Latest Odisha News

BREAKING NEWS

Yearly Archives

2022

ଦେଶରେ ପ୍ରଥମ: ବାପା ବସିଥିବା ପ୍ରଧାନ ବିଚାରପତି ଆସନରେ ବସିବେ ପୁୁଅ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ଚନ୍ଦ୍ରଚୂଡ ହେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଲିତ ଜଷ୍ଟିସ୍ ଧନଞ୍ଜୟ ଓ୍ୱାଇ ଚନ୍ଦ୍ରଚୂଡଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ…

ପାନୀୟରେ ନିଶା ଦେଇ ଅର୍ଚ୍ଚନା ସୁଟ୍ କରିଥିଲେ ନଗ୍ନ ଭିଡିଓ !

ଭୁବନେଶ୍ୱର: ଖୋଲୁଛି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର । କିଭଳି ସେ ଯୁବତୀଙ୍କୁ ତା ଜାଲରେ ଫସାଇ ଅନୈତିକ କାରବାରରେ ଲିପ୍ତ କରୁଥିଲା ଜଣାପଡ଼ିଛି । ନିଜ ଜାଲରେ ନିଜେ ପଡ଼ି ଅର୍ଚ୍ଚନା ଜେଲ୍ ଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ମିଳିଛି ।…

ବିକାଶର ଅସଲ ସ୍ୱରୁପ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ସାରା ଦେଶରେ ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ବିକାଶର ଶିଡ଼ିରେ ଆମ ରାଜ୍ୟ ଓଡ଼ିଶା ଆଗକୁ ଆଗକୁ ଯାଉଛି ବୋଲି ବାରମ୍ବାର ଦାବୀ କରାଯାଉଛି ଓ ଭିନ୍ନ ଭିନ୍ନ ରିପୋର୍ଟରେ ମଧ୍ୟ ତାହା ପ୍ରତିଫଳିତ ହେଉଛି ।…

ଦୁଷ୍କର୍ମ ମାମଲାରେ ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ । ୨୦୧୭ ମସିହାରେ ଏକ ଦୁଷ୍କର୍ମ ମାମଲାରେ ସଜା କାଟୁଥିଲେ ମୟୂରଭଞ୍ଜ ରାଇରଙ୍ଗପୁରର ବିଶୋଇ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ କୁମ୍ଭାରସାହି ଗ୍ରାମର ଚୈତନ୍ୟ ବେହେରା (୬୫) । ଗତକାଲି ତାଙ୍କର ମୃତ୍ୟୁ ଘଟିଛି। କିଛି ଦିନ…

ଅନୁଭୂତ ହେଲା ଶୀତୁଆ କୁହୁଡ଼ି, ଆରମ୍ଭ ହେବ ଶୀତ

ଭୁବନେଶ୍ୱର: ଧର୍ମ ମାସ କାର୍ତ୍ତିକ ଆରମ୍ଭ ସହ ରାଜ୍ୟରେ ଶୀତୁଆ କୁହୁଡ଼ି ଅନୁଭୂତ ହୋଇଛି । ଆଜି ଭୋରରୁ ରାଜଧାନୀରେ ଅନୁଭୂତ ହୋଇଛି ଚଳିତ ମାସର ପ୍ରଥମ ଘନକୁହୁଡ଼ି । ଘନକୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୧୦୦ ମିଟର ଥିବାବେଳେ ୧ ଘଣ୍ଟା ମଧ୍ୟରେ ଦୃଶ୍ୟମାନ ଦୂରତା ୩୫୦୦ ମିଟର ତଳକୁ ଖସିଥିଲା ।…

ଶରଧାବାଲିରେ ୫୫ତମ କୁମାର ଉତ୍ସବ

ପୁରୀ : ଶରଧାବାଲିରେ ୫୫ତମ କୁମାର ଉତ୍ସବ ପାଳିତ । ପରମ୍ପରା ଅନୁଯାୟୀ ପୁରୀରେ ଦୀର୍ଘ ୫୫ବର୍ଷ ଧରି ଏହି କୁମାର ଉତ୍ସବ ପାଳିତ ହୋଇଆସୁଛି  । ପୁରୀବାସୀ, ସଂସ୍କୃତି ପ୍ରେମୀ, ଭକ୍ତ ଓ ଦର୍ଶନାର୍ଥିଙ୍କୁ ପରମ୍ପରା ସହିତ ଯୋଡି ରଖିବାର କୁମାର ଉତ୍ସବ ହେଉଛି ଏକ ଅଭିନବ ପ୍ରୟାସ । ୧୦ ତାରିଖରୁ  …

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା, ମମତାଙ୍କ ଦଳର ଆଉ ଜଣେ ବିଧାୟକ ଗିରଫ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଆଉ ଜଣେ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ। ଇଡି ଏହି ବିଧାୟକଙ୍କୁ ଗିରଫ କରିଛି। ଏହାପୂର୍ବରୁ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଗିରଫ ହୋଇ ଜେଲରେ ରହିଛନ୍ତି। ମାଣିକ…

ଅକ୍ଟୋବର ମାସ ଆସିଲେ ଉପକୂଳିଆ ଲୋକଙ୍କୁ ଘାରୁଛି ବାତ୍ୟା ଭୟ

ଭୁବନେଶ୍ୱର: ପ୍ରତିବର୍ଷ ବାତ୍ୟା ଦେଖୁଛି ଓଡ଼ିଶା । କେବେ ମେ’ତ ଆଉ କେବେ ଅକ୍ଟୋବର ଓ ନଭେମ୍ବରରେ ଓଡ଼ିଶାରେ ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ । ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ବଙ୍ଗୋପସାଗରରେ ୧୮୭୭-୨୦୦୫ ମସିହା ମଧ୍ୟରେ ବଢ଼ିଛି ବାତ୍ୟା ସଂଖ୍ୟା । ମୁଖ୍ୟତଃ ଏସବୁ ବାତ୍ୟା ମେ ମାସରୁ ନେଇ…

ସ୍ୱଳ୍ପ ଗଳ୍ପ : ନାଆଁଟି ସ୍ୱାଦଯୁକ୍ତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୮ ସେ ଜଣେ ବିଦ୍ୱାନ। ଧର୍ମ ଶାସ୍ତ୍ର ସମ୍ପର୍କିତ ତାଙ୍କର ଜ୍ଞାନ ପ୍ରାଞ୍ଜଳ ଏବଂ ସ୍ପଷ୍ଟ ଆଉ ତାହା ସହିତ ତାଙ୍କର ପ୍ରତ୍ୟୁତ୍ପନ୍ନମତିତା ସେ ସମୟର ପ୍ରସିଦ୍ଧ ମୁଗଲ ସମ୍ରାଟ ଆକବରଙ୍କୁ ସବୁ ସମୟରେ ମୁଗ୍ଧ କରି ରଖିବା ଭଳି କଥାର…

ଆଜି ବି ଅଛନ୍ତି ରେଖା ଓ ଅମିତାଭ ବଚ୍ଚନଙ୍କ ଦିୱାନା, ଜାଣନ୍ତୁ ଏହି ଯୋଡିଙ୍କ ପ୍ରେମ କାହାଣୀ

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ କାହାଣୀ ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି। ସେମାନଙ୍କର ପ୍ରେମ କାହାଣୀ ଏବେ ମଧ୍ୟ ଲୋକମାନଙ୍କ ପାଇଁ ଏକ ଆଲୋଚନାର ବିଷୟ ପାଲଟିଥାଏ। ଯଦିଓ ଅମିତାଭ ବଚ୍ଚନ ଜୟା ବଚ୍ଚନଙ୍କୁ ବିବାହ କରିଛନ୍ତି, କିନ୍ତୁ ତାଙ୍କର ପ୍ୟାର କା ପଞ୍ଚନାମା କେବଳ…