ବିହାରରେ ବିଜେପିର ମିଶନ 35 ସଫଳ ହେବ କି?
ବିହାରରେ ବିଜେପି ଏବେ ବିରୋଧୀ ଦଳର ଭୂମିକାରେ ରହିଛି । ତେବେ ଗୃହମନ୍ତ୍ରୀ ଅମିତ ଶାହ ବିହାରରେ 2024 ନିର୍ବାଚନ ପାଇଁ ମିଶନ 35 ଟାର୍ଗେଟ ଦେଇଛନ୍ତି । ଅମିତ ଶାହଙ୍କ ଟାର୍ଗେଟ ପୂରଣ କରିବା ପାଇଁ ବିଜେପି ନେତାମାନେ ଏବେ ବିହାରରେ କସରତ ଆରମ୍ଭ କରିଦେଇଛନ୍ତି ।
ବିଜେପିକୁ ବାଏ ବାଏ କହି…