Latest Odisha News

BREAKING NEWS

Yearly Archives

2022

ଠିକାଦାରର ଏସିଡ୍ ଆକ୍ରମଣରେ ଦୁଇ ଯୁବକ ଗୁରୁତର ଅଭିଯୋଗ

କଟକ: କଟକ ସହରରେ ଶନିବାର ସନ୍ଧ୍ୟାରେ ଏସିଡ୍ ଆକ୍ରମଣରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଲାଲବାଗ ଥାନାରେ ଏ ନେଇ ଅଭିଯୋଗ ହୋଇଛି। ଶନିବାର ସକାଳେ ବାଲୁ ବଜାରର ସତ୍ୟବାନ ସାହୁ (୧୯) ନାମକ ଜଣେ ଯୁବକଙ୍କ ମୋବାଇଲକୁ ଫୋନ୍ ଆସିଥିଲା। ସେ ସେହି ସମୟରେ ଖାଦ୍ୟ ଗ୍ରହଣ କରୁଥିଲେ ତେଣୁ…

ଅର୍ଚ୍ଚନା ନାଗ ଜାଲରେ ଫସିଛନ୍ତି, ବିଜେଡି ଓ ବିଜେପି ନେତା !

ଭୁବନେଶ୍ୱର: ଚୋରି ମୋବାଇଲ ଖୋଜି ଆଣି ଲୋକଙ୍କୁ ହସ୍ତାନ୍ତର କରିବା ବେଳେ ପ୍ରେସମିଟ୍ ଡାକି ବାଃ ବାଃ ନେଉଥିବା କମିଶନରେଟ ପୋଲିସ ନିରବ। ରାଜଧାନୀର ଛାତି ଉପରେ 'ହନିଟ୍ରାପ' ମାମଲାକୁ ନେଇ ଚର୍ଚ୍ଚା ଜୋରଧିରି ଥିବା ବେଳେ କମିଶନରେଟ ପୋଲିସର ନିରବତା ଅନେକ କିଛି ଚର୍ଚ୍ଚାକୁ ଜନ୍ମ…

ବାଲିଯାତ୍ରା ପାଇଁ ପ୍ଲଟ ବୁକିଂ ପ୍ରକ୍ରିୟା ଆରମ୍ଭ, ଦର ଦେଖି ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ

କଟକ: ଆଗକୁ ବାଲିଯାତ୍ରା । ଏହାପୂର୍ବରୁ ବାଲିଯାତ୍ରା ପଡିଆରେ କିଏ କେଉଁଠି ଜାଗା ନେଇ ବ୍ଯବସାୟ କରିବେ ସେ ନେଇ ଜାଗା ନିଲାମି ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ବାରବାଟୀ ପ୍ୟାଲେସରେ ଶନିବାରଠୁ ଏହି ପ୍ଲଟ ନିଲାମି ପ୍ରକ୍ରିୟା ଜିଲ୍ଲା ପ୍ରଶାସନ ଦ୍ବାରା ଆରମ୍ଭ ହୋଇଛି। ହେଲେ ନିଲାମି…

ରାୟଗଡ଼ାରେ ମୃତ୍ୟୁର ଜାଲ ବିଛାଇଛି ଏନଏଚଏଆଇ : ଗଳି ପଡିବ କି ଫ୍ଲାଏ ଓଭର ବ୍ରିଜ !

ରାୟଗଡା: ରାୟଗଡ଼ା ସହରର ଲାଇଫଲାଇନ କୁହାଯାଉଛି ଏନଏଚଏଆଇ ଉପରେ ଥିବା ଫ୍ଲାଏଓଭର ବ୍ରିଜ । ଏହି ଓଭର ବ୍ରିଜ ରାୟଗଡା ସହରକୁ ଦୁଇଭାଗରେ ବିଭକ୍ତ କରୁଛି ।  କୋରାପୁଟ , ଆନ୍ଧ୍ରପ୍ରଦେଶ , ଫୁଲବାଣୀ ,କଳାହାଣ୍ଡି ଏବଂ ଗଞ୍ଜାମ ଭୁବନେଶ୍ବରକୁ ଯୋଡିବାର ଏକ ମାତ୍ର ରାସ୍ତା ଥିବା ଏହି ଓଭର ବ୍ରିଜ୍ ଏବେ…

ଡେଭିଡ ମିଲରଙ୍କ ଉପରେ ଖସିଲା ଦୁଃଖର ପାହାଡ଼: କ୍ୟାନସର ପୀଡ଼ିତା ଝିଅ ଆରପାରିରେ

ନୂଆଦିଲ୍ଲୀ: ରାଞ୍ଚି ମ୍ୟାଚ ପୂର୍ବରୁ ଭାରତକୁ କ୍ରିକେଟ ଖେଳିବାକୁ ଆସିଥିବା ସାଉଥ ଆଫ୍ରିକା ଷ୍ଟାର ବ୍ୟାଟସମ୍ୟାନ ଡେଭିଡ ମିଲରଙ୍କ ଉପରେ ଦୁଃଖର ପାହାଡ଼ ଖସିଛି । ଆଉ ସେ ଦୁଃଖ ହେଲା ତାଙ୍କ ଝିଅର ଅକାଳ ବିୟୋଗ ଘଟିଛି । କ୍ୟାନସର ପୀଡିତା ଝିଅ ତାଙ୍କୁ ଛାଡି ଚାଲିଯାଇଥିବାରୁ ସେ ଦୁଃଖଭରା…

ଧନୁ ତୀର କାହାକୁ ମିଳିଲାନି: ଉଦ୍ଧବ ଓ ଏକନାଥ ଗୋଷ୍ଠୀଙ୍କୁ ଅଲଗା ଅଲଗା ଚିହ୍ନ ମିଳିବ

ମୁମ୍ବାଇ : ଉପନିର୍ବାଚନ ପାଇଁ ଧନୁ ତୀର ନିର୍ବାଚନୀ ଚିହ୍ନ ପାଇବାକୁ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ମାମଲାରେ ନିର୍ବାଚନ କମିସନ ରାୟ ପ୍ରକାଶ କରିଛନ୍ତି । ଏବେ ଧନୁ ତୀର ଚିହ୍ନ କାହାକୁ ମିଳିବ ନାହିଁ ବୋଲି କମିସନ କହିଛନ୍ତି । ତେଣୁ ଏହି ପ୍ରସଙ୍ଗ ଏବେ କିଛି ଦିନ…

ଦଶହରା ମାମୁଲ୍‌ ନମିଳିବାରୁ ଜଳଯୋଗାଣ ବନ୍ଦ କରିଦେଲେ ପାଣି ପମ୍ପ ଚାଳକ

ବ୍ରହ୍ମପୁର: ଦଶହରା ମାମୁଲ୍‌(ଚାନ୍ଦା) ମିଳିଲାନି ବୋଲି ଜଳ ଯୋଗାଣ ବନ୍ଦ କରିଦେଲେ ପାଣି ପମ୍ପ ଚାଳକ। ଉତ୍ୟକ୍ତ ଲୋକମାନେ ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କରିବା ପରେ ପୁଣି ଥରେ ସ୍ବଭାବିକ ହୋଇଥିଲା ଜଳଯୋଗାଣ। ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଶନିବାର ଏଭଳି ଏକ ଘଟଣା…

ମୁଲାୟମଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ଡାକ୍ତରୀ ଟିମ୍

ଗୁରଗାଓଁ:  ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁନଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି । ମେଦାନ୍ତା ହସପିଟାଲରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ମୁଲାୟମ । ସ୍ବାସ୍ଥ୍ୟ ଖରାପ ହେଉଥିବାରୁ  ଦଳୀୟ କର୍ମୀ ଓ ସମର୍ଥନ ହସ୍ପିଟାଲ ପାଖରେ ଭିଡ…

ଗ୍ୟାସ ଟାଙ୍କି ବିସ୍ଫୋରଣରେ ଚାରି ମୃତ

ଯୋଧପୁର : ରାଜସ୍ଥାନର ଯୋଧପୁର କିର୍ତ୍ତି ନଗରରେ ବେଆଇନ ଗ୍ୟାସ ବିକ୍ରୟ ସ୍ଥାନରେ  ହଠାତ୍‌ ୪ଟି ସିଲିଣ୍ଡର ଫାଟି ଯାଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ଗ୍ୟାସ ଫାଟିବା ଯୋଗୁଁ  ଘର ମାଲିକଙ୍କ ସହ ତାଙ୍କର ତିନି ସଂପର୍କୀୟ ନିଆଁରେ ପୋଡି ଯାଇଥିଲେ  । ତାଙ୍କ ଦେହ 80 ପ୍ରତିଶତ ଜଳିଯାଇଥିଲା । …

ମୁମ୍ବାଇରେ ସ୍ତ୍ରୀଙ୍କ ମୃତ୍ୟୁ, ଗଞ୍ଜାମରେ ସ୍ବାମୀ ଗିରଫ

ବ୍ରହ୍ମପୁର: ମୁମ୍ବାଇରେ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରିଛି ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ଥାନା ମଳାଭଞ୍ଜା ଗ୍ରାମର ମମତା ସାହୁଙ୍କ ପୁରୁଷୋତ୍ତମପୁର ଥାନା…