Latest Odisha News

BREAKING NEWS

Yearly Archives

2022

ଜଗତସିଂହପୁରରେ ବନ୍ୟା ମୁକାବିଲା ପାଇଁ ପହଞ୍ଚିଲା ଏନଡିଆରଏଫ

ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୋମବାର ପାରାଦୀପରେ ଏନଡିଆରଏଫ ର ଏକ ୨୫ ଜଣିଆ ଟିମ୍ ପହଞ୍ଚିଛନ୍ତି । ମହାନଦୀର ଜଳ ସ୍ତର ବୃଦ୍ଧି ପାଉଥିବାରୁ ଏହାର ଶାଖା ନଦୀ ଗୁଡ଼ିକରେ ବନ୍ୟା…

ସମୁଦ୍ରରୁ ମିଳିଲା ଆଉ ଏକ ଅଦ୍ଭୁତ ଜୀବ

ୱାଶିଂଟନ: ପୃଥିବୀକୁ ଘେରି ରହିଥିବା ସମୁଦ୍ର ରହସ୍ୟରେ ଭରପୂର । ଏବେ ବୈଜ୍ଞାନିକମାନେ ମେକ୍ସିକୋ ନିକଟବର୍ତୀ ସମୁଦ୍ରରୁ ଏକ ଅଦ୍ଭୁତ ଜୀବର ସନ୍ଧାନ ପାଇଛନ୍ତି । ଏହା କୌଣସି ଏକ ଏଲିୟନ ପ୍ରଜାତିର ଅଂଶବିଶେଷ ପରି ଜଣାପଡୁଛି । ବୈଜ୍ଞାନିକମାନେ ଏହି ପ୍ରାଣୀର ନାମ ଡାର୍ଥ ଭାର୍ଡନ ନାମ ଦେଇଛନ୍ତି…

ଜଳମଗ୍ନ ଭଟ୍ଟାରିକା ମନ୍ଦିର; ପ୍ରାଙ୍ଗଣରେ ୧୪୪ ଧାରା ଜାରି

କଟକ: ରାଜ୍ୟର ପ୍ରସିଦ୍ଧ ଦେବୀ ପୀଠ ଭଟ୍ଟାରିକାରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ୧୪୪ ଧାରା ଜାରି ହୋଇଛି । ଅତିରିକ୍ତ ତହସିଲଦାର ତପନ କୁମାର ପରିଡ଼ା ଭଟ୍ଟାରିକା ମନ୍ଦିର ପରିସରରେ ୧୪୪ ଧାରା ଜାରି କରିଛନ୍ତି । ମହାନଦୀରେ ବନ୍ୟା ଆସିବାରୁ, ଏହାର କୂଳରେ ଅବସ୍ଥିତ ଭଟ୍ଟାରିକା ମନ୍ଦିର ଜଳମଗ୍ନ…

୧୭-୧୮ରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଯଦିଓ ଦୁଇ ଦିନ ହେବ ଓଡ଼ିଶାର ଅନେକ ଭାଗରେ ପ୍ରବଳ ବର୍ଷା ହେବା ପରେ ଆଜି ଉତ୍ତର ବଙ୍ଗୋପସାଗର ପାଣିପାଗରେ ପରିବର୍ତ୍ତନ ଆସିଛି ହେଲେ ସଦ୍ୟ ରିପୋର୍ଟ ଅନୁଯାୟୀ ଆଗାମୀ ଦିନରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ…

ଛତିଶଗଡ ୧୪ଟି ଗେଟ୍ ଜରିଆରେ ଛାଡିଲା ପାଣି, ଓଡିଶା ବନ୍ଦ କଲା ହୀରାକୁଦର ୮ଟି ଗେଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାରେ ବର୍ଷା କମିଛି। ଏବେ ଅବପାତ ଛତିଶଗଡ ମୁହାଁ ହୋଇଛି। ତେଣୁ ମହାନଦୀର ଉପରମୁଣ୍ଡରେ ଥିବା ଛତିଶଗଡରେ ବର୍ଷା ଜାରି ରହିଛି। ବିଭିନ୍ନ ନଦୀରେ ପାଣି ଫୁଲି ଉଠିବା ପରେ ଛତିଶଗଡ ଧମତରି ଜିଲ୍ଲାର ଗଙ୍ଗରେଲ ଡ୍ୟାମର ସମସ୍ତ ୧୪ଟି ଯାକ ଗେଟ୍ ଖୋଲିଦେଇଛି। ଏହି…

ବିପଦ ସଙ୍କେତ ଉପରେ ବଂଶଧାରା ନଦୀ

ରାୟଗଡା (ମୋନାଲିସା ରଥ): ଲଗାଣ ବର୍ଷା ଯୋଗୁଁ ଗୁଣୁପୁର ଠାରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ଅତିକ୍ରମ କରିଛି । ଏଠାରେ ବିପଦ ସଙ୍କେତ ଅତିକ୍ରମ କରି ଗୋଟିଏ ମିଟର ଉପରେ ଚାଲିଛି ବନ୍ୟା ପାଣି। ସତର୍କ ସଂକେତ ୮୩ ମିଟର ଥିବା ବେଳେ ବର୍ତ୍ତମାନ ୮୪ ମିଟର ଉପରେ ପାଣି ଚାଲିଛି। ତେଣୁ…

ପୁରୀ ଜିଲ୍ଲାରେ ବନ୍ୟା ଆଶଙ୍କା, ସତର୍କ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପୁରୀ (ସନ୍ତୋଷ କୁମାର ଦାସ): ବନ୍ୟା ଆଶଙ୍କା ଭିତରେ ପୁରୀ ଜିଲ୍ଲାପାଳ ଏକ ସମୀକ୍ଷା ବୈଠକ କରିଛନ୍ତି। ଆଉ ନଦୀବନ୍ଧମାନଙ୍କ ଉପରେ ସତର୍କ ରହିବାକୁ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ହୀରାକୁଦ ଜଳ ଭଣ୍ଡାର ଦେଇ ଛତିଶଗଡ ପଟ୍ଟୁ ପାଣି ଆସୁଛି। ତେଣୁ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତାକା ଉତ୍ତୋଳନକୁ ବିରୋଧ କରି ବିଜେଡ଼ି ଦେଖାଇଲା କଳା ପତାକା

ବ୍ରହ୍ମପୁର:ଗୋପାଳପୁର ନିର୍ବାଚନ ମଣ୍ଡଳୀ ତଥା ରଙ୍ଗେଇଲୁଣ୍ଡା ବ୍ଲକ କମଳାପୁର ଗ୍ରାମରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ କଳା ପତାକା ପ୍ରଦର୍ଶନ। ଗୋଳାବନ୍ଧ ଗ୍ରାମରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।…

ନୀତୀଶଙ୍କ ସହ ମେଣ୍ଟରୁ ଭୁଲ୍ ଶିଖିଲା ବିଜେପି, ସହଯୋଗୀ କିପରି ହେବେ ତିଆରି କରୁଛି ରଣନୀତି ?

ନୂଆଦିଲ୍ଲୀ: ଏନଡିଏ ଛାଡି ଅନେକ ଆଞ୍ଚଳିକ ଦଳ ଅନ୍ୟ ଦଳ ସହ ମେଣ୍ଟ କରୁଛନ୍ତି। ବିଜେପି ଗୋଟିଏ ବଡ ପାର୍ଟି ହୋଇସାରିଛି। ତେଣୁ ବିଜେପି ସହ ମେଣ୍ଟରେ ରହିବା ଦ୍ୱାରା ଆଞ୍ଚଳିକ ଦଳ ପତିଆରା ବିସ୍ତାର କରିପାରୁନି। ତେଣୁ ବିଜେପି ଛାଡି ଟିଡିପି, ଶିବସେନା (ଉଦ୍ଧବ ଗୋଷ୍ଠୀ), ଅକାଳୀ ଦଳ, ଜେଡିୟୁ…

ସୋନିଆ ଓ ରାହୁଲଙ୍କ ଅନୁପସ୍ଥିତିରେ କଂଗ୍ରେସ କାର୍ଯ୍ୟାଳୟରେ କିଏ ଜାତୀୟ ପତାକା ଉତ୍ତୋଳନ କଲେ?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାରେ ସଂକ୍ରମିିତ ହୋଇଛନ୍ତି। ତେଣୁ କଂଗ୍ରେସ ମୁଖ୍ୟାଳୟରେ କିଏ ଜାତୀୟ ପତାକା ଉତ୍ତୋଳନ କରିବେ ସେ ନେଇ ସସପେନ୍ସ ଜାରି ରହିଥିଲା। କାରଣ ସୋନିଆ କରୋନାରେ ସଂକ୍ରମିତ ହେବା ପରେ ରାହୁଲ ଗାନ୍ଧୀ ସଙ୍ଗୋରଧରେ ରହିଛନ୍ତି ଏବଂ ଦଳର…