ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୯)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସମୟ ଦିନ ବାରଟା ତିରିଶ ମିନିଟ ।ଘର ପୁରା ଖାଲି ଖାଲି ଲାଗୁଛି ! ପିଲାମାନେ ସ୍କୁଲକୁ ଆଉ ସମ୍ଭବ ଟୁର୍ ରେ କିଛି ଦିନ ପାଇଁ ବାହାର କୁ ଚାଲି ଯାଇଛନ୍ତି ।ପାଗ ଥଣ୍ଡା ,ହାଲ୍କା କୋହଲା ପବନ ଦେହକୁ ଭଲ ଲାଗୁଛି । ଘରର କାମ ସାରି…