Latest Odisha News

BREAKING NEWS

Yearly Archives

2022

କବିତା : ସବୁଠି ଛଳନା

ସସ୍ମିତା ନାୟକ ଦୀପ ସିନା କୋଳେ ଧରେ ସଳିତା ତେଲକୁ ଅଗ୍ନି ସଂଯୋଗରେ ଜାଳେ ଆପଣା ଜିହାକୁ ।। ସଳିତା ଜାଣିଛି ଆପଣା ଛନ୍ଦରେ ଜଳିବାର କେତେ ସୁଖ ସଳିତା ଜାଣିଛି ଅଧେ ଜଳି ପୁଣି ଅଧାରୁ ଲିଭିବା କେତେ ଯେ ଦୁଃଖ ।। ଦୀପ ବିନା ଏଠି ତେଲ ଯେ ଅଧୁରା ତେଲ ବିନା ନାହିଁ ଦୀପର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଠିକ ଏତିକି ବେଳକୁ ସମ୍ଭବ ଘର ଭିତରକୁ ପଶି ଆସି ,ଏଇ ଖୁସିରେ ଆସିଗଲା ଗରମା ଗରମ ଦୋଷା ସମ୍ବର୍ ଚଟଣୀ ଆଉ ଆମ ସମସ୍ତଙ୍କର ପ୍ରିୟ ଛେନାପୋଡ଼ !! ଆଉ ଜାଣ ଏସବୁ କାହା ପାଇଁ ? ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁ…

ଭାଷା ଭାଗବତ : ଗଛ ପରି ଲେଖକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗଛରୁ ପତ୍ର ଆପେ ଝଡ଼ି କେଉଁଆଡ଼େ ଯେ ଯାଏ ଉଡ଼ି ଗଛକୁ ଜଣାପଡ଼େନାହିଁ ଲେଖକ ପାରେ ଗଛ ହୋଇ ଦେଇ ଦେଇ ଯେ ଥକେନାହିଁ କିଛି ବି ନ ପାରିଲେ ପାଇ ଆହୁରି ବେଶି ଦେଉଥାଏ ସ୍ବଜାତ ତୃପ୍ତି ସହ ରହେ ନ ଥାଏ ଶାରୀରିକ କ୍ଳାଂତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାର ଶ୍ରୀ ବଟ ଗଣେଶଙ୍କ ମନ୍ଦିର ବିଷୟରେ ଜାଣିବା, ଠିକ କଳ୍ପବଟ ତଳେ ୧୨ ଫୁଟ ଉଚ୍ଚତାର ଏକ ମୂଖ୍ୟ ମନ୍ଦିର ବା ଗର୍ଭ ଗୃହ ଓ ତା ସମ୍ମୁଖରେ…

ଭୁବନେଶ୍ବରରେ ଆୟୋଜିତ ହେବ ଜନଜାତୀୟ ଗୌରବ ଦିବସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକ୍ରମେ ମହାନ ଜନଜାତି ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି କ୍ରମରେ ଭୁବନେଶ୍ବରସ୍ଥିତ କିସ୍‌ ବିଶ୍ବବିଦ୍ୟାଳୟ ପରିସରରେ ଜନଜାତୀୟ ଗୌରବ…

ଜନଔଷଧି କେନ୍ଦ୍ର ଖୋଲିବାକୁ ୧୫ ହଜାର ଲାଞ୍ଚ ମାମଲାରେ ମାର୍କେଟିଂ ଅଫିସରଙ୍କୁ କାବୁ କଲା ସିବିଆଇ

ବ୍ରହ୍ମପୁର: ଜନଔଷଧି କେନ୍ଦ୍ର ଖୋଲିବାକୁ ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ହାତରେ ଧରାପଡ଼ିଛନ୍ତି ଫାର୍ମାସିଟିକାଲ ଆଣ୍ଡ୍ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆର ମାର୍କେଟିଂ ଅଫିସର ସ୍ବରୂପ ପଣ୍ଡା।…

ଇଣ୍ଡୋନେସିଆର ବାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ବାଲି : ଇଣ୍ଡୋନେସିଆର ବାଲିରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ବାଲିରେ ଭବ୍ୟ ସ୍ବାଗତ ସମ୍ବର୍ଧନା ଦିଆଯାଇଛି । ଜି -20 ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର  ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ବିଶ୍ୱ…

ବନ୍ଧୁକ ମୁନରେ ନେଇଗଲେ ୧୪ ଲକ୍ଷରୁ ଅଧିକ ଟଙ୍କା

ରାଉରକେଲା: ମୁଣ୍ଡରେ ବନ୍ଧୁକ ଓ ପେଟରେ ଛୁରି ଲଗାଇ ଲୁଟିନେଲେ ଦୁର୍ବୃତ୍ତ । ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ନିକଟରୁ ମଦ ଦୋକାନ କର୍ମଚାରୀ ପ୍ରଶାନ୍ତ ବିଶ୍ୱାଳଙ୍କ ଠାରୁ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରଶାନ୍ତ ଏକ ସ୍କୁଟିରେ କୋଏଲ ନଗର…

ବାଂଲଦେଶରେ ଖୋଲିଲା କିସ୍‍ର ଶାଖା ‘ଡିସ୍‍’

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଦ୍ୟାଳୟ କିସ, ଭୁବନେଶ୍ୱର ଢ଼ାଞ୍ଚାରେ ବାଂଲାଦେଶରେ ଖୋଲିଛି ଡାଫୋଡିଲ୍‍ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (ଡିସ୍‍)। ଢ଼ାକାଠାରେ ଲୋକସଭା ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୋମବାର ଏହାର ଉଦଘାଟନ…

ଚାଷୀ ଆନ୍ଦୋଳନରେ ନେତା ଘାଇଲା, ପଦ୍ମପୁର ପ୍ରସଙ୍ଗ କ’ଣ ?

ବରଗଡ଼: ପଦ୍ମପୁରର ସମସ୍ୟା ବୁଝ, ସମାଧାନର ପ୍ରତିଶ୍ରୁତି ଦିଅ, ଭୋଟ୍ ଦେବୁ । କୃଷକଙ୍କୁ ଅବହେଳା, ମରୁଡ଼ି ସହାୟତା ଓ ଫସଲ ବୀମା ନ ମିଳିବାକୁ ନେଇ ଚାଷୀ ଦେଇଥିବା ଗଣଧାରଣା ପଦ୍ମପୁର ରାଜନୀତିକୁ ପ୍ରଭାବିତ କରିଛି । କୃଷକ ନେତା ସିଧା ସିଧା କହିଛନ୍ତି, ଚାଷୀଙ୍କ ସମସ୍ୟା ଶୁଣିବନି ତ ଭୋଟ୍…