Latest Odisha News

BREAKING NEWS

Yearly Archives

2022

ସାବଧାନ! ଲିପଷ୍ଟିକ୍ ଲଗାଇଲେ ହୋଇପାରେ ପାର୍ଶ୍ୱପ୍ରତିକ୍ରିୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି କିଏ ବା ସୁନ୍ଦର ଦେଖାଯିବାକୁ ପସନ୍ଦ କରେ ନାହିଁ ? ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ପଦାର୍ଥ ମଧ୍ୟ ଉପଲବ୍ଧ। ଏଥି ମଧ୍ୟରୁ ଗୋଟିଏ ହେଉଛି ଲିପଷ୍ଟିକ୍। କିନ୍ତୁ ଆପଣ ଜାଣନ୍ତି କି ଏହି ସବୁ ଲିପଷ୍ଟିକରେ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ,…

ରହସ୍ୟରେ ପରିପୂର୍ଣ୍ଣ ଭାରତର ଐତିହାସିକ ଗୁମ୍ଫା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ରର ଜଲଗାଓଁ ସହରରେ ଅବସ୍ଥିତ ଅଜନ୍ତା ଏବଂ ଏଲୋରା ଗୁମ୍ଫାର କୌଣସି ପରିଚୟର ଆବଶ୍ୟକତା ନାହିଁ। ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ଗୁମ୍ଫାଗୁଡ଼ିକୁ ଦେଖିବାକୁ ଆସନ୍ତି। ତେବେ ଏହି ଦୁଇଟି ଗୁମ୍ଫା ପରସ୍ପରଠାରୁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ। ଏହା…

ସଫଳତା ପାଇବା ପାଇଁ ଏହିପରି ଜୀବନଶୈଳୀ ଆପଣାନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନିତୀ ମନୁଷ୍ୟର ଜୀବନକୁ ସଫଳ କରିବା ପାଇଁ ପ୍ରେରଣା ଯୋଗାଏ। ଚାଣକ୍ୟ ନିତୀରେ ଯେଉଁ ଜିନିଷଗୁଡ଼ିକ ଉଲ୍ଲେଖ କରାଯାଇଛି ତାହା ଜଣେ ବ୍ୟକ୍ତି କେବେବି ଭୁଲିଯିବା ଉଚିତ୍ ନୁହେଁ। ତେବେ ଆସନ୍ତୁ ଜାଣିବା କିପରି ଜୀବନଶୈଳୀ ଆପଣେଇଲେ…

ସାଧନାରୁ ସିଦ୍ଧି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ 'ଚେତନାର ଚୌହଦୀ' ଜୀବନ ଧାରଣ ପାଇଁ ଯେପରି ଆବଶ୍ୟକତା ରହିଛି ଯଥା:- ଅନ୍ନ, ବସ୍ତ୍ର ଓ ବାସଗୃହ। ସେହିପରି ଆତ୍ମାର ପ୍ରଗତି ନିମନ୍ତେ ଉପାସନା, ସାଧନା ଓ ଆରାଧନାର ପ୍ରୟୋଜନ ରହିଛି। ଉପାସନାର ଅର୍ଥ ହେଉଛି, ଭକ୍ତ ନିଜକୁ ଭଗବାନଙ୍କ ପାଖରେ ସମର୍ପଣ…

ଜ୍ୟାକି ଶ୍ରଫଙ୍କ ସହ ନଜର ଆସିଥିବା ପାକିସ୍ତାନୀ ସୁନ୍ଦରୀ ଦିନେ ଭାରତୀୟଙ୍କ ମନ କିଣିଥିଲେ

ନୂଆଦିଲ୍ଲୀ: ଜ୍ୟାକି ଶ୍ରଫଙ୍କ ସହ ଫଟୋରେ ଦେଖାଯାଇଥିବା ଏହି ପାକିସ୍ତାନୀ ସୁନ୍ଦରୀ ଏକଦା ଭାରତୀୟ ପ୍ରଶଂସକଙ୍କ ହୃଦୟର ମାଲିକ ପାଲଟିଥିଲେ। ଏହି ଅଭିନେତ୍ରୀ କେବଳ ଅଳ୍ପ କିଛି ଚଳଚ୍ଚିତ୍ର କରିଥିଲେ, କିନ୍ତୁ ସେହି ଚଳଚ୍ଚିତ୍ରଗୁଡ଼ିକ ସ୍ମରଣୀୟ ହୋଇଗଲା। ତାଙ୍କ ଦ୍ୱାରା ଅଭିନିତ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବଙ୍କର କଲ୍ ଥିଲା , ନେଟୱର୍କ ସର୍ଭିସ ନଥିଲା ଫୋନରେ କଥା କଟି କଟି ଯାଉଥିଲା , ତାପରେ କାମ ବି ଥିଲା ସେଥିପାଇଁ ଫୋନ ରିସିଭ କରି ନ ଥିଲି । କୁହ କଣ କହୁଥିଲ ? ମୁଁ ଠିକ ଅଛି ,ଏଠି ଖାଇବା ପିଇବା ବି ଭଲ ।ମୋ ପାଇଁ…

ଭାଷା ଭାଗବତ : ଅତୀତ ଅନୁସାରୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସ୍କୃତ ହେବାରୁ ଦୁର୍ବୋଧ୍ୟ ଲେଖକେ କଲେ ଅନୁବାଦ ଅନେକ ସ୍ଥାନୀୟ ଭାଷାରେ ବ୍ୟାପିଲା ସମଗ୍ର ଦେଶରେ ଲୌକିକ ଭାଷାକୁ ଆଶ୍ରୟି ଗ୍ରଂଥ, ପୁରାଣ କାଳଜୟୀ ହୋଇଲେ, ପାଇଲେ ସ୍ବୀକୃତି ଏପରି ହେଲା ଜ୍ଞାନୋନ୍ନତି ଏବେ…

ନ୍ୟାଶା ଦେବଗନ ଏବଂ ବନ୍ଧୁମାନଙ୍କ ସହ ପାର୍ଟି କଲେ ଆର୍ଯ୍ୟାନ୍ ଖାନ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ନ୍ୟାସା ଦେବଗାନଙ୍କ ବନ୍ଧୁ ଓରହାନ ଅବତରମାଣି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପ୍ରାୟତଃ ଫୋ ଏବଂ ଭିଡିଓ ସେୟାର କରନ୍ତି। ପାର୍ଟି କରିବା ସମୟରେ ସେ ସେଲିବ୍ରିଟିମାନଙ୍କ ସହିତ ଫଟୋ ସେୟାର୍ କରନ୍ତି। ନିକଟରେ ସେ ରବିବାର ଦିନ ନିର୍ମାତା-ଲେଖକ ଅମୃତ ପାଲ ବିନ୍ଦ୍ରାଙ୍କ ଦିପାବଳୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ସିଂହଦ୍ୱାର ଗୁମୁଟ ମଧ୍ୟରେ ମୂଖ୍ୟ ଆକର୍ଷଣ ଭାବେ ଆମ ଆଗରେ ଉଭା ହୋଇଛନ୍ତି ପ୍ରଭୂ "ପତିତପାବନ "। ନିଜକୁ ପତିତ ସଜାଇ ଆମେମାନେ ଭକ୍ତି ନିବେଦନ କରି…