Latest Odisha News

BREAKING NEWS

Yearly Archives

2022

୪ ବର୍ଷୀୟ ଝିଅକୁ ଦୁଷ୍କର୍ମ କରି ଆଖୁ କିଆରିରେ ଫିଙ୍ଗି ଦେଲା ଯୁବକ

ମଧ୍ୟପ୍ରଦେଶ : ପୁଣି ସାମ୍ନାକୁ ଆସିଲା ଦୁଷ୍କର୍ମ ଅଭିଯୋଗ। ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିବା ଘଟଣା ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଚେତ ଅବସ୍ଥାରେ ଶିଶୁ କନ୍ୟାକୁ ଆଖୁ କିଆରିରୁ ଉଦ୍ଧାର କରାଯାଇଛି । ଏନେଇ ଚିକିତ୍ସା ପାଇଁ ତାଙ୍କୁ ଇନ୍ଦୋରର ଗୋଟିଏ…

ଟ୍ୱିଟର ର ବ୍ଲୁ ଟିକ୍ ପାଇଁ ଦେବାକୁ ପଡିବ 8 ଡଲାର: ମସ୍କ

ସାନ ଫ୍ରାନସିସ୍କୋ:  ଟ୍ୱିଟର ର ବ୍ଲୁ ଟିକ ପାଇଁ ଦେବାକୁ ପଡିବ 8 ଡଲାର । ଏହା ଘୋଷଣା କରିଛନ୍ତି ଟୁଇଟର ମାଲିକ ଏଲନ ମସ୍କ । ଆପଣ ଯଦି ଟୁଇଟରରେ ଆକାଉଣ୍ଟ ଅଛି ତେବେ ବ୍ୟସ୍ତ ହୁଅନ୍ତୁନି ଏବେ ଆପଣଙ୍କୁ ମଧ୍ୟ ମିଳିଯିବ ବ୍ଲୁ ଟିକ୍ । ବାସ ଅପଣଙ୍କୁ ଦେବାକୁ ପଡିବ ଆଠ ଡଲାର , ମାନେ 661.76…

ଜମ୍ମୁକାଶ୍ମୀର ଏନକାଉଣ୍ଟରରେ ୪ ଆତଙ୍କବାଦୀ ମୃତ

ଶ୍ରୀନଗର: ପୁଣି ଆତଙ୍କବାଦୀ -ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି 4 ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ।  ଶ୍ରୀନଗରରୁ ୩ ଜଣ ହାଇବ୍ରିଡ ଆତଙ୍କବାଦୀ ଗିରଫ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର ଇ ତୋଇବାର କମାଣ୍ଡର ମୁଖତାର ଭଟ ଏବଂ ଜଣେ ବିଦେଶୀ ଆତଙ୍କବାଦୀ ରହିଛି। ତିନି…

ଜର୍ମାନୀ କନସୁଲେଟ୍ ଜେନେରାଲ୍ ଙ୍କୁ ଭେଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଜର୍ମାନୀର କନସୁଲେଟ୍ ଜେନେରାଲ୍ ଏବଂ ଜର୍ମାନ ସଂସଦର ପ୍ରତିନିଧି ଦଳ । ନବୀନ ନିବାସରେ ଏହି ସାକ୍ଷାତ ସମୟରେ ବାଣିଜ୍ୟ, ନିବେଶ ଏବଂ ପାରସ୍ପରିକ ସମ୍ପର୍କକୁ ନେଇ ଫଳପ୍ରଦ ଆଲୋଚନା ହୋଇଛି । ଏଥିସହ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ…

ଦିଲ୍ଲୀ ବାୟୁ ପ୍ରଦୂଷଣ ପାଇଁ ଦାୟୀ କିଏ? ଚାଲିଛି ଦୋଷ ଲଦାଲଦି

ନୂଆ ଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନେଇ ବିିଜେପି- ଆପ ମଧ୍ୟରେ ଯୁକ୍ତତର୍କ ଚାଲିଥିବା ବେଳେ ସାଧାରଣ ଲୋକେ କିନ୍ତୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶୀତ ଆସିଲେ ଦିଲ୍ଲୀରେ ପୁଣି ଥରେ ପ୍ରଦୂଷଣର  ଏକ ଗ୍ୟାସ ଚାମ୍ବର ପରି ପରିସ୍ଥିତି ସୃଷ୍ଟି ହେଉଥିବାରୁ ବର୍ଷ ବର୍ଷ ଧରି…

ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡଲେ ସୁରକ୍ଷା ପାଇଁ ପାଟ୍ରୋଲିଂ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ଅଂଚଳରେ ଆଗକୁ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡେଲଙ୍କ ଆଗମନ ପ୍ରକ୍ରୀୟା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି କଇଁଛଙ୍କ ସୁରକ୍ଷା ପାଇଁ ମଙ୍ଗଳବାର ଠାରୁ ସାମୁଦ୍ରିକ ପାଟ୍ରୋଲିଂ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ…

ଆସନ୍ତୁ ଜାଣିବା କେଉଁଠାରେ ଅଛି ଏସିଆର ବୃହତମ ମହିଳା ବଜାର

ଇମ୍ପାଲ: ଭାରତର ଉତର ପୂର୍ବାଂଚଳର ମଣିପୁର ଏକ ମନଲୋଭ ରାଜ୍ୟ । ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସୁସ୍ଥ ବାତାବରଣ ଏହାକୁ ଅନ୍ୟ ରାଜ୍ୟଠାରୁ ଭିନ୍ନ କରିଥାଏ । ଆଉ ଏଠାରେ ଅଛି ଏସିଆର ସବୁଠାରୁ ବଡ ମହିଳା ବଜାର । ଆଜ୍ଞା ହଁ.. କେବଳ ବିବାହିତ ମହିଳାଙ୍କୁ ବ୍ୟବସାୟ କରିବା ପାଇଁ ଅନୁମତି…

ମୋର୍ବି ଦୁର୍ଘଟଣା ପାଇଁ ପୁଟିନ, ବାଇଡେନ, ଜିନପିଙ୍ଗଙ୍କ ସହ ବିଦେଶରୁ ଛୁଟୁଛି ଶୋକ ବାର୍ତ୍ତା

ଗାନ୍ଧୀନଗର: ଗୁଜରାଟର ମୋର୍ବି ଝୁଲାପୋଲକୁ ନେଇ ସାରା ବିଶ୍ବରେ ଗଭୀର ଶୋକ ପ୍ରକାଶ ପାଇଛି । ଏନେଇ ବିଶ୍ବନେତାମାନେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଶୋକବାର୍ତା ପଠାଉଥିବା ଦେଖାଯାଇଛି । ଭାରତର ଏଭଳି ଦୁଃଖ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ,…

ଏ ବର୍ଷ ବି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ପୁରୀ: ମିଳିବନି ଦୁର୍ଲଭ ସୁନାବେଶ ଦର୍ଶନ । ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣମୀରେ ହେବାକୁ ଥିବା ଶ୍ରୀଜୀଉଙ୍କ ଦୁର୍ଲଭ ଦର୍ଶନରୁ ଏଥର ବି ବଞ୍ଚିତ ହେବେ ଭକ୍ତ । ୨ ବର୍ଷ ଧରି କରୋନା କଟକଣା ପାଇଁ କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରି ପାରି ନଥିଲେ ଶ୍ରଦ୍ଧାଳୁ ।…