Latest Odisha News
Yearly Archives

2022

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ କ’ଣ ପଚାରିଲେ ଇଡି ଅଧିକାରୀ?

ଭୁବନେଶ୍ୱର: ଅର୍ଚ୍ଚନା ନାଗ ଜଣେ ଅଭିନେତ୍ରୀ କିମ୍ବା ଫିଲ୍ମ ଲାଇନର ନୁହେଁ। ଆପଣ ତାଙ୍କ ସଂସ୍ପର୍ଶରେ ଆସିଥିଲେ ନା ସେ ଆଗ ଆସିଥିଲେ। ଏତେ ଗୁଡାଏ ଆର୍ଥିକ କାରବାର କେଉଁ କାରଣ ପାଇଁ ହୋଇଛି। ଏଭଳି ଅନେକ କିଛି ପ୍ରଶ୍ନର ଜବାବ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି ଅଧିକାରୀ ମାଗିଥିବା…

ଷ୍ଟ୍ରେଚରରେ ମର ଶରୀରକୁ ନେବା ଘଟଣା, ଜବାବ ରଖିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ବର:  ଶୀତ ରାତିରେ ମା'ର ଶବକୁ ଷ୍ଟ୍ରେଚରରେ ବୋହି ନେଉଥିବା ମଣିଷର ଦୁଃଖ ବାସ୍ତବରେ ହୃଦୟ ବିଦାରକ ଏବଂ ଏହା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଭ୍ରାଟ ଆଡ଼କୁ ଇଙ୍ଗିତ କରୁଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମା'ର ଶବକୁ ଷ୍ଟ୍ରେଚରରେ ବୋହି ନେଉଥିବାର ଚିତ୍ର ସାମ୍ନାକୁ…

‘ବିଧାନସଭା ସରକାରଙ୍କ ଗୋଡ଼ାଣିଆ ହୋଇ ଯାଉଛି’

ଭୁବନେଶ୍ୱର: ବିଧାନସଭାରୁ କୋଭିଡ କଟକଣା ହଟିଥିଲେ ମଧ୍ୟ ଭିଡିଓ କନଫରେନସିଂ ଜରିଆରେ ବିଧାୟକ ଗୃହ କାର୍ଯ୍ୟରେ ସାମିଲ ହୋଇପାରିବେ। ବାଚସ୍ପତିଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଛି ବିଜେପି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗରେ ନିଜର ଅସନ୍ତୋଷ ଜାହିର କରିବା ସହିତ…

୭୨ ଘଣ୍ଟାରେ ଖଲିସ୍ତାନୀ ଉପରେ ଏନଆଇଏର ବଡ ଆକ୍ସନ !

ନୂଆଦିଲ୍ଲୀ: ପାକିସ୍ତାନ, ପଞ୍ଜାବ, କାନାଡା ସମେତ ବିଶ୍ୱର ଅନେକ ଦେଶରେ ଖାଲିସ୍ତାନ ଭାରତ ବିରୋଧରେ ଏକ ଏଜେଣ୍ଡା ଚଳାଇ ଆସୁଛନ୍ତି। ତେବେ ଏହାରି ଭିତରେ ଗତ ୭୨ ଘଣ୍ଟା ମଧ୍ୟରେ ଖଲିସ୍ତାନ ଆତଙ୍କ ସହ ଜଡିତ ତିନୋଟି ବଡ ଚେହେରା ଉପରେ ଏନଆଇଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ରହିଛି।…

୨୫ ବର୍ଷ ଭିତରେ ଭାରତ ହେବ ୪୦ ଟ୍ରିଲିୟନ ଡଲାର ଅର୍ଥନୀତି: ମୁକେଶ ଅମ୍ବାନୀ

ଗାନ୍ଧୀନଗର: ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଗାମୀ ଦିନରେ ଭାରତ ଆହୁରି ବିକଶିତ ହେବ ।  ସ୍ବାଧୀନତାର ଶହେ ବର୍ଷ ପାଳନ ବେଳକୁ ଭାରତ ହେବ 40 ଟ୍ରିଲିୟନ ଡଲାର ଅର୍ଥନୀତି । 2047 ସୁଦ୍ଧା ଭାରତ 40 ଟ୍ରିଲିୟନ ଡଲାରର ଅର୍ଥନୀତି ହେବ ଏବଂ ବିଶ୍ୱର ଶ୍ରେଷ୍ଠ ତିନୋଟି…

ଯୁବରାଜଙ୍କୁ ନୋଟିସ ଜାରୀ କଲା ଗୋଆ ପର୍ଯ୍ୟଟନ ବିଭାଗ

ପାଣାଜୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏବେ ଅଡୁଆରେ ପଡିଛନ୍ତି । ଗୋଆ ପର୍ଯ୍ୟଟନ ବିଭାଗ ତାଙ୍କୁ ନୋଟିସ ଜାରୀ କରିଛି । ଯୁବି ପଞ୍ଜିକରଣ ନ କରି ତାଙ୍କ ଭିଲ୍ଲାକୁ ଅତିଥିଙ୍କୁ ଦେଉଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡିସେମ୍ବର ୮ ଦିନ…

ବ୍ୟବସାୟୀ କହିଲେ କ’ଣ ପାଇଁ ଅର୍ଚ୍ଚନା ନାଗଙ୍କୁ ଟଙ୍କା ଦେଇଥିଲେ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ପଚରାଉଚରା ପାଇଁ ବ୍ୟବସାୟୀ ଅମୀୟକାନ୍ତ ଦାସ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, 2021-22 ମସିହାରେ ବ୍ୟବସାୟୀ ଅମୀୟକାନ୍ତ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ବ୍ୟାଙ୍କ ଆକାଉଣ୍ଟରେ 10…

ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି, ୩ ଦିନ ଧରି ଚାଲିବ ଉତ୍ସବ

ପୁରୀ: ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦୀପାବଳି ନୀତି । ଆଜିଠାରୁ ଆରମ୍ଭ ହୋଇଥିବା ଦେବ ଦୀପାବଳି ଉତ୍ସବ ତିନିଦିନ ଧରି ଚାଲିବ । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ କରି ଶ୍ରାଦ୍ଧବେଶରେ ବିଭୂଷିତ ହୋଇଥାନ୍ତି । ମାର୍ଗଶୀର…

ଅଲିଭ ରିଡଲେଙ୍କ ଆଗମନ ପାଇଁ ପ୍ରସ୍ତୁତି;୫୨କିମି ବେଳାଭୂମିରେ ହେବ ଅଣ୍ଡାଦାନ

ବ୍ରହ୍ମପୁର:ବିଦେଶୀ ଅତିଥି ଅଲିଭ ରିଡଲେଙ୍କ ଆଗମନ ପାଇଁ ପ୍ରସ୍ତୁତି ହେଲାଣି ଗଞ୍ଜାମ ଉପକୂଳ। କେବଳ ବନ ବିଭାଗ ନୁହଁ, ଅନ୍ୟାନ୍ୟ ବିଭାଗ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ତରଫରୁ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମିଳନ ଠାରୁ ଅଣ୍ଡାଦାନ ଏବଂ ଛୁଆ ବାହାରିବା ପର୍ଯ୍ୟନ୍ତ, ସେମାନଙ୍କ…

୩୦ ବର୍ଷ ତଳର ଫ୍ରୋଜନ ଏମ୍ବ୍ରିୟୋ ମାଧ୍ୟମରେ ଜନ୍ମ ହେଲେ ଯମଜ ସନ୍ତାନ

ଓରେଗନ: ବିଜ୍ଞାନର ଆଉ ଏକ ଚମତ୍କାର ଦେଖିବାକୁ ମିଳିଛି । ୩୦ ବର୍ଷ ତଳେ ଫ୍ରୋଜନ ଏମ୍ବ୍ରିୟୋ ମାଧ୍ୟମରେ ରଶେଲ ରିଡବେ ଓ ଫିଲିପ ରିଡବେ ଯମଜ ସନ୍ତାନର ବାପା ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ୨୭ ବର୍ଷ ଥିଲା । ନ୍ୟାଶନାଲ ଏମ୍ବ୍ରିୟୋ ଡୋନେଶନ ସେଂଟରରୁ ମିଳିଥିବା…