Latest Odisha News

BREAKING NEWS

Yearly Archives

2022

୨୦ ଦିନର ଅସୁସ୍ଥ ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କଲା ମା’

ମହାରାଷ୍ଟ୍ର : ମା ସାଜିଲା ହତ୍ୟାକାରୀ । ଅସୁସ୍ଥ ଶିଶୁ କନ୍ୟାର ତଣ୍ଟିଚିପି ହତ୍ୟା କଲା ମା । ଏଭଳି ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ଆକୋଲାଠାରେ ଘଟିଛି  । ଶିଶୁଟି ଜନ୍ମରୁ ଅସୁସ୍ଥ ରହିଥିଲା। ତେଣୁ ଶିଶୁର ମା ଜଣକ ରାଗିଯାଇ ହତ୍ୟା କରିଛନ୍ତି  । ପୁଲିସ୍‌ କହିଛି ଯେ ୱାଡି ଆମଦପୁର…

ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରା ଗମ୍ଭୀର ହୋଇଛି । ଏଠାରେ ଏକ୍ୟୁଆଇ (ଏୟାର କ୍ୱାଲିଟୀ ଇଣ୍ଡେକ୍ସ) ୩୨୯ରେ ପହଞ୍ଚିଛି । ଯାହା ‘ଭେରି ପୁଅର୍’ କ୍ୟାଟେଗରୀ । ବାୟୁମଣ୍ଡଳର ଗୁଣବତ୍ତା ନିର୍ଦ୍ଧାରଣ ମାନଦଣ୍ଡରେ ଜଣାପଡିଛିଯେ ନୋଏଡା ଭଳି ଏନସିଆରରେ ମଧ୍ୟ…

ଆସନ୍ତା ସପ୍ତାହରେ ଲଞ୍ଚ ହେବ ଭାରତର ପ୍ରଥମ ଘରୋଇ କମ୍ପାନୀ ନିର୍ମିତ ରକେଟ୍ “ବିକ୍ରମ-ଏସ୍”

ବେଙ୍ଗାଲୁରୁ: ଭାରତର ପ୍ରଥମ ଘରୋଇ ନିର୍ମିତ ରକେଟ୍ “ବିକ୍ରମ-ଏସ୍” ଲଞ୍ଚ ହେବାକୁ ଯାଉଛି । ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ନାମକ ଏକ ଘରୋଇ ସ୍ପସ୍ କମ୍ପାନୀ ଏହାକୁ ନିର୍ମାଣ କରୁଛି । ଚଳିତ ସପ୍ତାହ କିମ୍ୱା ଆସନ୍ତା ସପ୍ତାହରେ “ବିକ୍ରମ-ଏସ୍” ଲଞ୍ଚ କରାଯାଇପାରେ । ଶ୍ରୀହରିକୋଟାସ୍ଥିତ…

ନେପାଳରେ ବଡ଼ଧରଣର ଭୂମିକମ୍ପ,୬ ମୃତ ଅନେକ ଆହତ

ନୂଆଦିଲ୍ଲୀ : ନେପାଳରେ ଭୂକମ୍ପର ଝଟ୍‌କା । ଗତକାଲି ବିଳମ୍ବିତ ରାତିରେ ନେପାଳର ବିଭିନ୍ନ ଅଞ୍ଚଳରେ ଲୋକ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଭୂକମ୍ପର ପ୍ରଭାବରେ ଦୋତି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି ଅନେକ ଘର ଭୁଶୁଡ଼ି ପଡ଼ିଛି। ସେହିପରି ନେପାଳ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ବେଳେ ଏହାର…

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ 

ନୂଆଦିଲ୍ଲୀ : ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ  । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ସମାରୋହରେ ତାଙ୍କୁ ଶପଥପାଠ କରାଇଛନ୍ତି । ୧୦ ନଭେମ୍ୱର ୨୦୨୪ ପର୍ଯ୍ୟନ୍ତ ସେ କାର୍ଯ୍ୟରେ ରହିବେ । ସେ ସୁପ୍ରିମକୋର୍ଟର ୫୦ତମ ପ୍ରଧାନ…

ସିଡନୀରେ ପ୍ରଥମ ସେମିଫାଇନ ଆଜି: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

ସ୍ବିଡନୀ: ଟି-ଟ୍ବେଣ୍ଟି ବିଶ୍ବକପ ପ୍ରଥମ ସେମି ଫାଇନାଲରେ ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ମ୍ୟାଚ ଜିତିବା ପାଇଁ  ଦୁଇଦଳ ଦୁଇ ଦିନ ହେଲା ଝାଳବୁହା ପ୍ରାକ୍ଟିସ କରିଛନ୍ତି ।  ତେବେ ପାକିସ୍ତାନ ଦୁଇ ଓପନର ଫର୍ମରେ ନାହାଁନ୍ତି । ବାବର ଏବଂ ରିଜଓ୍ବାନ ଫର୍ମରେ ନଥିଲେ…

ଶ୍ରୀଜିଉଙ୍କର ବନକଲାଗି ନୀତି

ପୁରୀ : ଆଜି ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କର ବନକଲାଗି ନୀତି । ଦ୍ବିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ ।  ବୁଧବାର ମହାପ୍ରଭୁଙ୍କ ବନକ ଲାଗି ନୀତି  । ବନକଲାଗି ପାଇଁ ହିଙ୍ଗୁଳ,…

ଆଜି ଛାଡଖାଇ, ଆମିଷ ଦୋକାନ ଆଗରେ ଲମ୍ବା ଲାଇନ

ଭୁବନେଶ୍ବର: ଆଜି ଛାଡଖାଇ ପାଇଁ ସାରା ଓଡ଼ିଶାରେ ଆମିଷ ଦୋକାନରେ ସକାଳୁ ସକାଳୁ ଗହଳି ଲାଗିଛି । ପୂଣ୍ୟମାସ କାର୍ତ୍ତିକ ମାସ ଶେଷ ହେବା ପରେ  ଆଜି ଛାଡ ଖାଇ ପଡିଛି। ଅଧିକାଂଶ ଲୋକେ  ଘରେ ଘରେ ମାଛ ମାଂସର ଆସର କରିବାକୁ ଆଜିକୁ ଅପେକ୍ଷା କରିଥାନ୍ତି । କାର୍ତ୍ତିକ ମାସ ତମାମ ପୂଣ୍ୟମାସ…

ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ୨ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା : ଆଜି ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଯାଇଛି ।  ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟ ଭୁଇଁପୁର ଛକରେ ଏଭଳି ଦୁଃଖଦ ଘଟଣା ଘଟିଛି ।  ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ…

ବକ ପଞ୍ଚୁକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ସ୍ଵଭାବରେ କାଉ ବଡ଼ ଚତୁର, ଏଇ କଥା ସେ ବହୁକାଳରୁ ଶୁଣିଆସୁଛି । କିନ୍ତୁ କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ବଗ ବି ଆମିଷ ଖାଉନଥିବାରୁ ବକ ପଞ୍ଚୁକ ନାମଦେଇ କହିବାଟା.. କାଉର ହଜମ ହେଲାନି । ତା' ଯୁକ୍ତିହେଲା ଆମେ ଉଭୟେ ନନଭେଜ, ମାନେ ଆମିଷପ୍ରିୟ ପକ୍ଷୀ ।…