Latest Odisha News

BREAKING NEWS

Yearly Archives

2022

ପାରାଦୀପରେ ମତ୍ସ୍ୟଜୀବୀଙ୍କୁ ମାଛଧରା ବାରଣ

ପାରାଦୀପ: ସମୁଦ୍ରକୂଳରେ ମାଛ ଧରିବା ମନା ।  ଆଜିଠାରୁ ସରକାରଙ୍କ ତରଫରୁ ଲାଗିଛି କଟକଣା । ଅଲିଭ ରିଡଲେ କଇଁଛଙ୍କ ଆଗମନ ଓ ବଂଶବୃଦ୍ଧିକୁ ଦୃଷ୍ଟିରେ ରଖି ବନ ବିଭାଗ, ତଟରକ୍ଷୀ ବାହିନୀ, ବିଭିନ୍ନ ସାମୁଦ୍ରିକ ଥାନା ସହିତ ମତ୍ସ୍ୟ ବିଭାଗ ତରଫରୁ ମତ୍ସ୍ୟଜୀବୀ ମାନଙ୍କୁ ସୂଚନା ଦିଆଯିବା ସହିତ…

ମେଡିକାଲ କଲେଜ ଓ ଆୟୁର୍ବେଦ ଆରୋଗ୍ୟ କେନ୍ଦ୍ର ପାଇଁ ଜମି ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡାରେ ନିର୍ମାଣ ହେବ ଏଲୋପାଥି ମେଡିକାଲ କଲେଜ ଏବଂ ଆୟୁର୍ବେଦ ଆରୋଗ୍ୟ କେନ୍ଦ୍ର । ଆର୍ଟ ଅଫ ଲିଭିଂ ଅନୁଷ୍ଠାନ ପକ୍ଷରୁ ଏହି ମେଡିକାଲ କଲେଜ ଓ ଆରୋଗ୍ୟ କେନ୍ଦ୍ର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିଲା । ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ,…

ବିଜେଇଏମ ସ୍କୁଲ -୨ ରେ ଅଟଳ ଟିଙ୍କରିଙ୍ଗ ଲ୍ୟାବର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ଭୁବନେଶ୍ୱର ତିନି ଦିନ ଧରି ଭୁବନେଶ୍ୱର ଉପକଣ୍ଠସ୍ଥ ସତ୍ୟଭାମାପୁର ସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ୨ର ଅଟଲ ଟିଙ୍କରିଙ୍ଗ ଲ୍ୟାବର ବାର୍ଷିକ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ସଭାପତି ରଘୁନାଥ…

ବାଂଲାଦେଶକୁ ହରାଇବା ଲକ୍ଷ୍ୟରେ ଓହ୍ଲାଇବ ଟିମ ଇଣ୍ଡିଆ

ଆଡିଲେଡ: ଟି୨୦ ବିଶ୍ୱକପ କ୍ରିକେଟର ସୁପର ୧୨ ମୁକାବିଲାରେ ବୁଧବାର ଭାରତ-ବାଂଲାଦେଶ ପରସ୍ପରକୁ ଭେଟିବେ । ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ ଏହି ମୁକାବିଲା ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଉଭୟ ଟିମ ୪ ପଂଏଟ ହାସଲ କରିଛନ୍ତି । ରନରେଟ…

ସରିଲା ଧାମନଗର ଉପନିର୍ବାଚନ ପ୍ରଚାର

ଧାମନଗର: ସରିଲା ଧାମନଗର ଉପନିର୍ବାଚନ ପ୍ରଚାର । ୩ ତାରିଖରେ ପଡିବ ଭୋଟ୍ । ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ସରିଛି ହାଇଭୋଲଟେଜ୍ ପ୍ରଚାର । ଆଜି ଶେଷ ଦିନରେ ବି ଧାମନଗରକୁ ଛୁଟିଥିଲେ ତିନି ଦଳର ହେଭିଓ୍ୱେଟ ନେତା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବି ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ…

ଚାଲି ଚାଲି ଘରକୁ ଫେରିବା ବେଳେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼

କଟକ: ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ । କଟକର ବିଚ୍ ରାସ୍ତା ଉପରେ ଚାଲି ଚାଲି ଯାଉଥିବା ଜଣେ ଯୁବତୀଙ୍କୁ ଛୁରାମାଡ଼ କରିଛନ୍ତି ଯୁବକ । ସୂଚନା ଅନୁସାରେ, ଫୁଲନଖରାର ଏକ ଇଞ୍ଜିନୟରିଂ କଲେଜରୁ ଛାତ୍ରୀ ଜଣଙ୍କ ବସ୍ ଯୋଗେ ଫେରି ପ୍ରତାପ ନଗରୀ ସ୍ଥିତ ଘରକୁ ଚାଲି ଚାଲି ଯାଉଥିଲେ ।…

ଏଥର ଟି୧୦ ଲିଗରେ କମାଲ କରିବେ ରାଇନା

ଆବୁଧାବି: ଭାରତର ପୂର୍ବତନ କ୍ରିକେଟର ତଥା ଆଇପିଏଲ ଷ୍ଟାର ସୁରେଶ ରାଇନା ଏଥର ଟି୧୦ ଲିଗରେ କମାଲ କରିବେ । ଚେନ୍ନାଇ ସୁପର କିଙ୍ଗସର ଏହି ଷ୍ଟାର ଖେଳାଳିଙ୍କ ସହ ଡେକାନ ଗ୍ଲାଡିଏଟର ଚୁକ୍ତି କରିଛି । ଆବୁଧାବି ଟି୧୦ ଲିଗରେ ଏଥର ଡେକାନ ପଲା ଭାରୀ ରହିବ ବୋଲି ଟିମ ପକ୍ଷରୁ କୁହାଯାଇଛି । ଡେକାନ…

ଗୋରକ୍ଷଣୀ ଅନୁଷ୍ଠାନର ୮୦ତମ ବାର୍ଷିକ ଉତ୍ସବ ଆୟାେଜିତ

କଟକ : ୮୦ ବର୍ଷ ରେ ପଦାର୍ପଣ କରିଛି ଅସୁରେଶ୍ବର ଗୋରକ୍ଷଣୀ ଅନୁଷ୍ଠାନ । ୧୯୪୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ଗୋରକ୍ଷଣୀ ଅନୁଷ୍ଠାନର ଆଜି ୮୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅନୁଷ୍ଠାନରେ କେବଳ ରୋଗୀଣା,ଛୋଟା ଓ ଅକର୍ମଣ୍ୟ ଗୋରୁ, ଗାଈ ଓ ଷଣ୍ଢ ମାନଙ୍କୁ ଖାଦ୍ୟ, ଔଷଧ…

ନିର୍ମାଣାଧୀନ ବିଜେପି ଅଫିସ୍ ଉପରେ ଜରିମାନା କଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ଥମୁନି ଆପ୍-ବିଜେପି ଯୁଦ୍ଧ । ପୁଣି ଥରେ ଦିଲ୍ଲୀରେ ମୁହାଁମୁହିଁ ହୋଇଛ ଆମ୍ ଆଦମୀ ପାର୍ଟି ଓ ବିଜେପି । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟ ନିର୍ମାଣ ଉପରେ କେଜ୍ରିୱାଲ୍ ସରକାର ରୋକ୍ ଲଗାଇବା ସହ ଜରିମାନା କରିଛି । ପ୍ରଦୂଷଣ ପାଇଁ କେଜ୍ରିୱାଲ୍ ସରକାର ନିର୍ମାଣ ବନ୍ଦ କରିବା ସହ ୫…

ନୂଆପଡା ଖଡିଆଳରେ ଶିକ୍ଷାର ଅବ୍ୟବସ୍ଥା, କବଜାରେ ଅଙ୍ଗନଓ୍ୱାଡି କେନ୍ଦ୍ର

ଶିଶୁଙ୍କ ବିକାଶରେ ମୂଳଦୁଆ ପକାଇଥାଏ ଅଙ୍ଗନଓ୍ୱାଡି କେନ୍ଦ୍ର । କୋମଳ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ମାନ ବୃଦ୍ଧି ଦିଗରେ ସରକାର ଯେତେ ତତ୍ପର ହେଲେ ମଧ୍ୟ ତାହାର ସୁଫଳ ମିଳୁପାରୁନାହିଁ । ନୂଆପଡା ଜିଲ୍ଲା ଖଡ଼ିଆଳରେ ଏପରି କେତେକ ଅଙ୍ଗନଓ୍ୱାଡି କେନ୍ଦ୍ରରେ ଅବ୍ୟବସ୍ଥା ସରକାରଙ୍କ ଦୃଷ୍ଟି…