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଏମ୍ସ ଭୁବନେଶ୍ୱରରେ ଉଦଘାଟିତ

ଭୁବନେଶ୍ୱର: କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଏମ୍ସ ଭୁବନେଶ୍ୱରରେ ଉଦଘାଟିତ ହୋଇଯାଇଛି । କବକ ଚିହ୍ନଟ, ଏନେଇ ହେଉଥିବା ସଂକ୍ରମଣ ଏବଂ ଏହାର ନିରାକରଣ ନେଇ ଆଜି ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏପରି ଅନୁସନ୍ଧାନକେନ୍ଦ୍ର…

ଭାରତ ବାୟୋଟେକର ଇଂଟ୍ରାନାଜାଲ କୋଭିଡ-୧୯ ବୁଷ୍ଟର ଡୋଜକୁ ଡିସିଜିଆଇ ମଂଜୁରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକର ଇଂଟ୍ରାନାଜାଲ କୋଭିଡ ୧୯ ବୁଷ୍ଟର ଡୋଜକୁ ଶୁକ୍ରବାର ଡିସିଜିଆଇ ଅନୁମତି ପ୍ରଦାନ କରାଯାଇଛି । କୋଭାକ୍ସିନ ଓ କୋଭାଶୀଲ୍ଡର ଟୀକା ନେଇଥିବା ବ୍ୟକ୍ତି ଜରୁରୀକାଳୀନ ପରିସ୍ଥିତିରେ ଇନକୋଭାକର ବୁଷ୍ଟର ଡୋଜକୁୁ ବ୍ୟବହାର କରିପାରିବ । ଏହା ଏବେ କେବଳ ବୟସ୍କଙ୍କ ପାଇଁ…

ଯୁବତୀଙ୍କ ମୁହଁରେ ପୁରୁଷଙ୍କ ପରି ଦାଢି, ଦିନକୁ ୨ ଥର କରନ୍ତି ସେଭିଙ୍ଗ

ନ୍ୟୁୟର୍କ: ନିଶ ଦାଢି ପୁରୁଷଙ୍କ ସୌନ୍ଦର୍ଯ୍ୟ । ତେବେ କେତେକ  ମହିଳାଙ୍କ ମୁହଁରେ ନିଶଦାଢି ଉଠିବା ଆମେ ଦେଖିଛୁ ।  ହରମୋନାଲ ଇମବାଲାନ୍ସ ହେବା କାରଣରୁ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ ।  ତେବେ ମହିଳାଙ୍କ ମୁହଁରେ ଏପରି  ଦାଢି କେବେ ଦେଖି ନ ଥିବେ  । ଦାଢି ଥିବା ମହିଳା…

ପେଟ୍ରୋଲିୟମ୍ ପାଇପ୍ ଲାଇନ ବିପର୍ଯ୍ୟୟକୁ ନେଇ ମକଡ୍ରିଲ୍

ଜଗତସିଂହପୁର: ପାଇପ୍ ଲାଇନ୍ ଫାଟି ହୁତୁହୁତୁ ହୋଇ ନିଆଁ ଜଳୁଛି । ଜୀବନ ବିକଳରେ ଯିଏ ଯେଉଁଆଡ଼େ ପାରିଲା ଦୌଡ଼ୁଛନ୍ତି । ପେଟ୍ରୋଲିୟମ୍ ପାଇପ୍ ଲାଇନ୍ ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ଖେଳି ଯାଇଛି ଆତଙ୍କ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଥିବା ବେଳେ ଆହତଙ୍କୁ ମେଡିକାଲ୍…

ନା ଉଚ୍ଛେଦ ଭୟ ନା ଜାଗା ଚିନ୍ତା..ଚାଲିଛି ଦୋକାନ

ଲକ୍ଷ୍ନୌ:କୌଣସି ଜିନିଷର ଜୁଗାଡ କରିବାରେ ଭାରତୀୟମାନେ ସବୁବେଳେ ଆଗରେ  । ଆଜିକାଲି ଲୋକଙ୍କର ଭିନ୍ନ ଭିନ୍ନ ଜୁଗାଡ ଆପଣ ମାନେ ସୋସିାଲ ମିଡିଆରେ ଦେଖୁଥିବେ । ଏହାକୁ ଦେଖିଲେ ମୁହଁରୁ ବାହାରି ଆସେ Amazing idea ! ଏମିତି ଏକ ଜୁଗାଡ ବିଷୟରେ ଆମେ ଆପଣଙ୍କୁ ଏଠି କହିବୁ । ଏ ବ୍ୟକ୍ତିଙ୍କର…

ଛାତିରେ କୁନି ଶିଶୁ ଚାପି ରାମ୍ପକୁ ଓହ୍ଲାଇଲେ ମଡେଲ, କରତାଳିରେ କମ୍ପିଲା ହଲ୍

ନୂଆଦିଲ୍ଲୀ:  ଗୋଟିଏ ପଟେ ବୃତ୍ତି ଓ ଅନ୍ୟ ପଟେ ମମତା  । କାହାକୁ ଛାଡ଼ିବ ?  କାହାକୁ ଛାଡିବା ତା ପକ୍ଷେ ସମ୍ଭବ ନୁହେଁ । ସମସ୍ତଙ୍କୁ ଧରି ତାକୁ ଚାଲିବାକୁ ପଡ଼ିବ  ।   ଆଉ ସବୁଥିରେ ବି ନିଜ ଦକ୍ଷତା ବି ଦେଖାଇବାକୁ ପଡ଼ିବ  ।  ଧାନ ରୋଇବା ହେଉ ବା ରାମ୍ପରେ ଚାଲିବା ହେଉ.. । ସେଥିପାଇଁ ତ…