ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ: ମମତାଙ୍କ ହାଇଡ୍ରାମା, ଜିଦରେ ଅଟଳ ରହିଲେ
କୋଲକାତା: ଆଜି ସକାଳେ ପଶ୍ଚିମବଙ୍ଗର ହାଓ୍ୱଡା ଷ୍ଟେସନରେ ହାଇଡ୍ରାମା ଦେଖିବାକୁ ମିଳିଛି। କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନ୍ୟୁ ଜଲପାଇଗୁଡ଼ି ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଉଦଘାଟନ କରିବାକୁ ଆସିନଥିଲେ। କିନ୍ତୁ ପାଖରେ ସାଧାରଣ ଲୋକ ଏବଂ ଅନ୍ୟ…