Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ

ପୁରୀ: ଜାତୀୟ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ । ଗୁରୁ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଈଶ୍ୱର ଚନ୍ଦ୍ର ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିବେ । ଚଳିତ ବର୍ଷ ଦେଶରୁ ୪୬ ଜଣ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଈଶ୍ୱର…

ଟ୍ୱିନ ଟାୱାର ଧ୍ୱଂସ ଟିମରେ ଓଡିଆ ପୁଅ

ଭୁବନେଶ୍ୱର : ୯ ସେକେଣ୍ଡରେ ନୋଏଡାର ସେକ୍ଟର ୯୩ ଏ ରେ ଥିବା ସୁପରଟେକ୍ ଟ୍ବିନ୍ ଟାୱାର ଧୂଂସସ୍ତୂପରେ ପରିଣତ ହୋଇଛି। ବିସ୍ଫୋରଣ ବେଳେ ଆଖପାଖ କୌଣସି ଟାୱାର ଅବା ଜନବସତିରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲା । ସରକାରଙ୍କ ନିର୍ଦ୍ଦେଶକ୍ରମେ ଏସବୁ ହୋଇଥିଲା ଓ ଏଥିରେ କାହାରି କିଛି କ୍ଷତି…

ଟି୨୦ରୁ ଅବସର ଘୋଷଣା କଲେ ବାଂଲାଦେଶର ବ୍ୟାଟ୍ସମ୍ୟାନ ମୁସଫିକର ରହୀମ

ଢ଼ାକା: ବାଂଲାଦେଶର ଷ୍ଟାର ବ୍ୟାଟ୍ସମ୍ୟାନ ଓ ୱିକେଟ କିପରି ମୁସଫିକର ରହୀମ ରବିବାର ଆର୍ନ୍ତଜାତୀୟ ଟି୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତେବେ ସେ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ୩୫ ବର୍ଷୀୟ ମୁସଫିକର ୧୦୨ ଟି୨୦ ମ୍ୟାଚରେୀ ୧୯.୨୩…

ଆଇପିଏଲର ଆଗାମୀ ସଂସ୍କରଣରେ ଧୋନୀ ହେବେ ଚେନ୍ନାଇର ଅଧିନାୟକ

ମାଡ୍ରାସ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ୱ ତୁଲାଇବେ । ରବିବାର ଚେନ୍ନାଇ ସିଇଓ କାଶୀ ବିଶ୍ୱନାଥ ଏହା ସ୍ପଷ୍ଟ କରିଛନ୍ତି । ଗତ ସଂସ୍କରଣରେ ଚେନ୍ନାଇ ୨ ଥର ଅଧିନାୟକ ପରିବର୍ତନ କରିଥିଲା । ରବୀନ୍ଦ୍ର ଜାଡେଜାଙ୍କୁ…

ସାତଲହଡି ମଠରେ ଆୟୋଜିତ ହେଲା ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହ

ପୁରୀ: ଓଡିଆ ଭାଷା ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହ ସ୍ଥାନୀୟ ସାତଲହଡି ମଠରେ ଆୟୋଜିତ ହୋଇଛି । ଏହି ଜୟନ୍ତୀ ସମାରୋହରେ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ ସଭାମୁଖ୍ୟ ଓ…

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ

ମୁମ୍ବାଇ: ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼଼ିଛି । ସୂଚନା ଅନୁସାରେ, ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ରୋଡ୍ ଡିଭାଇଡରରେ ତାଙ୍କ ଗାଡ଼ି ପିଟି ହେବା ଫଳରେ ଦୁର୍ଘଟଣା ଘଟି ୫୪ ବର୍ଷୀୟ…

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା

ଭୁବନେଶ୍ୱର : ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ହୋଇଛନ୍ତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା  । ବିଶ୍ୱବିଦ୍ୟାଲୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି  । ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ…

କଏଦୀ ମାନଙ୍କର ମାନସିକ ସ୍ୟାସ୍ଥ୍ୟ ସେବା : କେନ୍ଦ୍ର ଓ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : ଜେଲରେ ଥିବା କଏଦୀ ମାନଙ୍କର ମାନସିକ ସ୍ୟାସ୍ଥ୍ୟ ସେବା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ  । ଏନେଇ ସୁପ୍ରିମକୋର୍ଟରେ ଏକ PIL ଦାଖଲ ହୋଇଛି  । ଜଷ୍ଟିସ ଏସ ଅବଦୁଲ ନଜିର ଏବଂ ଭି ରାମସୁବ୍ରମଣ୍ୟମଙ୍କ ଖଣ୍ଡପୀଠ ଏନେଇ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ଜବାବ ମାଗିଛନ୍ତି। କୁଶ୍‌…

ଉଡାଣ ଭରିବା ପରେ ସନ୍ତୁଳନ ହରାଇଲା ବିମାନ…

କାଠମାଣ୍ଡୁ: ନେପାଳର ପୋଖରା ବିମାନବନ୍ଦରରୁ ଏକ ବିମାନ ଉଡ଼ାଣ ଭରିବାର ସାତ ମିନିଟ ମଧ୍ୟରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ମୁସ୍ତାଙ୍ଗ ଅଭିମୁଖେ ବିମାନ ଉଡାଣ ଭରିଥିଲେ । କିନ୍ତୁ କିଛି ସମୟ ପରେ ପାଇଲଟ ବୁଝିପାରିଥିଲେ କିଛି ଗଡ଼ବଡ ହୋଇଛି। ଯେଉଁଥିପାଇଁ ସେ ହଠାତ ଜରୁରୀକାଳୀନ ଅବତରଣ…

ରଚନା ସହିତ ଅନୁଭୂତି ସବୁବେଳେ ଜଡ଼ିତ : ଶୁଭନାରାୟଣ ସ୍ୱାଇଁ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଶୁଭନାରାୟଣ ସ୍ୱାଇଁ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଅନୁବାଦ ଓ…