Latest Odisha News

BREAKING NEWS

Yearly Archives

2022

ବିଜେପିରୁ ସୂର୍ଯ୍ୟବଂଶୀଙ୍କ ନାମାଙ୍କନ ଦାଖଲ, ପ୍ରାର୍ଥୀ ଚୟନକୁ ନେଇ ଦୋଛକିରେ ବିଜେଡି ଓ କଂଗ୍ରେସ

ଭଦ୍ରକ: ଧାମନଗର ପାଇଁ ଛାତି ଧଡ଼ ଧଡ଼ । ମଙ୍ଗଳବାର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସୂର୍ଯ୍ୟବଂଶୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ବିଜେପି ରାଜ୍ୟ ସଭାପତି ସମୀର ଦାସଙ୍କ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସାମିଲ୍…

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ରାମ ସେତୁ’ର ଟ୍ରେଲର, ବହୁତ ପସନ୍ଦ କରୁଛନ୍ତି ଲୋକେ

ମୁମ୍ବାଇ: ବଲିଉଡ ଖିଲାଡି ତଥା ଅକ୍ଷୟ କୁମାର ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ରାମ ସେତୁର ଟ୍ରେଲର କିଛି ସମୟ ପୂର୍ବେ ରିଲିଜ ହୋଇଛି। ଏହି ଟ୍ରେଲରଟି ରିଲିଜ ହେବାର ଏକ ଘଣ୍ଟା ମଧ୍ୟରେ ଲକ୍ଷାଧିକ ଲୋକେ ଏହାକୁ ଦେଖିସାରିଛନ୍ତି। ପ୍ରଶଂସକଙ୍କୁ ଫିଲ୍ମ 'ରାମ ସେତୁ'ର ଟ୍ରେଲର ବହୁତ ପସନ୍ଦ…

ଚମକ ତ୍ୱଚା ପାଇଁ ଲଗାନ୍ତୁ ୩ ପ୍ରକାରର ଆଇସ୍ କ୍ୟୁବ୍, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ତ୍ୱଚା ପାଇଁ ଆଇସ୍ କ୍ୟୁବ ବା ବରଫ ବହୁତ ଲାଭଦାୟକ। ମୁହଁ ଏବଂ ବେକରେ ବରଫ ଘଷିବା ଦ୍ୱାରା ସୂର୍ଯ୍ୟକିରଣ ସମସ୍ୟାରୁ ମୁକ୍ତି ମିଳିଥାଏ। ତ୍ୱଚାକୁ ଏକ ପ୍ରାକୃତିକ ଚମକ ଆଣିବା ପାଇଁ ବରଫ ସାହାଯ୍ୟ କରେ। ଏହା ଆଖି ତଳ କଳା ଦାଗ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ…

ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଧାରଣା ଦେଲେ ଛାତ୍ରଛାତ୍ରୀ

କାମାକ୍ଷାନଗର: ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ଼ ପଞ୍ଚାୟତ ଅନ୍ତର୍ଗତ କୁନ୍ଦନଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲ ଫାଟକ ସାମ୍ନାରେ ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ…

ପଡ଼ିଆ ବାହାରେ ହେବ ‘ଫୁଟବଲ ଖେଳ’, ମୁହାଁମୁହିଁ ହେବେ ବିଜେପି-ବିଜେଡି!

ଭୁବନେଶ୍ବର: ଖେଳ ପଡିଆରେ ଯେଉଁ ଖେଳାଳି ଯେତେ ଗୋଲ୍ ଦେବେ ସେହି ଅନୁସାରେ ରାଜନୀତିର ପାରା ବଢିବ। ଆଉ ଯେଉଁ ଖେଳାଳି ଯେଉଁ ସରକାର ଦ୍ବାରା ନିଜର ଦକ୍ଷତା ବଢାଇଥିବ ସେହି ଦଳ ସେତେ ଶ୍ରେୟ ନେବାକୁ ପ୍ରୟାସ କରିବ। କଥାଟା ଟିକିଏ ଅଡୁଆ ଲାଗୁଥିବ ଆରମ୍ଭରୁ, ହେଲେ ଏହା ନିକଟ ଅତୀତରେ ହେବାକୁ…

ନିଖୋଜର ମାସେ ପରେ ମିଳିଲା ଡିପ୍ଲୋମା ଛାତ୍ରଙ୍କ ଶବ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା କନିଷିସ୍ଥିତ ‘କନିଷି ଢାବା’ରେ କାମ କରୁଥିବା ଜଣେ ଡିପ୍ଲୋମା ଛାତ୍ର ନିଖୋଜ ହେବାର ପ୍ରାୟ ମାସେ ପରେ ତାଙ୍କ ମୃତ ଦେହ ମିଳିଛି। ମୃତକ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରାକେଶପଙ୍କା ଗ୍ରାମର ହେମନ୍ତ ମଲ୍ଲିକ। ହେମନ୍ତ କନିଷି…

ଅର୍ଚ୍ଚନା ନାଗ ‘ହନିଟ୍ରାପ’ରେ ବିଜେଡି-ବିଜେପି ନେତା, ହଲଚଲ ହେଲା ରାଜନୀତି

ଭୁବନେଶ୍ୱର: ବୋଧହୁଏ ଓଡିଶାରେ ପ୍ରଥମ! ଜଣେ ପାଖାପାଖି ୩୦ ବର୍ଷୀୟ ଯୁବତୀର ଜାଲରେ ଫସିଛନ୍ତି ନେତା, ବାବୁ ଏବଂ ବ୍ୟବସାୟୀ। ଆଉ ଯୁବତୀଙ୍କ ମାୟାଜାଲ ଏତେ ଅଡୁଆ କରିଛି ଯେ ପୁଲିସ ମଧ୍ୟ ପାଟି ଚୁପ କରି ନିଜ କାମ କରୁଛି। ନା କୋଭିଡ ଅଛି ନା ଅଶାନ୍ତ ହେଲା ଭଳି ପରିସ୍ଥିତି କିନ୍ତୁ…

ମଦ ବାର ଖୋଲିବାକୁ ବିରୋଧ କଲେ ଗ୍ରାମବାସୀ

ଯାଜପୁର : ମଦ ବାର ଖୋଲିବା ନେଇ ଦେଖିବାକୁ ମିଳିଛି ହଟ୍ଟଗୋଳ । ବରି ବ୍ଳକ ବାଲିଆ ଗାଁରେ ପ୍ରସ୍ତାବିତ ମଦ ବାର ଖୋଲିବାକୁ ବିରୋଧ କଲେ ପଞ୍ଚାୟତବାସୀ । ଏ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ବରି ବ୍ଳକ ବାଲିଆ ପଂଚାୟତରେ ସାମଲ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପ୍ରସ୍ତାବିତ…

ଆସନ୍ତୁ ଜାଣିବା କେତେ ଉପକାରୀ ଓଟର ଲୁହ

ନୂଆଦିଲ୍ଲୀ: ମରୂଭୂମିରେ ଜାହଜ କୁହାଯାଉଥବା ଓଟ ଆମ ପାଇଁ କେତେ ଉପକାରୀ ତାହା ଆପଣମାନେ ଜାଣିବା ଉଚିତ । ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଥିବା ଏହି ପଶୁ ଏବେ ଆମ ପାଇଁ ମୂଲ୍ୟବାନ ସାଜିଛି । ଓଟର କ୍ଷୀର କେତେ ଉପକାରୀ ଓ ମୂଲ୍ୟବାନ ତାହା ଆପଣମାନେ ଜାଣନ୍ତି କି ? ଆମେରିକା, ୟୁରୋପ ଏବଂ…

ଉବର କ୍ୟାବରେ ୧୫ ମିନିଟ୍ ଯାତ୍ରା ପାଇଁ ୩୨ ଲକ୍ଷ ଟଙ୍କାର ବିଲ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପ୍ ଆଧାରିତ କ୍ୟାବ ସେବାରେ ବେଳେ ବେଳେ ଭୁଲ ବିଲ୍ ଆସିଯାଏ। ଏପରି ମାମଲା ସୋସିଆଲ ମିଡିଆରେ ପ୍ରାୟତଃ ସାମ୍ନାକୁ ଆସିଥାଏ। ନିକଟରେ ସମାନ ମାମଲାର ଏକ ଉଦାହରଣ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ ୧୫ ମିନିଟ୍ ଯାତ୍ରା କରିବା ମହଙ୍ଗା ପଡିଥିଲା। ବ୍ୟକ୍ତିଙ୍କ ୧୫…