ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୯)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ବାହା ହୋଇ ଆସିବା ପରେ ସମ୍ଭବ ନୂଆ ନୂଆ ଦି ଚାରି ବର୍ଷ କେକ୍ ଆଣି ଉଇସ୍ କରୁଥିଲେ । ଖୁବ ଖୁସି ଲାଗୁଥିଲା ।ତାପରେ ସମ୍ଭବ ଭୁଲିବାକୁ ଲାଗିଲେ । ଏଇ ଫେସବୁକ ଆସିବା ଦିନୁ ସେ ସବୁ ବର୍ଷ ମନେପକାଇ ଦିଏ ଆଉ କେତେ ଆଡୁ ଶହ ଶହ…