ବାଟବଣା
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ 'ଗାଁ କଥା'
ବର୍ଷା ମୁଖର, ସନ୍ତସନ୍ତିଆ ଗାଁଟିଏ କାଳିଗଛିଆ। ଆସାମର ରାଜଧାନୀଠୁ ମାତ୍ର ଦୁଇ ଘଣ୍ଟାର ରାସ୍ତା। ଗାଁ ଲୋକମାନଙ୍କୁ ଦେଖିଲେ ଯେ କେହି କହିବ, ଏମାନଙ୍କ ପାଖରେ କୌଣସି କାମ ନାହିଁ। ପ୍ରକୃତରେ କାମ ନାହିଁ କହିଲେ ଠିକ୍ ହେବନି, କାମ କରିବା…