ସାମ୍ବାଦିକ ସମ୍ମିଳନୀ କରି ସରପଞ୍ଚଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ
ଯାଜପୁର: ସରପଞ୍ଚଙ୍କ ପରିବାର ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କଲେ ଗ୍ରାମବାସୀ । ଯାଜପୁର ବିଞ୍ଝାରପୁର ବ୍ଲକ ଗୁହାଳି ପଞ୍ଚାୟତର ସରପଞ୍ଚ ଦିବ୍ୟଜ୍ୟୋତି ଘଡାଇ ଓ ତାଙ୍କ ପରିବାର ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପଞ୍ଚାୟତବାସୀ। ସରପଞ୍ଚଙ୍କ ଶ୍ଵଶୂର, ସ୍ଵାମୀ ଓ ଦିଅର…