ଚାକିରି ଦେବା ନାଁରେ ୧.୪୭ କୋଟି ଟଙ୍କାର ଠକେଇ, ଗିରଫ ହେଲା ଅଭିଯୁକ୍ତ
ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚ ଶାଖାର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ଶନିବାର ଜଣେ ଠକକୁ ଗିରଫ କରିଛି।ବାଲେଶ୍ବର ଜିଲ୍ଲା ଚନ୍ଦନଶ୍ୱର ଅଞ୍ଚଳରୁ ଗିରଫ ହୋଇଛି ଠକ ଜୟନ୍ତ ମହାନ୍ତି। ଯିଏକି ଅନ୍ୟକୁ ଠକି ରୋଜଗାର କରିବାର ଉଦ୍ଦେଶ୍ୟ ରଖିଥିଲା। ଚାକିରୀ କରାଇଦେବା ନାଁରେ ସମ୍ପୃକ୍ତ…