ସାମ୍ବାଦିକା ହେବାକୁ ଚାହୁଁଥିଲେ, ମୁଖ୍ୟ ସମ୍ବାଦ ପାଲଟିଗଲେ ଶ୍ରଦ୍ଧା
ନୂଆଦିଲ୍ଲୀ: ଯେତିକି ଭୟାନକ, ସେତିକି ବିଭତ୍ସ ଆଉ ହୃଦୟଥରା ଏ ପ୍ରେମ କାହାଣୀ । ପ୍ରେମକୁ ନେଇ ଜଣେ ଏମିତି ଜୀବନ୍ତ ଭାବେ ଅଭିନୟ କରିପାରେ ଆଉ ଏତେ ନିଷ୍ଠୁର ଭାବେ ପ୍ରେମକୁ ହତ୍ୟା କରିପାରେ ଭାବିଲେ ଛାତି ଥରିଯାଏ । ହେଲେ ଏ ନରରାକ୍ଷାସ ସେମିତି କରିଥିଲା । ତା ମାୟାଜାଲରେ ପଡି ଯାଇଥିଲା…